୨୦ସୁଦ୍ଧା ଡ୍ରେନ୍ କାମ ସାରିବାକୁ ମେୟରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୮।୬ (ବନ୍ଦନା ସେଠୀ): ଆସନ୍ତା ୯ ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏଯାଏ ଡ୍ରେନ୍ ସଫେଇ ସରିନାହିଁ। ଅସରାଏ ବର୍ଷା ହେଲେ ସହରରେ…
ସହରସାରା ଅଘୋଷିତ ବଜାର
ଭୁବନେଶ୍ୱର, ୮।୬(ବନ୍ଦନା ସେଠୀ): ରାଜଧାନୀ ସାରା ଜବରଦଖଲ ମାଡିଗଲାଣି। ସ୍ମାର୍ଟ ସିଟି ଭୁବନେଶ୍ୱର ଦିନକୁ ଦିନ ଅବ୍ୟବସ୍ଥିତ ହୋଇପଡିଲାଣି। ସହରର ବିଭିନ୍ନ ପ୍ରମୁଖ ଛକ, ରାସ୍ତାକଡ଼, ଫୁଟ୍ପାଥ, ସାଇକେଲ୍ଟ୍ରାକ୍ ସବୁଠି ଏବେ ଅଘୋଷିତ ବଜାର ସୃଷ୍ଟି ହୋଇ ସାରିଲାଣି। ଫଳରେ ଲୋକଙ୍କ…
୯ରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ
ଭୁବନେଶ୍ୱର,୮ା୬(ଅନିଲ ଦାସ): ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି । ଏଥିପାଇଁ ପାଗ ଅନୁକୂଳ ହୋଇଛି । ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଆଦି ଜିଲାର…
ବାଲିଗୁଡ଼ାରୁ ରୂପା ଅଳଙ୍କାର ଲୁଟିଥିବା ଲୁଟେରା ଗଞ୍ଜାମରୁ ଗିରଫ: ରୂପା ଅଳଙ୍କାର ଜବତ
ବାଲିଗୁଡା,୬।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଦିନ ଦ୍ବିପହର ରେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ ହେବା ସହ ଜଣେ ମାଷ୍ଟର ମାଇଣ୍ଡ ଲୁଟେରାକୁ ବାଲିଗୁଡା ପୋଲିସ ଗିରଫ କରିଛି…
ମାମୁ ଘରକୁ ଆସି ଜଳ ପ୍ରପାତରେ ବୁଡି ଯୁବକ ମୃତ: ୬ ଘଣ୍ଟା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର
ବିଷମ କଟକ ୬।୭(ପ୍ରସନ୍ନ କୁମାର ପଣ୍ଡା): ଜଳ ପ୍ରପାତରେ ଅଘଟଣ । ପାଣିରେ ବୁଡି ଜଣେ ଯୁବକ ମୃତ। ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରିର ଉପର ଗଦଗଦା ଜଳ ପ୍ରାପାତରେ।…
ଜଣାପଡିଲା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ! ଏଥିପାଇଁ ଧର୍ମେନ୍ଦ୍ର…
ଭୁବନେଶ୍ୱର,୭।୬: ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ସସପେନ୍ସ ଲାଗି ରହିଛି। ତେବେ ଏହାର ଫାଇନାଲ ନିଷ୍ପତ୍ତି ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୃଥିୀରାଜ ହରିଚନ୍ଦନଙ୍କ ସହିତ ଏମପିମାନେ…
ନବୀନଙ୍କୁ ସମାଲୋଚନା କଲେ ଅନୁଭବ, କହିଲେ ଲାଜ କରନ୍ତୁ…
ଭୁବନେଶ୍ୱର,୭।୬: ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ଅନୁଭବ ମହାନ୍ତି। ସେ କହିଛନ୍ତି, ନବୀନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଲେଖିବା ବନ୍ଦ କରନ୍ତୁ। ଏହା ସମ୍ପୂର୍ଣ୍ଣ ସତ ନୁହେଁ। ବିଜୁ ଜନତା ଦଳ…
ଗଡ଼ର ରକ୍ଷାକର୍ତ୍ତୀ ବୋଲି ଗଡ଼ଚଣ୍ଡି
କଟକର ଆରାଧ୍ୟା ଦେବୀ ହେଉଛନ୍ତି ମା କଟକ ଚଣ୍ଡୀ ଠିକ୍ ଏହାର କିଛି ଦୂର ରେ ଅବସ୍ଥିତ ବାରବାଟି ଦୁର୍ଗ ଏବଂ ଏହାରି ଭିତରେ ମାଆ ଗଡ଼ଚଣ୍ଡି ଆବିର୍ଭୁତ। କୁହାଯାଏ ରାଜାଙ୍କ ର ଶାସନ ଯେତେବେଳେ ଥିଲା ମା ସେବେଠୁ ଏଠାରେ…
ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର
ଭୁବନେଶ୍ୱର,୭।୬: ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି ତାହା ଏପର୍ଯ୍ୟନ୍ତ ନିର୍ଣ୍ଣୟ କରିପାରି ନାହିଁ। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର…
କାନ୍ଦୁଛନ୍ତି ଏଲିନା ଦାଶ, କାନ୍ଦି କାନ୍ଦି ନବୀନଙ୍କୁ…
ଭୁବନେଶ୍ୱର,୭।୬: ଅଭିନୟରୁ ରାଜନୀତିକୁ ଏଣ୍ଟ୍ରି ମାରିଥିବା ଏଲିନା ଦାଶ କାନ୍ଦୁଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭାଇରାଲ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ସାର୍ ବୋଲି ସମ୍ବୋଧନ କରୁଛନ୍ତି।…
୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ
ଭୁବନେଶ୍ୱର,୭।୬: ଛଅ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ରାଉତ କାର୍ତିକେୟନ। ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି। ଗତ ସାଧାରଣ…
ଲକ୍ଷ୍ମୀବସ୍ ଡ୍ରଇଭରଙ୍କୁ ମାଡ଼, ବେକ ଓ ହାତରେ ଲାଗିଛି ଆଘାତ
ବାସୁଦେବପୁର,୬।୭: ଲକ୍ଷ୍ମୀ ବସ୍କୁ ନେଇ ବିଭିନ୍ନ ଘଟଣା ଦେଖିବାକୁ ମିଳିଥିବାବେଳେ ଶୁକ୍ରବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବାସୁଦେବପୁରରେ ଲକ୍ଷ୍ମୀ ବସକୁ ଅଟକାଇଇ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ। ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ଡ୍ରାଇରଙ୍କୁ ଏପରି…

