ରାଜ୍ୟ

ବଡ଼ଖବର: କାଲିଠୁ ଏମାନଙ୍କୁ ମିଳିବନି ରାଶନ

ଭୁବନେଶ୍ୱର, ୧୪।୨: ରାଶନ କାର୍ଡ ଧାରକଙ୍କ ପାଇଁ ବଡଖବର। ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ। ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ। ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ…

ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ନକରିବାରୁ ଅସନ୍ତୋଷ ପ୍ରକାଶ କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୧୪।୨: ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ ନକରିବାରୁ ଓଡ଼ିଶା ହାଇକୋର୍ଟ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଗୌରୀଶଙ୍କର ଶତପଥୀ ଏକ ଫ୍ୟାମିଲି କୋର୍ଟ ଏହି ନିର୍ଦ୍ଦେଶାବଳୀ ପାଳନ…

ଓଡ଼ିଶାର ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ନାହିଁ ପୃଥକ ଶୌଚାଳୟ

ଭୁବନେଶ୍ୱର: ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ…

କଂଗ୍ରେସକୁ ଫେରିବେ ନା ନାହିଁ ସୁର ରାଉତରାୟ, ବିସ୍ଫୋରକ ବୟାନ ଦେଲେ ଭକ୍ତ ଚରଣ ଦାସ, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୪।୨: କଳାହାଣ୍ଡିରେ ନୂଆ ପିସିସି ସଭାପତି ଭକ୍ତ ଦାସ ସୂଚନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଲମ୍ବନ ହୋଇଥିବା ପୁରୁଖା ନେତାଙ୍କୁ ଅଣାଯିବ। ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା। ସୁର ରାଉତରାୟ ଜଣେ ଅଭିଜ୍ଞ ଓ ଦଳର ଶକ୍ତ…

୧୯ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର,୧୪।୨: ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ…

ଓଡ଼ିଶାରେ ଭୁଷୁଡ଼ିଲାଣି ଶିକ୍ଷା ବ୍ୟବସ୍ଥା: ଫେଡ଼ାଣ ଜାଣି ନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା

ଭୁବନେଶ୍ୱର,୧୪ା୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ ପଛରେ ପଡ଼ିଛନ୍ତି। ତେବେ ଏହି ସଂଖ୍ୟା ପ୍ରତିବର୍ଷ ବଢିଚାଲିଛିବରୁ ଏହା ଚିନ୍ତାଜନକ ବୋଲି…

ଉଭଣୀକୁ ମାରି ଟାଙ୍ଗିଦେଲେ ଶାଶୁ ଘର ଲୋକେ: ଅଭିଯୋଗ ଆଣିଲେ ଭାଇ

ତିହିଡି,୧୪।୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧୀନ ଦହପାଣିଆ ଗ୍ରାମରେ ସୁମିତ୍ରା ଦାସ(୨୭) ନାମ୍ନୀ ଜଣେ ମହିଳାଙ୍କୁ ମାରି ଟଙ୍ଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି l ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।…

ଲାଞ୍ଚ ନେଉଥିଲେ ମହିଳା କିରାଣି, ଧରିଲା ଭିଜିଲାନ୍ସ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ଲାଞ୍ଚ ନେବା ବେଳେ ମହିଳା କନିଷ୍ଠ କିରାଣିଙ୍କୁ ଧରିଛି ଭିଜିଲାନ୍ସ। ଦେବଗଡ଼ ମହାବିଦ୍ୟାଳୟ କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନ ଗିରଫ। ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ଚଢ଼ାଉ…

୫ ମାସର ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲେ ମା’, କହିଲେ ଆଶ୍ଚର୍ଯ୍ୟଜନକ କଥା…

ବାରିପଦା,୧୪ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ୫ ମାସର ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅତ୍ୟନ୍ତ ଗରିବ…

ଭାଜପା କୋର୍‌ କମିଟି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨: ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍‌ କମିଟି ବୈଠକ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଛନ୍ତି। ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ଯୋଗଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି…

ଗଞ୍ଜାମ ଜିଲା ପ୍ରଶାସନ ସହ ଏମ୍‌ଓୟୁ ସ୍ବାକ୍ଷର କଲା ଆଇଆର୍‌ଇଏଲ୍‌

ଛତ୍ରପୁର,୧୪ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ମିଠା ହେବ ସମୁଦ୍ର ପାଣି। ଏହି ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ସହ ଶୁକ୍ରବାର ଆଇଆର୍‌ଇଏଲ୍‌ର ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ୱାରା ସମୁଦ୍ରର ପାଣିକୁ ମଧୁର ଜଳ ଭାବେ ଗଞ୍ଜାମବାସୀ ବ୍ୟବହାର…

ଆସ୍ଥା ଭୋଟ୍‌ରେ ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା, ନୂତନ ଅଧ୍ୟକ୍ଷା ହେଲେ…

ପାଟଣା,୧୪ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଗତ ଜାନୁଆରୀ ୪ରେ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ବ୍ଲକ ସଭାଗୃହରେ ମତଦାନ ହୋଇଥିଲା। ମୋଟ୍‌ ୩୪ଜଣ ସଭ୍ୟାସଭ୍ୟ ମତଦାନ କରିଥିଲେ। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?