ଦିନକୁ ୧୫ ମୁଣ୍ଡ ନେଉଛି ସଡ଼କ ଦୁର୍ଘଟଣା: ଏହି ଜିଲାରେ ସର୍ବାଧିକ ମୃତ୍ୟୁ
ଭୁବନେଶ୍ୱର, ୬।୯: ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ବଢିବାରେ ଲାଗିଛି। ସଡକ ଦୁର୍ଘଟଣାରେ ଦିନକୁ ପ୍ରାୟ ୧୫ ଜଣଙ୍କ ପ୍ରାଣହାନୀ ଘଟୁଛି। ୨୦୨୩ରେ ୫ ହଜାର ୬୯୬ ଜଣଙ୍କର ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟିଛି। ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକ…
ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ, ମହିଳା ହୋଇଛନ୍ତି ବଳାତ୍କାରର ଶିକାର: ଫଇସଲା ହୋଇଥିବା ମାମଲା ସଂଖ୍ୟା….
ଭୁବନେଶ୍ୱର,୬।୯ : ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି । ଶୁକ୍ରବାର ବିଧାନ ସଭାରେ ଜୟପୁର ବିଧାୟକଙ୍କ ପ୍ରଶ୍ନରେ ଏସ୍ସି/ଏସ୍ଟି ଉନ୍ନୟନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି। ତେବେ ଥାନାରେ ରୁଜୁ ହୋଇଥିବା…
ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ
ଭୁବନେଶ୍ୱର,୬।୯: ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି।…
ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ
ବାରଙ୍ଗ,୬ା୯(ଲିଙ୍ଗରାଜ ରାଉତ): ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ନରଣପୁରଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାଘର ପାଇଖାନା ଟାଙ୍କିର…
ପଦ୍ମ ଧରିଲେ ସୁଜିତ
ଭୁବନେଶ୍ୱର,୬।୯:ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ।ବିଜେଡି ଏମ୍ପି ଥିବା ସୁଜିତ୍ ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା । ତେବେ ଏମ୍ପି…
ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଲେ ସୁଜିତ: ଆଜି ଧରିବେ କି ପଦ୍ମ ?
ଭୁବନେଶ୍ୱର,୬।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମ୍ପି ଥିବା ସୁଜିତ୍ ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଏମ୍ପି ପଦରୁ ଇସ୍ତଫା ଦେବା ପରେ…
ପୁଣି ନାଲିଆଖି ଦେଖାଇଲେ ମମତା, ଆଳୁ ପରେ ଏବେ…
ଭୁବନେଶ୍ୱର,୬।୯: ପୁଣି ନାଲିଆଖି ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଆଳୁ ପରେ ଏବେ କୁକୁଡ଼ାକୁ ନେଇ ମମତା ବାନାର୍ଜୀଙ୍କ ହାକିମାତି ଦେଖିବାକୁ ମିଳିଛି । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ…
ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି, ବାପି ସର୍ଖେଲଙ୍କ ଏଭଳି ବୟାନଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା
ଭୁବନେଶ୍ୱର,୬।୯: ‘ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି’ ଏଭଳି କହିଛନ୍ତି ବିଜେଡି ନେତା ବାପି ସର୍ଖେଲ । କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଏମିତି ଅସନ୍ତୋଷ ଜନକ କଥା କହିଛନ୍ତି ବାପି । ସେ କହିଛନ୍ତି, ୨୦୨୪ ପରାଜୟ ପାଇଁ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ…
ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡିରୁ ବିଦା ହେଲେ ସୁଜିତ କୁମାର
ଭୁବନେଶ୍ୱର,୬।୯: ରାଜ୍ୟ ସଭାରୁ ଇସ୍ତଫା ଦେଲେ ବିଜେଡି ଏମ୍ପି ସୁଜିତ କୁମାର। ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ସେ ତାଙ୍କ ଇସ୍ତଫା ପତ୍ରପଠାଇଛନ୍ତି। ଇସ୍ତଫା ଦେବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ…
ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….
ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟେ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ବାର୍ତ୍ତାଳାପ କରୁଛନ୍ତି। ବିଳମ୍ବିତ…
ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…
ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ…
‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍ ଫ୍ରି ନମ୍ବରରେ କରନ୍ତୁ କଲ୍’
ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା…
Archives


