ସ୍ପୋର୍ଟସ୍ ଓଡ଼ିଶାର ଚତୁର୍ଥ ବିଜୟ
ଅହମଦାବାଦ, ୧୦।୫: ଇଣ୍ଡିଆନ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ସ୍ପୋର୍ଟସ୍ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୨-୧ ଗୋଲରେ ଇଷ୍ଟବେଙ୍ଗଲ ଏଫ୍ସିକୁ ପରାସ୍ତ କରିଛି। ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। କଡ଼ା ଟକ୍କର ସତ୍ତ୍ୱେ…
କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଚେସ୍
ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ୍ ଓ କେନ୍ଦ୍ରାପଡା ଜିଲା ଚେସ୍ ଆସୋସିଏଶନ୍ ଆନୁକୂଲ୍ୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନଧରି ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା କେନ୍ଦ୍ରାପଡାରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ସେଠାରେ ଚେସ୍…
ନୀତୀଶ ରାଣାଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଇଡେନ୍ଗାର୍ଡେନ୍ସରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର) ଅଧିନାୟକ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଲିଗ୍…
ସାହାଣୀ କପ୍: ଝାରସୁଗୁଡ଼ା ୩, ବୌଦ୍ଧ ୨
ଭୁବନେଶ୍ୱର, ୧୦।୫ (କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍ବଲ ଚାମ୍ପିୟନଶିପ୍ ସାହାଣୀ କପ୍ର ୨ଟି କ୍ୱାର୍ଟର ଫାଇନାଲ ଲିଗ୍ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ବିଜୟୀ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି ଗୋଲଶୂନ୍ୟ…
ପଞ୍ଜାବ ୧୦-୧ରେ ବିଜୟୀ
ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ମଧ୍ୟରେ ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼ ଓ ତେଲଙ୍ଗାନା ଦଳ ବିଜୟ ହାସଲ କରିଛି। ଦିବସର…
ଗିରୋ ଡି’ ଇଟାଲିଆ
ଗିରୋ ଡି’ ଇଟାଲିଆ ସାଇକେଲ ରେସ୍ର ୧୦୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଛି। ତିନି ସପ୍ତାହ ବିଶିଷ୍ଟ ଏହି ଗ୍ରାଣ୍ଡ ଟୁର୍ ସାଇକେଲ ରେସ୍ ଗତ ୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର…
୬ ୱିକେଟରେ ଜିତିଲା ଏମଆଇ…
ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୧୬.୩ ଓଭରରେ ୪ ୱିକେଟ ହରାଇ ୨୦୦ ରନ…
ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ…
ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ମଧ୍ୟରେ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ…
ଟସ ଜିତିଲା ଏମଆଇ, ପ୍ରଥମେ ବୋଲିଂ…
ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ମଧ୍ୟରେ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ ଶର୍ମାଙ୍କ…
ଆରସିବି ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ଝଟକା: ଆଇପିଏଲରୁ ବାଦ୍ ପଡିଲେ ଜୋଫ୍ରା ଆର୍ଚର
ନୂଆଦିଲ୍ଲୀ,୯।୫: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଗ୍ରଣୀ ବୋଲର ଜୋଫ୍ରା ଆର୍ଚର ଆଇପିଏଲ ୨୦୨୩ରୁ ବାଦ୍ ପଡିଛନ୍ତି। ତେବେ ତାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ…
ଆଇପିଏଲ ୫୪ ତମ ମ୍ୟାଚ: ଆଜି ମୁମ୍ବାଇ-ବାଙ୍ଗାଲୋର ଲଢେଇ
ମୁମ୍ବାଇ,୯।୫: ଆଇପିଏଲର ୫୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ଏହି ମ୍ୟାଚ ମୁମ୍ବାଇର ଓ୍ବାଖେଡେ ଷ୍ଡାଡିୟମରେ ସା ୭.୩୦ରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଏ ପର୍ଯ୍ୟନ୍ତ ୧୦-୧୦ ମ୍ୟାଚ ଖେଳି ୫-୫ ଜିତିଛନ୍ତି।…
ଶେଷ ବଲରେ ଚୌକା ମାରି ମ୍ୟାଚ୍ ଜିତାଇଲେ ରିଙ୍କୁ ସିଂ
କୋଲକାତା,୯।୫: ରିଙ୍କୁ ସିଂ ମ୍ୟାଚ୍ର ଶେଷ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଛନ୍ତି। ଆଇପିଏଲ୍ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଦେଇଛି କୋଲାକାତା ନାଇଟ୍ ରାଇଡର୍ସ(କେକେଆର୍)। ଏହି ବିଜୟ ସହ କୋଲକାତା ୧୦ ପଏଣ୍ଟ ପାଇ…

