ରାଜ୍ୟ

ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର

ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା। ନିର୍ବାଚନ ଦୌଡ଼ରେ ପରିବାର ସଦସ୍ୟଙ୍କୁ ଥଇଥାନ ଲାଗି ଚାଲିଛି ଛକାପଞ୍ଝା। ରାଜନୀତିର ଜଣେ...

କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ ଚିନ୍ତାରେ ରହିଥିଲେ। ଶୁକ୍ରବାର ମେଣ୍ଟ ଆଲୋଚନାରେ ବିରାମ ଲାଗିବା ପରେ ଏବେ ଦୁଇ...

ଡରାଇଲାଣି ତାତି, ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର,୨୪।୩(ଅନିଲ ଦାସ): କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗତ ୨୦ ତାରିଖରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୧ରୁ ୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିବା ବେଳେ ଗତ ୩ ଦିନ ମଧ୍ୟରେ ଏହା ୧୦ରୁ...

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ଆକ୍ରାନ୍ତ ମୃତ

ସମ୍ବଲପୁର,୨୪ା୩ (ପ୍ରମୋଦ ବହିଦାର): ସମ୍ବଲପୁରର ଶିଳ୍ପନଗରୀ ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୩ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ରୋଗୀଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି। ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ବିଶେଷ...

ସମ୍ବଲପୁର-ପୁରୀ-ଭୁବନେଶ୍ୱର ପାଇଁ ପ୍ରାର୍ଥୀ ଫାଇନାଲ କଲା ଭାଜପା! ଜାଣନ୍ତୁ ୩ ସମ୍ଭାବ୍ୟ ପ୍ରାର୍ଥୀ କିଏ…

ଭୁବନେଶ୍ୱର,୨୪।୩: ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। ଏହାକୁ ନେଇ ଦିଲ୍ଲୀରେ ରାଜ୍ୟ ଭାଜପା ନେତାଙ୍କୁ ନେଇ ଘନଘନ ବୈଠକ ବସୁଛି। ଏହି...

ବିଏସ୍‌ଇଟି ସୋସାଇଟି ସଭାପତି ପଦ ଛାଡ଼ିଲେ ପ୍ରୟାସକାନ୍ତି

ଭଦ୍ରକ,୨୪।୩(ସନାତନ ରାଉତ): ଦୀର୍ଘଦିନ ଧରି ବିବାଦରେ ଥିବା ଭଦ୍ରକ ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଟେକ୍ନୋଲୋଜି (ବିଏସ୍‌ଇଟି) ସୋସାଇଟି ସଭାପତି ପଦରୁ ପ୍ରୟାସକାନ୍ତି ସାମଲ ଶନିବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ଏନେଇ ଏକ ଖବରଦାତା ସମ୍ମିଳନୀରେ ତାଙ୍କର ଇସ୍ତଫା ଘୋଷଣା...

ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ମା’ବାପା ଛେଉଣ୍ଡ ଦୁଇ ନାବାଳଙ୍କ ନାମରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବରଗଡ଼ ଶାଖା ପକ୍ଷରୁ ପିତାଙ୍କ ନାମରେ ଥିବା ଋଣ ଶୁଝିବାକୁ ସମନ ଜାରି କରାଯାଇଛି। ଏ ନେଇ ନାବାଳକ ଦ୍ୱୟ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ଜାତୀୟ...

ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡ଼ିଲେ ସବ୍‌-ଇନ୍ସପେକ୍ଟର

ଭୁବନେଶ୍ୱର,୨୩ା୩: ଲାଞ୍ଚ ନେଇ ଶହୀଦନଗର ଥାନାର ସବ୍‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ  ଶନିବାର  ଗିରଫ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ଜବତ କରିଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଡିଏଲ୍‌...

Video: ଶେଷ କିଷାନଙ୍କ ଜୀବନୀ ଉପରେ ତିଆରି ହେବ ଫିଲ୍ମ

ଭୁବନେଶ୍ୱର,୨୩।୩: ଯୁବ ବୈଜ୍ଞାନିକ ଡ. ଶେଷ କିଷାନଙ୍କ ଯିବନି ଉପରେ ନିର୍ମାଣ ହେବ ଫିଲ୍ମ। ଶେଷ’ ଉତ୍କଟ ଦାରିଦ୍ରତାର ଶେଷ ସୀମାରୁ ସଂଘର୍ଷ କରି କିପରି ସଫଳ ହୋଇ ପାରିଛନ୍ତି ତାହା ଏହି ସିନେମାରେ ଦର୍ଶକେ ଦେଖିବାକୁ ପାଇବେ। ଫିଲ୍ମର...

ଏପ୍ରିଲ ପ୍ରଥମ ସପ୍ତାହରେ ଆସିପାରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୩।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ କରିପାରେ। ରିପୋର୍ଟ ଅନୁଯାୟୀ ନବୀନ ନିବାସରେ ଆଗାମୀ ନିର୍ବାଚନରେ ବଡ଼ ଲଢେଇ ପାଇଁ ପ୍ରସ୍ତୁତି ଚାଲିଛି। ଏହାରି...

ମେଣ୍ଟ ନ ହେବା ଯେତିକି ଉତ୍ସାହ ସେତିକି ଚିନ୍ତାଜନକ

କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି-ଭାଜପା ମେଣ୍ଟ ହେବ ନାହିଁ ବୋଲି ଏ କଥା ଉଭୟ ଦଳର ନେତା ନିଜ ନିଜ ଟ୍ବିଟରରେ ସିଧାସଳଖ ନ କହି ପରୋକ୍ଷ ଭାବରେ ସଫା କରି କହିଦେଲେ। ଏବେ କହୁଛନ୍ତି, ମେଣ୍ଟ କଥା ଆମେ...

‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’: ବ୍ୟବସାୟରେ ସ୍ବଚ୍ଛତା ଗୁରୁତ୍ୱ ବହନ କରେ

ଭୁବନେଶ୍ୱର,୨୩।୩(ଅସମାପିକା ସାହୁ): ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri