ରାଜ୍ୟ

ଆଜି ଆସୁଛନ୍ତି ଶିବରାଜ: ଆଗକୁ ଆସିବେ ଗଡକରୀ, ରାଜନାଥ

ଭୁବନେଶ୍ୱର,୧୩।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ନିଜର ରାଜନୈତିକ ପ୍ରସ୍ତୁତିକୁ ଜୋରଦାର କରିଛି। ଦଳର କେନ୍ଦ୍ରୀୟ ନେତାମାନେ ସରକାର ଗଠନ କରିବାର ଦମ୍ଭୋକ୍ତି ଦେଖାଉଛନ୍ତି। ସେହିକ୍ରମରେ ଆସନ୍ତା ୨୪ ତାରିଖ ମଧ୍ୟରେ ଭାଜପା ପକ୍ଷରୁ ସବୁ…

ଦଳୀୟ କନ୍ଦଳ ସଭିଙ୍କୁ ଅଡ଼ୁଆ

ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ଆଶାୟୀମାନେ ଟିକେଟ ପାଇବା ପାଇଁ ନିଜସ୍ବ ଢଙ୍ଗରେ ପ୍ରୟାସ କରୁଛନ୍ତି। ଏଠାରେ ବିଧାୟକ ଅଛନ୍ତି ବିଜେଡିର ଦେବେଶ ଆଚାର୍ଯ୍ୟ। ଅଦ୍ୟାବଧି ଭାଜପା…

‘ଇ-ମମତା ୨.୦’କୁ ସିଲ୍‌ଭର୍‌ ସ୍କଚ୍‌ ଆୱାର୍ଡ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ମହିଳା ଓ ଶିଶୁ ବିକାଶ ବିଭାଗର ‘ଇ-ମମତା ୨.୦’କୁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଜାତୀୟସ୍ତରରେ ସମ୍ମାନଜନକ ସିଲ୍‌ଭର୍‌ ସ୍କଚ୍‌ ଆୱାର୍ଡ ମିଳିଛି। ଓଡ଼ିଶାର ମା’ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ସହ ଗର୍ଭବତୀ ଓ ପ୍ରସୂତି…

ନିଶା ବେପାରୀଙ୍କୁ ୩୦ କି.ମି. ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୧୩।୨(ସୂର୍ଯ୍ୟକାନ୍ତ ବେହେରା):ଦାମୀ କାର୍‌ରେ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ୩୦ କି.ମି ପିଛା କରି ୩ ଆନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ପାହାଳରୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରବି ଶଙ୍କର ଦାସ,…

ବାହାଘର ବେଳେ ଚୋରି ରୋକିବାକୁ ପୋଲିସର ଟିପ୍ସ

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ ବିଭିନ୍ନ ମଣ୍ଡପରେ ବାହାଘର ଆଦି କାର୍ଯ୍ୟକ୍ରମରେ ଲୁଟେରାମାନେ ଲୁଟ୍‌ପାଟ୍‌ ଓ ଚୋରି କରୁଛନ୍ତି। ଏହାକୁ ନଜରରେ ରଖି ଲୁଟ୍‌ ଓ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସ ଆୟୋଜନକାରୀଙ୍କୁ ଟିପ୍ସ ଦେବାକୁ ନିଷ୍ପତ୍ତି ନେଇଛି। ଲାଇସେନ୍ସ ନେବା ବେଳେ…

୧୬ରେ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌, ଉଠାଦୋକାନ ବନ୍ଦ

ଭୁବନେଶ୍ୱର, ୧୩।୨(ବନ୍ଦନା ସେଠୀ): ଆସନ୍ତା ୧୬ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇ ସମ୍ପୃକ୍ତ ଦିନ ପ୍ରାତଃ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌ ଓ ଉଠାଦୋକାନ ବନ୍ଦ ରହିବ। ଏନେଇ ନ୍ୟାଶନାଲ ହକର୍‌ ଫେଡେରେଶନ ପକ୍ଷରୁ…

ପ୍ରଥମ ଥର ହେବ ମତ୍ସ୍ୟ-ପ୍ରାଣୀ ସମାବେଶ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷକଙ୍କୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ସଚେତନ କରାଇବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଆୟୋଜନ କରୁଛନ୍ତି।…

ଜୀ-ସାର୍ଥକର ‘ପାର୍ବଣରେ ସୁନାର ବର୍ଷା’

ଭୁବନେଶ୍ୱର,୧୩।୨(ଅନୁରାଧା ମହାରଣା):ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ‘ପାର୍ବଣରେ ସୁନାର ବର୍ଷା’ ପ୍ରତିଯୋଗିତା ହୋଇଥିଲା। ଲାଲ୍‌ଚାନ୍ଦ ଜୁଏଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସା ୬.୩୦ରୁ…

ଆଜି ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ର଼୍ୟାଙ୍କିଙ୍ଗ ପ୍ରକାଶ କରିବେ। ରାଜ୍ୟର ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଜିଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ର଼୍ୟାଙ୍କିଙ୍ଗ…

ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଭୁବନେଶ୍ୱର,୧୨।୨(ଶର୍ମିଷ୍ଠା ପାଣିଗ୍ରାହୀ): ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ସୋମବାର ସାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଚିକିସ୍ଥିତ ହେଉଥିଲେ। ଶରୀରର ବିଭିନ୍ନ ଅଙ୍ଗ ଅକାମି ଲାଗି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ…

ବେକାରିଙ୍କ ପାଇଁ ଆସିଲା ନୂଆ ଯୋଜନା ‘ସ୍ବୟମ’

ଭୁବନେଶ୍ୱର,୧୨ା୨(ଅନିଲ ଦାସ): ରାଜ୍ୟର ବେକାର ଯୁବତୀଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ରାଜ୍ୟ ସରକାର ନୂତନ ଯୋଜନା ‘ସ୍ବତନ୍ତ୍ର ଯୁବ ଉଦ୍ୟମୀ-ସ୍ବୟମ’ ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବାସ କରୁଥିବା ବେକାର ଯୁବତୀଯୁବକମାନଙ୍କୁ (ସାଧାରଣ…

ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ

କଟକ,୧୨ା୨(କାର୍ତ୍ତିକ ସାହୁ): କଟକ ସହର ସମସ୍ୟାରେ ବକ୍ସ ଡ୍ରେନ୍‌ ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ସତ୍ୟପାଠ ଦାଖଲ କରି ଆଗାମୀ ଫେବୃୟାରୀ ୨୦ ତାରିଖରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ ହେବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri