ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ
ବଡ଼ଗାଁ,୬ା୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜୁଛି। ଗତ ୨ ସପ୍ତାହ ମଧ୍ୟରେ ଫୁଲବାରି ପଞ୍ଚାୟତର ଛାମୁଣ୍ଡା ଓ ଇତମା ପଞ୍ଚାୟତର ନକଟୀ ଗ୍ରାମର ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ…
ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍ ଜବତ
ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି…
ଓଡ଼ିଶାରେ ପ୍ରଥମ: ଖୋଲିବ RIR ପାୱର୍ ଇଲୋଟ୍ରୋନିକ, ୫୦୦ ଜଣଙ୍କୁ ମିଳବ….
ଭୁବନେଶ୍ୱର,୬।୯: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରଆଇଆର ପାୱାର୍ ଇଲୋଟ୍ରୋନିକ ଖୋଲିବ । ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୂମିପୂଜନ କରିଛନ୍ତି । ପ୍ରଥମ…
ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ B.Ed ବୈଧ ଯୋଗ୍ୟତା ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୯: ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ନାତକୋତ୍ତର ଶିକ୍ଷା (B.Ed.) ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବୈଧ ଯୋଗ୍ୟତା ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଦୋହରାଇଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ଅତ୍ୟାବଶ୍ୟକ ଯୋଗ୍ୟତା…
କାନ୍ତ କବିଙ୍କୁ କଣ୍ଠ କବି ପଢ଼ିଥିବା ମଞ୍ଚ ପରିଚାଳିକାଙ୍କୁ ୩ ଦିନରେ ମିଳିଥିଲା ଏତିକି ଟଙ୍କା
ଭୁବନେଶ୍ୱର,୬।୯: ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ଆରମ୍ଭରେ ମଞ୍ଚ ପରିଚାଳନା କରୁଥିବା ପରିଚାଳିକା ସଂହିତା ପାଣି କାନ୍ତ କବି ଲକ୍ଷ୍ମୀକାନ୍ତ…
ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ
ଭବାନୀପାଟଣା/ଥୁଆମୂଳ ରାମପୁର,୬।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତୀ ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଳାହାଣ୍ଡି…
ମା’ଙ୍କ ଆଖି ଆଗରେ ପୁଅଙ୍କୁ ଗୁଳି ମାଡ଼
ଝାରସୁଗୁଡ଼ା,୬।୯: ନୂଆଁଖାଇ ପୂର୍ବରୁ ଅଶାନ୍ତ ହୋଇପଡିଛି ଝାରସୁଗୁଡ଼ା ସହର। ଦିନ ଦ୍ୱି ପ୍ରହରରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ଚମ୍ପଟ ମାରିଛନ୍ତି ଅଭିଯୁକ୍ତ। ଶୁକ୍ରବାର ମଧ୍ୟାହ୍ନରେ ଏପରି ଏକ ଘଟଣା ଘଟିଛି ଝାରସୁଗୁଡ଼ା ଶାନ୍ତିନଗର ଅଞ୍ଚଳରେ। ଗୁଳି ମାଡ଼ରେ…
ଲଘୁଚାପର ପ୍ରଭାବରେ ରାଜ୍ୟରେ ବୃଦ୍ଧି ପାଇବ ବର୍ଷା: ୨୧ଟି ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର,୬।୯: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ,ଲଘୁଚାପ ଘନୀଭୂତ ହୋଇ…
ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ
ଭୁବନେଶ୍ୱର,୬।୯: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ରଖିଛନ୍ତି। ରାଜ୍ୟରେ ପ୍ରାୟ ୧…
‘ମୁଁ ଆଗ ଇସ୍ତଫା ଦେଇଥିଲି ବହିଷ୍କାର ଶୁଣି ହସମାଡ଼ୁଛି’
ଭୁବନେଶ୍ୱର,୬।୯: ଭାଜପାରେ ମିଶିବା ପରେ ସୁଜିତ କୁମାର ପ୍ରତିକ୍ରିୟା ରଖିଛନ୍ତି। ବହିଷ୍କାର ନେଇ ସେ କହିଛନ୍ତି, ଇସ୍ତଫା ପରେ ବହିଷ୍କାର ହାସ୍ୟାସ୍ପଦ । ଆଗ ମୁଁ ବିଜେଡିରୁ ଇସ୍ତଫା ଦେଇଥିଲି। ଏ ସଂପର୍କରେ ମୋ ଇ-ମେଲ୍ରେ ପ୍ରମାଣ ରହିଛି। ଇସ୍ତଫା ଦେବା…
ସୁଜିତ୍ଙ୍କ ବିସ୍ଫୋରକ ବୟାନ: କହିଲେ ଦୁଇ ନେତାଙ୍କ ପାଇଁ…
ଭୁବନେଶ୍ୱର,୬ା୯: ଭାଜପାରେ ମିଶିବା ପରେ ସୁଜିତ୍ କୁମାର ବିସ୍ଫୋରକ ବୟାନ ଦେଇଛନ୍ତି। ସୁଜିତ୍ କହିଛନ୍ତି, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ…
ନବୀନ, ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ: ଝୋଟ ବ୍ୟାଗ୍ରେ ହୋଇଥିଲା….
ଭୁବନେଶ୍ୱର,୬।୯: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି । ଏ ନେଇ ଜଣେ ଆଇନଜୀବୀ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି…
Archives


