ମୁରବୀ ହୀନ ହୋଇଛି ୩ କାର୍ଯ୍ୟାଳୟ, ଖାଲି ପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ
ପୁରୁଷୋତ୍ତମପୁର,୧୪ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଟି କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପରିସରରେ ରହିଛି। ଏଠାରେ ଦୁଇ ଦୁଇଜଣ ବିଧାୟକ ରହିଥିବା ସତ୍ତ୍ୱେ ମୁରବୀ ହୀନ ହୋଇପଡ଼ିଛି କାର୍ଯ୍ୟାଳୟ। ଯାହାଦ୍ବାରା ଲୋକେ ସେମାନଙ୍କ ନିଜ ନିଜର କାର୍ଯ୍ୟ…
ସମ୍ବଲପୁରରୁ ଆସିଲା ଅଜବ ଖବର: ଆମାଜନରେ ଅର୍ଡର କରିଥିଲେ ଲାପଟପ୍ ବଦଳରେ ଆସିଲା ମାର୍ବଲ୍ ପଥର
ସମ୍ବଲପୁର,୧୪।୨: ଓଡିଶାର ସମ୍ବଲପୁରରେ ଜଣେ ଗ୍ରାହକ ୬୧ ହଜାର ଟଙ୍କା ଦେଇ ଆମାଜନରେ ଏକ ଲାପଟପ୍ ଅର୍ଡର କରିଥିଲେ। କିନ୍ତୁ, ଗତକାଲି ଯେତେବେଳେ ସେ ପ୍ୟାକେଟଟି ଖୋଲିଥିଲେ ସେତେବେଳେ ସେ ସେଥିରେ କେବଳ ମାର୍ବଲ୍ ପଥର ଖଣ୍ଡ ପାଇଥିଲେ। ରିପୋର୍ଟ ଅନୁଯାୟୀ,…
୩୫ ଡିଗ୍ରୀ ଉପରେ ୭ ସହର: ହାଲୁକା କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୪ା୨(ଅନୁରାଧା ମହାରଣା): ରାଜ୍ୟରେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବାବେଳେ ଗୁରୁବାର ଏଥିରେ ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ୫…
ଖୁବ୍ଶୀଘ୍ର ନୂଆ ଅବକାରୀ ନୀତି:ବିଷାକ୍ତ ମଦ କାରବାର ରୋକିବାକୁ ଗୁରୁତ୍ୱ
ଭୁବନେଶ୍ୱର,୧୪।୨ (ଅନୁରାଧା ମହାରଣା):ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ଖୁବ୍ଶୀଘ୍ର ପ୍ରସ୍ତୁତ ହେବ। ଏନେଇ ଫର୍ଚ୍ୟୁନ୍ ଟାଓ୍ବାରସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
୫ ବର୍ଷରେ ୧.୫ ଲକ୍ଷ ସରକାରୀ ଚାକିରି ଦେବେ ମୋହନ ସରକାର
ଭୁବନେଶ୍ୱର,୧୪ା୨(ବନ୍ଦନା ସେଠୀ):ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ବିଧାନସଭା ପରିସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ବାଚସ୍ପତି ସୁରମା ପାଢ଼ୀଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ରାଜ୍ୟପାଳ ବିଧାନସଭା ଗୃହରେ ‘ଜୟ ଜଗନ୍ନାଥ’ କହି…
ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ ଯୁବକ
ଜି.ଉଦୟଗିରି,୧୩ା୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା (୧୩)ଙ୍କ ସହ ଶାରୀରିକ ସମ୍ପର୍କ ରଖି ଧରାପଡିବା ପରେ ଜଣେ ଯୁବକ ଜେଲ୍ ଯାଇଛନ୍ତି। ଖବରରୁ ଜଣାପଡିଛି, ଯୁବକ ଜଣକ ସମ୍ପୃକ୍ତା…
କଲେଜରେ ଛୁରାମାଡ଼, ଅଭିଯୁକ୍ତ ଛାତ୍ର ଗିରଫ
ଖଲ୍ଲିକୋଟ,୧୩ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ (ଆର୍ସିଏମ୍) କଲେଜରେ ଛୁରାମାଡ଼ କରିଥିବା ଛାତ୍ର ମେଘନାଦ ପାହାନ (୨୨)ଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମର ମେଘନାଦ ଆର୍ସିଏମ୍ କଲେଜରେ ଯୁକ୍ତ ୩…
ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ
ପାରଳାଖେମୁଣ୍ଡି,୧୩ା୨(ଗିରିଧାରୀ ପରିଛା): ଗଜପତି ଜିଲାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପରେ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଜିଲାପାଳ ବିଜୟ କୁମାର ସାହୁ ତାଙ୍କ ଚିଠି ନଂ. ୫୬୨/୨୫ରେ ତାଙ୍କୁ ବୁଧବାର ନିଲମ୍ବନ କରିଥିବା…
ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଅପହରଣ କରି ବଳାତ୍କାର
ରାଉରକେଲା,୧୩।୨(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ବଜାର କରି ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଅପହରଣ କରି ଏକ ନିକାଞ୍ଚନ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ…
ସୁରଙ୍କ ଉପରୁ ଉଠିବ ନିଲମ୍ବନ! ଚର୍ଚ୍ଚା ମଧ୍ୟରେ ସୁର କହିଲେ ଏମିତି ହେଲେ ମୁଁ…
ଭୁବନେଶ୍ୱର,୧୩।୨: କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ । ଏହାକୁ ନେଇ ସୁର ତାଙ୍କ…
ପୋଲିସ ବାରାକ୍ରେ ଚାଲିଗଲା କନ୍ଷ୍ଟେବଲଙ୍କ ଜୀବନ
ବିନିକା,୧୩ା୨(ରାମ ଗୋପାଳ ବାଘ); ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ ବାରାକ୍ରେ ଜଣେ କନ୍ଷ୍ଟେବଲଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ହେଲେ ସୋନପୁର ରିଜର୍ଭ ପୋଲିସ କନ୍ଷ୍ଟେବଲ ଦିଲୀପ କୁମାର ମିଶ୍ର(୫୦)। ବିନିକା ଲୋକ ମହୋତ୍ସବ ପାଇଁ ସେ ଗତ ୧୧ତାରିଖରୁ…
ବିନା ଅନୁମତିରେ ଛୁଟି ରହିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ଶିକ୍ଷକ
ନବରଙ୍ଗପୁର,୧୩।୨(ସଦାଶିବ ପ୍ରହରାଜ): ସରକାରୀ ନିଯୁକ୍ତି ଆଇନ ଓ ବ୍ୟବସ୍ଥାକୁ ଅଣଦେଖା। ଚାକିରୀରେ ଥାଇ ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ଛୁଟିରେ ରହିବା ସହ ନିୟମିତ ବିଏଡ୍ ପଢୁଛନ୍ତି। ଏକ ବର୍ଷରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ। ଫଳରେ ପିଲାଙ୍କ ଶିକ୍ଷା ଅଧିକାର…

