ଟସ୍ ଜିତିଲା ବାଂଲାଦେଶ, ବ୍ୟାଟିଂ ନିଷ୍ପତ୍ତି…
ଢାକା,୭।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଗୋଟିଏ ୱିକେଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ ଏହି...
ରଣଜୀ ଟ୍ରଫିରେ ପ୍ରଥମ ଥର ମହିଳା ଅମ୍ପାୟର
ନୂଆଦିଲ୍ଲୀ, ୭।୧୨ (ପି.ଟି.): ରଣଜୀ ଟ୍ରଫିରେ ମହିଳା ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଲାଗି ସୁଯୋଗ ଦିଆଯିବ। ସେମାନେ ହେଲେ ବ୍ରିନ୍ଦା ରାଠି, ଜନନୀ ନାରାୟଣ ଓ ଗାୟତ୍ରୀ ଭେନୁଗୋପାଳ। ତେବେ ଖେଳାଳିମାନଙ୍କ ଆକ୍ରମଣାତ୍ମକ ଅପିଲକୁ ହାତେଇବା ସେମାନଙ୍କ ପାଇଁ ବଡ଼...
ନାଚିଲେ ବ୍ରାଜିଲ ଖେଳାଳି
ଦୋହା,୭।୧୨(ପି.ଟି.): କ୍ୱାର୍ଟର ଫାଇନାଲ ପ୍ରବେଶ ପରେ ବ୍ରାଜିଲ ଦଳର ଖେଳାଳି ମାନେ ନାଚିଥିଲେ। ଟୁର୍ନାମେଣ୍ଟ ପୂର୍ବରୁ ପ୍ରତି ଗୋଲ ପାଇଁ ଭିନ୍ନ ସେଲିବ୍ରେଶନର ପ୍ରତିଶ୍ରୁତି ଦେଇଥିବା ବ୍ରାଜିଲ ଦଳ ଏହାକୁ ପାଳନ କରି ଆସିଛି। ଦକ୍ଷିଣ କୋରିଆ ବିପକ୍ଷ ବୃହତ...
ଅଡୁଆରେ ସାମୁଏଲ୍ ଇଟୋ
ଦୋହା, ୭।୧୨(ଏପି): କାମେରୁନ୍ ଫୁଟ୍ବଲ ମହାସଂଘ ସଭାପତି ତଥା ପୂର୍ବତନ ଷ୍ଟାର ଖେଳାଳି ସାମୁଏଲ ଇଟୋ ଅଡୁଆରେ ପଡ଼ିଯାଇଛନ୍ତି। ସୋମବାର ରାତିରେ ଦକ୍ଷିଣ କୋରିଆ ବିପକ୍ଷରେ ବ୍ରାଜିଲର ୪-୧ ଗୋଲ ବିଜୟ ମ୍ୟାଚ ପରେ ଷ୍ଟାଡିୟମ ୯୭୪ ବାହାରେ ପ୍ରଶଂସକଙ୍କ...
ନାଇଟ୍ ଅଫ୍ ଦି ବ୍ରାଜିଲ ଶୋ’
ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା। ଦକ୍ଷିଣ କୋରିଆର ଦୁର୍ବଳ ରଣନୀତି ବ୍ରାଜିଲକୁ ସହଜ ବିଜୟ ଦେଲା। ଏହା ଏକ...
ରାମୋସଙ୍କ ହ୍ୟାଟ୍ରିକ୍: କ୍ୱାର୍ଟରରେ ପର୍ତ୍ତୁଗାଲ
ଦୋହା,୭।୧୨: ଫରଓ୍ବାର୍ଡ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ୍ ବଳରେ ଆତ୍ମବିଶ୍ୱାସ ଭରା ବିଜୟ ସହିତ କ୍ୱାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା ରାଉଣ୍ଡ ଅଫ୍ ୧୬ର ଅନ୍ତିମ ମ୍ୟାଚରେ ରାମୋସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ...
ଇତିହାସ ରଚିଲେ ମୀରାବାଇ ଚାନୁ: ଭାରତ ପାଇଁ ଆଣିଲେ ରୌପ୍ୟ ପଦକ
କଲମ୍ବିଆ,୭।୧୨: ବିଶ୍ୱ ଚାମ୍ପିଅନସିପ୍ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ। କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି। ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର...
ସ୍ପେନ୍କୁ ବିଦାକଲା ମରକ୍କୋ
ଅଲ୍ ରାୟାନ (କାତାର), ୭।୧୨: ଚଳିତ ଫିଫା ବିଶ୍ୱକପରେ ସବୁଠାରୁ ବଡ଼ ବିସ୍ମୟ ସୃଷ୍ଟି କରିଛି ମରକ୍କୋ। ୨୦୧୦ର ଚାମ୍ପିୟନ ସ୍ପେନ୍କୁ ପେନାଲ୍ଟି ଶୁଟ୍ ଆଉଟ୍ ୩-୦ ଗୋଲରେ ହରାଇ ଇତିହାସ ସୃଷ୍ଟି କରିଛି। ପ୍ରଥମଥରପାଇଁ ଫୁଟବଲ ବିଶ୍ୱକପର କ୍ୱାର୍ଟର...
ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏସବୁ ନେଇ ଲାଇମଲାଇଟ୍ରେ...
ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆରେ ବୁଧବାର ଖେଳାଯିବ ପ୍ରଥମ ମ୍ୟାଚ୍ ପରାଜୟ ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ସିରିଜର...
ଧୋନୀ ନା ନେହେରା…. ଟି୨୦ ଟିମ୍ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍ ଇଣ୍ଡିଆ କୋଚ୍?
ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ ଅଧିନାୟକ ଏବଂ କୋଚ୍ ନିଯୁକ୍ତ କରିବ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ରାହୁଲ...
କ୍ରିକେଟରେ ଚମକିବାକୁ ପ୍ରସ୍ତୁତ ସେହ୍ବାଗଙ୍କ ପୁଅ, ଏହି ଟିମ୍ରେ ହେଲା ଚୟନ
ନୂଆଦିଲ୍ଲୀ,୬।୧୨: ନିଜ ସମୟରେ ଓପନର୍ ଭାବେ ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ। ତାଙ୍କୁ ବୋଲିଂ କରିବା ବେଳେ ବିରୋଧୀ ଟିମ୍ ବୋଲର୍ମାନେ ଚିନ୍ତାରେ ପଡ଼ିଯାଉଥିଲେ। ଏହି ଦିନକୁ ଅନେକ ବର୍ଷ ବିତିଗଲାଣି। ଅପରପକ୍ଷେ...
Archives


