ଝିଅ, ମା,ବାପା ଘରେ ଥିଲେ: ପଡ଼ିଲା ବଜ୍ରପାତ
ବାଲିଗୁଡ଼ା,୩୦।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ଟିକାବାଲିରେ ଗୁରୁବାର ଅପରାହ୍ନରେ ଘଡଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା, ବାପା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…
ମୁଖ୍ୟମନ୍ତ୍ରୀଙ୍କ ରୁମ୍ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍ରୁ ଟେଲିଫୋନ କଟାଯାଇଛି। ନବୀନଙ୍କ ସାକ୍ଷାତକାରରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ନିବାସର ନବୀନଙ୍କ ରୁମ୍ରେ ଟେଲିଫୋନ ସଂଯୋଗ ନାହିଁ। ନବୀନଙ୍କ ରୁମ୍ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ…
‘କେବଳ ଏକା ପାଣ୍ଡିଆନ୍ କାହିଁକି ମାଇକ୍ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ
ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ ପ୍ରଶ୍ନବାଚୀ ଛିଡା କରିଛି। କେବଳ ଏକା ପାଣ୍ଡିଆନ୍ କାହିଁକି ତାଙ୍କ ମାଇକ୍ ଧରୁଛନ୍ତି ତା’ର…
ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ, ୫ରୁ ଅଧିକ ଏକାଠି ହେବା, ବୁଲିବା ମନା
ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପ୍ରଚାର ଶେଷ ହୋଇଛି। ଏପରିକି ନିର୍ବାଚନ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନକୁ ଦୃଷ୍ଟିରେ…
ବିଷ ପିଇ ଦେଲେ ଦମ୍ପତି
ଫୁଲବାଣୀ,୩୦ା୫(ରାକେଶ କୁମାର ରାଉତ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଫରିଙ୍ଗିଆ ବ୍ଲକରେ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାପରେ ଉଭୟେ ବିଷ ପିଇ ଦେଇଛନ୍ତି । ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ମେଡିକାଲରେ ମୃତ୍ୟୁ ସହ…
‘ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ, ତା’ହେଲେ…’, ମୋଦିଙ୍କୁ କାଉଣ୍ଟର କଲେ ନବୀନ
ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାଜପା ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ କରାଯାଉଥିବା ବେଳେ ଏକ ସାକ୍ଷାତକାର ନବୀନ କହିଛନ୍ତି, ମୋ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି । ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ଭାଜପାର କିଛି ନେତା…
ପ୍ରଚାରରୁ ଫେରିବା ବେଳେ ଯୁବ ଭାଜପା ରାଜ୍ୟ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ
ଭୁବନେଶ୍ୱର,୩୦।୫: ଯୁବ ଭାଜପା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି। ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଅଭିଳାଷଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଷଙ୍କ…
ସରିଲା ପ୍ରଚାର, ଶନିବାର ଭୋଟ, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୬୧ ଲକ୍ଷ ଭୋଟର
ଭୁବନେଶ୍ୱର,୩୦।୫: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ଅର୍ଥାତ୍ ଶନିବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପ୍ରଚାର ଶେଷ ହୋଇଛି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ…
ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ ବିଜେଡି ନେତ୍ରୀ, ଭିତରେ ଥିଲା…
ଭୁବନେଶ୍ୱର,୩୦।୫: ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ବୁଧବାର ରାତିରେ ଉଦଳା ନିର୍ବାଚନମଣ୍ଡଳୀର ଗୁଧିମରା ଗାଁରେ ପହଞ୍ଚି ଘରକୁ ଘର ବୁଲି ଧଳା ଲଫାପା ବାଣ୍ଟୁଥିଲେ। ଯେଉଁ ଲଫାପାରେ ୨୦୦୦ ଟଙ୍କା ଥିଲା। ଏହା…
ନିର୍ବାଚନ ସମୟରେ ଓଡ଼ିଶାରୁ ଜବତ ହେଲାଣି ୨୭୦କୋଟି
ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପ୍ରଚାର ଶେଷ ହୋଇଛି। ତେବେ ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର…
ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ହେବ ବିଜୁଳି ବିଲ୍ ଛାଡ଼
ସୋର,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲାର ସୋରକୁ ନିର୍ବାଚନୀ ପ୍ରଚାରରେ ଆସିଛନ୍ତି…
ପାଣ୍ଡିଆନ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ: କହିଲେ- ହାସ୍ୟାସ୍ପଦ, କଥାର ଓଜନ ନାହିଁ…
ଭୁବନେଶ୍ୱର,୩୦।୫: ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାଜପା ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ କରାଯାଉଥିବା ବେଳେ ବିଜେଡି ସୁପ୍ରିମୋ ଏହାକୁ କାଉଣ୍ଟର ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ଭାଜପା ପକ୍ଷରୁ କିଛି ଭିଡିଓ ଭାଇରାଲ କରାଯାଇ…
Archives


