ରାଜ୍ୟ

ଯୁବବର୍ଗଙ୍କ ପାଇଁ ଖୁସିଖବର: ନିଯୁକ୍ତି ପରେ ନିଯୁକ୍ତି, କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ବାର,୧୭।୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଚୌଦ୍ୱାରରେ ନୂତନ ଶିଳ୍ପର ଶିଳାନ୍ୟାସ କରିଛନ୍ତି । ୱେଲସ୍ପନ ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ପାର୍କ ନିର୍ମିତ ହେବ । ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ନିବେଶ ହେବ । ୧୦ ହଜାର…

ସ୍ଥଗିତ ହେଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଭୁବନେଶର,୧୭।୨: ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ   ରହିଛି । ସରକାରଙ୍କ ପ୍ରତିତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ପର୍ଯ୍ୟାୟ କ୍ରମେ ସବୁ ଦାବି ପୂରଣ ନେଇ ପ୍ରତିଶୃତି ଦିଆଯାଇଛି । ତେଣୁ ଆନ୍ଦୋଳନ ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଙ୍ଘ…

ରେଳଧାରଣାରେ ପଡ଼ିଛି ୪ ଖଣ୍ଡ ବିଖଣ୍ଡିତ ମୃତଦେହ

ଟେନ୍‌ସା,୧୭।୨(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ-କେନ୍ଦୋପୋସି ରେଳଷ୍ଟେଶନ ମଧ୍ୟରେ ଥିବା ରେଳଧାରଣାରୁ ୪ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି। ଧାରଣା ଉପରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ…

ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା

ନିଶ୍ଚିନ୍ତକୋଇଲି,୧୭।୨ (ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଦନ ମଣ୍ଡପରେ ଏକ ନିଆରା ବାହାଘର ଦେଖିବାକୁ ମିଳଛି। ଏହି ବାହାଘରକୁ କଂଗ୍ରସେ କର୍ମୀ ଆୟୋଜନ କରିଛନ୍ତି। କଂଗ୍ରେସ ପିସିସି ସଭ୍ୟ ପ୍ରଦୀପ୍ତ ଦାସ ଦାୟିତ୍ୱ ତୁଲାଇଛନ୍ତି। କଂଗ୍ରସେ…

ମହିଳାଙ୍କ ଠାରୁ ଘୋଷଡ଼ା ଖାଇ ଯାଇଥିଲେ ଅଙ୍ଗନଓ୍ବାଡ଼ି ଦିଦି: କିଛିଦିନ ପରେ ଲୁଚିଛପି କେନ୍ଦ୍ରକୁ ପଶୁଥିଲା ବେଳେ ପୁଣି ତାତିଲେ ମହିଳା, ପରେ…

ପାଟଣା,୧୭।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମର ଶତାଧିକ ମହିଳା ଫେବୃଆରୀ ୬ ତାରିଖରେ ନବ ନିଯୁକ୍ତ…

ଫ୍ରି ଫାୟାର ଗେମ୍‌ ଖେଳି ବେକ କାଟିଦେଲେ ଯୁବକ

ଅନୁଗୋଳ,୧୭।୨(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଜରପଡ଼ା ଥାନା ଅଧୀନ ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣକ ମୋବାଇଲ ଫୋନ୍‌ରେ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ। ହେଲେ ସେ ଗେମ୍‌ରେ ହାରି ଯିବାରୁ ସାନସିକ ଭାରସାମ୍ୟ ହରାଇ…

ବିଜେଡି-ଭାଜପା ପାର୍ଟନରଶିପ୍‌କୁ ସମାଲୋଚନା: ଗଞ୍ଜାମ ଜିଲା ସଦର ମହକୁମାରେ ଗର୍ଜିଲା କଂଗ୍ରେସ

ଛତ୍ରପୁର,୧୭।୨(ସନ୍ତୋଷ ପାଢ଼ୀ ): ରାଜ୍ୟରେ ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏହାର ପ୍ରତିବାଦରେ ଶନିବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସ ନେତା…

ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ…

ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ । ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ…

ନିର୍ବାଚନ ସମୟରେ କଳା ଟଙ୍କା,ମଦ ରୋକିବାକୁ…

ଭୁବନେଶ୍ୱର,୧୭।୨: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ସମୟରେ କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଜାତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱ ଦେଇଛନ୍ତି। ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ନିର୍ବାଚନ ଆୟୋଗଙ୍କ…

ଆଜିଠୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ: ଭିନ୍ନକ୍ଷମଙ୍କୁ ମିଳିବ ଅଧିକ ଘଣ୍ଟାଏ ସମୟ

ଭୁବନେଶ୍ୱର,୧୭।୨: ଆଜିଠୁ ଆରମ୍ଭ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା । ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫…

ଠିକ୍‌ରେ ଚାଲୁନି OSSSC ୱେବ୍‌ସାଇଟ୍‌: ପୁଣି ବଢିଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୧୭।୨(ଅସମାପିକା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି)ର ୱେବ୍‌ସାଇଟ୍‌ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ କମ୍ବାଇନ୍‌ଡ ରିକ୍ରୁଟ୍‌ମେଣ୍ଟ ଏକ୍‌ଜାମ୍‌ର ଆବେଦନ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ଦୁଇ ମାସ ହେଲାଣି ଆବେଦନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ…

ଅଗ୍ନିପଥ ଯୋଜନାରେ ଅନଲାଇନ୍‌ ଆବେଦନ ଆରମ୍ଭ: ପରୀକ୍ଷାର୍ଥୀଙ୍କ ପାଇଁ ଏତିକି ରହିଛି ଦେୟ

ଢେଙ୍କାନାଳ,୧୭ା୨(ରତନ ନାୟାର): ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ୨୦୨୪ ବର୍ଷ ନିମନ୍ତେ ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷାର ପଞ୍ଜୀକରଣ ୧୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ପ୍ରାର୍ଥୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri