କମିଶନରେଟ ପୋଲିସ ହାତରେ କୋଟିପତି ଲୁଟେରା; ନଗଦ ୨୧ ଲକ୍ଷ ଟଙ୍କା, ୭ କେଜି ରୁପା, ସୁନା ଅଳଙ୍କାର ଜବତ
ଭୁବନେଶ୍ୱର,୨୪।୩: ଗତ ଏକ ବର୍ଷ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କଳାକନା ବୁଲାଇଥିବା ହାଇ ପ୍ରୋଫାଇଲ୍ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ ପୋଲିସ। ଅଭିଯୁକ୍ତ ପର୍ଶୁରାମ ଗିରି ଏକାକୀ ଚୋରି କରୁଥିଲେ ଏବଂ ଅଧିକାଂଶ ସମୟରେ ପରିତ୍ୟକ୍ତ ଘର ଗୁଡ଼ିକୁ ଟାର୍ଗେଟ…
ଆଜି ଘୋଷଣା ହୋଇପାରେ ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାର ୧୪୬ ବିଧାନସଭା, ୨୧ ଲୋକସଭା…
ଭୁବନେଶ୍ୱର,୨୪।୩: ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରବିବାର ଘୋଷଣା କରି ପାରେ। ଏଥର ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ପ୍ରାଥୀଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ…
କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏଥିରେ ବି ଓଡ଼ିଶାର ପ୍ରାର୍ଥୀଙ୍କ …
ଭୁବନେଶ୍ୱର,୨୪।୩: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥର ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଥିରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ । ତେବେ କେବଳ ଓଡ଼ିଶା…
ଶଙ୍ଖ ଭବନରେ ମକରନ୍ଦ, ବିଜେଡିରେ ଯୋଗ ଦେବାକୁ ନେଇ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର,୨୪ା୩: ରବିବାର ଶଙ୍ଖ ଭବନରେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି। ସେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର୍ ଧରିଛି। ୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ନିର୍ବାଚନ ଜିତିଥିଲେ। ବିଧାୟକ ହେବା…
ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲା ସ୍ବାମୀ
ଟେନ୍ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍ସା ଫାଣ୍ଡି ଜିରୋ ପଏଣ୍ଟ…
ମା-ବାପାଙ୍କ ଜୀବନ ନେଲେ ପୁଅ
କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ…
ଓଭୋ ଫାର୍ମ ପକ୍ଷରୁ କେନ୍କୋ ଏଗ୍ଷ୍ଟ୍ରା ଆଉଟ୍ଲେଟ୍
ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ଓଭୋ ଫାର୍ମ ପକ୍ଷରୁ କେନ୍କୋ ଏଗ୍ଷ୍ଟ୍ରା ଦ୍ୱିତୀୟ ଆଉଟ୍ଲେଟ୍ ଖୋଲାଯାଇଛି। ସୂର୍ଯ୍ୟନଗରସ୍ଥିତ ଶର୍ମା ଷ୍ଟ୍ରିଟ୍ରେ ଶନିବାର ଏହି ଆଉଟ୍ଲେଟର ଉଦ୍ଘାଟନ କରାଯାଇଛି। ଏଠାରେ ହାଇପ୍ରୋ, ଇମ୍ୟୁନୋ ଏବଂ ବ୍ରାଉନ ଆଦି ପ୍ରକାରର ଅଣ୍ଡା ଉପଲବ୍ଧ ହେବ। ତେବେ ଏହି…
ପ୍ରାର୍ଥୀ ଘୋଷଣାକୁ ନଜର, ଗ୍ରୀନ୍ ସିଗ୍ନାଲ ଦେବା ଆରମ୍ଭ କଲାଣି ବିଜେଡି
ଭୁବନେଶ୍ୱର,୨୪।୩(ସୁନିତ୍ ମିଶ୍ର): ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ଆସନ୍ତା ନିର୍ବାଚନ ପୂର୍ବରୁ ଯେଉଁ ମେଣ୍ଟ ହେବାର ଥିଲା ତାହା ଆଉ ହେବ ନାହିଁ। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର…
ଯକ୍ଷ୍ମାର ଘଟିବ ଅନ୍ତ
ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର…
‘ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର’
ଭୁବନେଶ୍ୱର, ୨୪।୩(ସୁନିତ୍ ମିଶ୍ର): ଓଡ଼ିଶାର ଜଳ ସମ୍ପଦ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସମଗ୍ର ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥିପାଇଁ ଅନେକ…
ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର
ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା। ନିର୍ବାଚନ ଦୌଡ଼ରେ ପରିବାର ସଦସ୍ୟଙ୍କୁ ଥଇଥାନ ଲାଗି ଚାଲିଛି ଛକାପଞ୍ଝା। ରାଜନୀତିର ଜଣେ ଚର୍ଚ୍ଚିତ…
କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ
ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ ଚିନ୍ତାରେ ରହିଥିଲେ। ଶୁକ୍ରବାର ମେଣ୍ଟ ଆଲୋଚନାରେ ବିରାମ ଲାଗିବା ପରେ ଏବେ ଦୁଇ ଦଳର…
Archives


