ସରକାରୀ ଘରେ ଝୁଲି ପଡିଲେ କନିଷ୍ଠ ଯନ୍ତ୍ରୀ
ବୌଦ୍ଧ,୨୯।୨: ସରକାରୀ କ୍ୱାର୍ଟର୍ସରୁ ମିଳିଛି କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। ବୌଦ୍ଧ ଜିଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ କୁମାର ଘୋଷ। ସୂଚନାଥାଉ…
ଟିକେଟ ଲବିରେ ପ୍ରମୁଖ ଦଳର ଏକାଧିକ ଆଶାୟୀ
ବଇଣ୍ଡା, ୨୯ା୨(ପରିକ୍ଷିତ ସାହୁ): ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ଏନ୍ଏସିର ୧୧ ଓ୍ବାର୍ଡ ଏବଂ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ସହ ଅନୁଗୋଳ ବ୍ଲକର…
ଆଜି ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୨୯।୨: ଓଡିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୪ଦିନିଆ ଗସ୍ତରେ ଆଜି ମହାମହିମ କେନ୍ଦୁଝର ଓ ଭୁବନେଶ୍ୱର ଆସିବେ। ରାଷ୍ଟ୍ରପତି ଗୁରୁବାର କେନ୍ଦୁଝର ଯାଇ ଗୋନାସିକା କଦଳୀବା ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ। ପରେ ଧରଣୀଧର ୟୁନିଭର୍ସିଟିର ସ୍ବତନ୍ତ୍ର…
ଏନ୍ଏସ୍ସିକୁ ରିପୋର୍ଟ ମାଗିଲା କୃଷି ବିଭାଗ
ଯାଜପୁର,୨୯ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଦୀର୍ଘ ୭୬ ବର୍ଷ ପୁରୁଣା ଏକମାତ୍ର ସୁକିନ୍ଦା ବିହନ ଫାର୍ମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ୨୦୨୧ରେ ପିଜୁଳି ଚାରା ରୋପଣ ବିରୋଧରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି)ରେ ମାମଲା ରୁଜୁ ଏବଂ ପରେ ବଡ଼ଚଣାକୁ…
ପେସା ଶ୍ରମିକ, ନିଶା ପ୍ଲାଷ୍ଟିକମୁକ୍ତ ସମାଜ ଗଠନ
କୁଜଙ୍ଗ,୨୯।୨ (ମନୋଜ ପ୍ରଧାନ)ମାଟିରେ ମିଳାଉ ନ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ଫଳରେ ଲୋକେ…
୧୧୮ ଅଙ୍ଗନୱାଡିର ନିଜସ୍ବ ଗୃହ ନାହିଁ
କଣାସ,୨୯୨(ବିଭୂତି ଭୂଷଣ ତ୍ରିପାଠୀ) ଶିଶୁ ଓ ମା’ଙ୍କ ସୁରକ୍ଷା ନିମନ୍ତେ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ କଣାସ ବ୍ଲକରେ କେନ୍ଦ୍ରଗୁଡ଼ିକ ନାହିଁ ନାହିଁରେ ପରିଚାଳିତ ହେଉଛି। ବ୍ଲକରେ ୨୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୧୬୭ଟି କେନ୍ଦ୍ରର…
ଡ୍ରପ୍ ଆଉଟ୍ ତାଲିକାରେ ୧୭୦୦ ପିଲା
ଗୋପ,୨୯ା୨(ଭାରତୀ ଭୂଷଣ ଉପାଧ୍ୟାୟ)ଶିକ୍ଷାବର୍ଷ ୨୦୨୩-୨୪ରେ ଗୋପ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୭ଶହରୁ ଅଧିକ ପିଲା ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ରହିଛନ୍ତି। ଏଥିରେ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ…
ଅନୁମତି ନ ଥିବା ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ
ଭୁବନେଶ୍ୱର, ୨୯।୨ (ବନ୍ଦନା ସେଠୀ)ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପୁଣି ଥରେ ଆରମ୍ଭ ହୋଇଛି। ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ…
ଜଗନ୍ନାଥ ମନ୍ଦିରରୁ ଚୋରି
ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ)୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଗଡ଼ଖୋର୍ଦ୍ଧା ଛକ ନିକଟରେ ରହିଥିବା ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ, ୩ଟି ଆଲମିରା ତାଡ଼ି ଲକ୍ଷାଧିକ ଟଙ୍କା ସମେତ…
ଶାଶୁଘର ଯିବା ଲାଗି ୬ ଘଣ୍ଟା ବସି ରହିଲା କନ୍ୟା
ରାଜନଗର,୨୯ା୨(ଭାସ୍କର ରାଉତରାୟ) କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ହାତିନା ପଞ୍ଚାୟତ କଏଥା ଗାଁର ବରଯାତ୍ରୀଙ୍କ ଗଣ୍ଡଗୋଳ ଯୋଗୁ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏଥିପାଇଁ ବରକନ୍ୟାଙ୍କୁ ପ୍ରାୟ ୬ଘଣ୍ଟା ଅଟକି ରହିବାକୁ ପଡିଥିଲା ା ବରପକ୍ଷ ୬୬ହଜାର ଟଙ୍କା…
ଏକତରଫା ପ୍ରେମ: ରାଜଧାନୀରେ ମହିଳାଙ୍କୁ ଛୁରି ଭୁସି ହତ୍ୟା
ଭୁବନେଶ୍ୱର,୨୯।୨(ସତ୍ୟଜିତ୍ ରାଉତ)ଭୁବନେଶ୍ୱର ବାପୁଜୀନଗରରେ ଜନୈକା ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ମୃତା ମହିଳା ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍ ଗୋପୀମୋହନପୁର ପଞ୍ଚାୟତ ଛଅମଉଜ ଗ୍ରାମର ଗୀତାଞ୍ଜଳି ରଞ୍ଜିତ୍ ଓରଫ ଦୀପିକା ରାଣୀ। ଅଭିଯୁକ୍ତ ଯୁବକ…
ଜମିରେ ପଚୁଛି ଷ୍ଟ୍ରବେରୀ
ଦାରିଙ୍ଗବାଡି,୨୯ା୨(ଅରୁଣ ସାହୁ)ଦାରିଙ୍ଗବାଡି ପ୍ରଥମେ ଜୈବିକ ପଦ୍ଧତିରେ କଫି ଚାଷ କରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେହି କ୍ରମରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ଜିଲା ପ୍ରଶାସନର ଉଦ୍ୟମରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା।…
Archives


