ଖେଳ

ରାଜସ୍ଥାନକୁ ୧୫୦ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

କୋଲକାତା,୧୧।୫: ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ କେକେଆର ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିଛି। ଫଳରେ ଆରଆର ପାଇଁ…

ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

କୋଲକାତା,୧୧।୫: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ଆଇପିଏଲର ୫୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌…

ବାପା ହେବେ ଆରସିବିର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୫: ଆଇପିଏଲରେ ଆରସିବି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏନେଇ ସ୍ତ୍ରୀ ବିନି ରମଣ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶେୟାର କରି କହିଛନ୍ତି, ମୁଁ ଏବଂ ଗ୍ଲେନ ମ୍ୟାକ୍ସୱେଲ ନୂତନ ଶିଶୁର ଆଗମନ ଘୋଷଣା କରି…

କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କଲେ ରେସ୍‌ଲର

ନୂଆଦିଳ୍ଲୀ,୧୧ା୫: ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍‌ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଧାରଣାରେ ବସିଥିବା ରେସ୍‌ଲରମାନେ କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କରିବା ସହ ଏହାକୁ କଳାଦିବସ…

ନୀତୀଶଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି ଶାହାରୁଖ, କେକେଆର ଅଧିନାୟକ ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୧।୫: ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ନୀତୀଶ ରାଣା ଆଇପିଏଲ ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଧିନାୟକତ୍ୱ ଭାର ସମ୍ଭାଳିଛନ୍ତି। ଆୟରଙ୍କ ପିଠିରେ ଆଘାତ ହେତୁ ଆଇପିଏଲ ୧୬ରେ ଖେଳିପାରିନାହାନ୍ତି। ତେବେ ନୀତୀଶ ରାଣାଙ୍କ ଅଧିନାୟକତ୍ୱରେ କେକେଆର ଏ ପର୍ଯ୍ୟନ୍ତ ୧୧…

ଧୋନିଙ୍କୁ ଏବେ ଆଇପିଏଲରୁ ଅବସର ନେବା ଉଚିତ୍‌: କପିଲ ଦେବ

ନୂଆଦିଲ୍ଲୀ,୧୧।୫: ଆଇପିଏଲର ଏହି ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱର ଯାଦୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ୧୨ଟି ମ୍ୟାଚରେ ୭ ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ…

ମ୍ୟାଚ୍‌ ଜିତି ବି ଦୁଃଖ କଲେ ଜାଡେଜା, କହିଲେ ଏମିତି…

ନୂଆଦିଲ୍ଲୀ,୧୧ା୫: ବୁଧବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୨୭ ରନ୍‌ରେ ପରାସ୍ତ କରିଥିଲା। ତେବେ ଚେନ୍ନାଇ ସୁପରକିଙ୍ଗ୍ସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି, ଗ୍ରାଉଣ୍ଡରେ ଉପସ୍ଥିତ ଅଧିନାୟକ ଏମ୍‌ଏସ୍‌ ଧୋନୀ…

ଇଡେନରେ ଆରଆର-କେକେଆର ମୁହାଁମୁହିଁ, ଉଭୟଙ୍କ ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୫ : ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେହିପରି ଷଷ୍ଠ…

ପେଣ୍ଟ୍ରେ ଜିତିଲେ ଚତୁର୍ଥ ଷ୍ଟେଜ୍‌

ରୋମ୍‌, ୧୧।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ଚତୁର୍ଥ ଷ୍ଟେଜ୍‌ ବିଜେତା ହୋଇଛନ୍ତି ଫ୍ରାନ୍ସର ଓରେଲେନ ପରେଟ-ପେଣ୍ଟ୍ରେ। ଚତୁର୍ଥ (ଇଣ୍ଟରମିଡିଏଟ୍‌) ଷ୍ଟେଜ୍‌ ଭେନୋସାଠାରୁ ଲାଗୋ ଲାସେନୋ ପର୍ଯ୍ୟନ୍ତ ୧୭୨ କିଲୋମିଟର ବିଶିଷ୍ଟ ଥିଲା। ଏହାକୁ ଏଜି୨ଆର ସିଟ୍ରୋନ୍‌ ଟିମ୍‌ର ପେଣ୍ଟ୍ରେ…

ସ୍ବର୍ଣ୍ଣ ବିଜୟିନୀ ଶ୍ୱେତାରାଣୀଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୧ା୫(ସ୍ପୋଟର୍‌ସ ବ୍ୟୁରୋ): ରୁଷିଆରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର ଓ୍ବାଲର୍‌ଡ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶ୍ୱେତାରାଣୀ ମହାନ୍ତ। ୩ରୁ ୮ ମେ ମଧ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ୪୮ କିଗ୍ରା ସାଣ୍ଡା ବର୍ଗରେ ସେ ସ୍ବର୍ଣ୍ଣ…

ଓଡ଼ିଶାର ୪ ଖେଳାଳି ସାମିଲ

ନୂଆଦିଲ୍ଲୀ, ୧୧।୫ : ଆସନ୍ତା ଜୁନ୍‌ ୨ରୁ ଜାପାନର କାକାମିଗାହରାଠାରେ ଏସିଆ କପ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଗୋଲକିପର…

ଦୀପକ, ହୁସାମୁଦ୍ଦିନ, ନିଶାନ୍ତ ପଦକ ନିଶ୍ଚିତ କଲେ

ତାସକେଣ୍ଟ, ୧୧।୫ (ପି.ଟି.): ବକ୍ସର ଦୀପକ ଭୋରିଆ (୫୧ କେଜି), ମହମ୍ମଦ ହୁସାମୁଦିନ (୫୭ କେଜି) ଓ ନିଶାନ୍ତ ଦେବ (୭୧ କେଜି) ଚଳିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। କୌଣସି ଏକ ବିଶ୍ୱବକ୍ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?