ମହିଳା ପ୍ରିମିୟର ଲିଗ୍ : ବ୍ୟାଟିଂ ନିଷ୍ପତ୍ତି ନେଲା ଆରସିବି
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ମ୍ୟାଚରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଛି। ତେବେ ମ୍ୟାଚ୍ରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଆରସିବି। ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଗୁଜୁରାଟକୁ ୧୪୩ ରନରେ ପରାଜିତ…
ଧୋନିଙ୍କ ପରେ ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଜାଡେଜା, ଶେୟାର କଲେ ନିଜ ପ୍ରଥମ ଫିଲ୍ମର ପୋଷ୍ଟର
ନୂଆଦିଲ୍ଲୀ,୬।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ବର୍ତ୍ତମାନ କ୍ରିକେଟର ରବିନ୍ଦ୍ର ଜାଡେଜା ମଧ୍ୟ ଚଳଚ୍ଚିତ୍ର ଜଗତରେ ପାଦ ଦେଇଛନ୍ତି। ରବିନ୍ଦ୍ର ଜାଡେଜା ତାଙ୍କ ସ୍ତ୍ରୀ ରିବାବାଙ୍କ ସହ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏନେଇ ରବିନ୍ଦ୍ର ଜାଡେଜା…
ଅନ୍ତିମ ଟେଷ୍ଟରେ ସ୍ମିଥ୍ ଅଧିନାୟକ
ଅହମଦାବାଦ,୬ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଷ୍ଟିଭ୍ ସ୍ମିଥ୍ ଅଧିନାୟକ ରହିବା ନେଇ ଅଷ୍ଟ୍ରେଲିଆ କ୍ରିକେଟ ସୋମବାର କୁହାଯାଇଛି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦ୍ୱିତୀୟ ଟେଷ୍ଟ…
ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍
ଇସଲାମାବାଦ୍,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍ ସରକାର ଋଣ ପାଇଁ ଅନ୍ୟ ଦେଶମାନଙ୍କ ନିକଟରେ ନିବେଦନ କରୁଛନ୍ତି। ଦୁର୍ଭାଗ୍ୟବଶତଃ, ଅର୍ଥନୈତିକ ଦୁଃଖ ମଧ୍ୟରେ ମଧ୍ୟ…
ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୬।୩: ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲୀୟ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଦଳକୁ ଫେରିବେ ନାହିଁ। କମିନ୍ସ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରେ…
ଧୋନୀଙ୍କ ନାଁ ବ୍ୟାଟ୍ରେ ଲେଖି ପଡ଼ିଆକୁ ଓହ୍ଲାଇଲେ ଏହି ମହିଳା କ୍ରିକେଟ୍ର: ଜାଣନ୍ତୁ କାରଣ
ମୁମ୍ବାଇ,୬।୩: ମହିଳା ପ୍ରିମିୟର ଲିଗରେ ଏକ ରୋମାଞ୍ଚକର ମ୍ୟାଚରେ ୟୁପି ୱାରିୟର୍ସ ଗୁଜରାଟ ଜିଆଣ୍ଟସକୁ ତିନି ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ୟୁପିର ଗ୍ରେସ ହାରିସ ୨୬ ବଲରେ ୫୯ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଏହି ବିଜୟର…
କୋହଲିଙ୍କ ସହ ତୁଳନା ହେବାରୁ ଏମିତି କହିଲେ ମନ୍ଧାନା
ନୂଆଦିଲ୍ଲୀ,୬।୩: ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଅଛନ୍ତି ଭାରତର ତାରକା କ୍ରିକେଟର୍ ସ୍ମୃତି ମନ୍ଧାନାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି। ଏନେଇ ସେ କହିଛନ୍ତି, କୋହଲିଙ୍କ ସହ ତୁଳନାକୁ ମୁଁ ଆଦୌ ପସନ୍ଦ କରେ ନାହିଁ।…
ଆଜିଠୁ ବକ୍ସ ଅଫିସରେ ଟିକେଟ ବିକ୍ରି
ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ, ଅଷ୍ଟ୍ରେଲିଆ ଓ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ନେଇ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ମ୍ୟାଚ ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବକ୍ସ ଅଫିସ ଟିକେଟ…
ଅନ୍ତିମ ମ୍ୟାଚ ଖେଳିଲେ ସାନିଆ
ହାଇଦ୍ରାବାଦ, ୬ା୩ (ପି.ଟି.): ଭାରତୀୟ ଟେନିସ କିମ୍ବଦନ୍ତୀ ସାନିଆ ମିର୍ଜା ରବିବାର ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ରବିବାର ଖେଳିଛନ୍ତ, ଯେଉଁଠାରେ ସେ ଆରମ୍ଭ କରିଥିଲେ। ସ୍ଥାନୀୟ ଲାଲବାହାଦୁର ଷ୍ଟାଡିୟମରେ ସେ ରୋହନ ବୋପାନ୍ନା, ଯୁବରାଜ ସିଂ ଓ ତାଙ୍କ ବାନ୍ଧାବୀ…
ମହାରାଷ୍ଟ୍ର ଦଳଗତ ଚାମ୍ପିୟନ
ଭୁବନେଶ୍ୱର, ୬।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କିଟ୍ ଷ୍ଟାଡିୟମରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ସର୍ବଭାରତୀୟ ଆଥଲେଟିକ୍ ଓ ଇନ୍ଡୋର କ୍ରୀଡ଼ା ଉଦ୍ଯାପିତ ହୋଇଯାଇଛି। ଏଥିରେ ମହାରାଷ୍ଟ୍ର ଦଳଗତ ଚାମ୍ପିୟନ ହୋଇଥିବାବେଳେ କେରଳର କ୍ଲିମେଣ୍ଟ ଅଗଷ୍ଟିନ ଓ ତାମିଲନାଡ଼ୁର ପି. ଶିବକୁମାର ପୁରୁଷ…
ବିଜୁଙ୍କ ଜୟନ୍ତୀରେ ମିନି ମାରାଥନ
ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ମିନି ମାରାଥନକୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟର୍ନିବାହୀ…
ଅବଶିଷ୍ଟ ଭାରତ ଟାଇଟଲ ବଜାୟ ରଖିଲା
ଗ୍ବାଲିୟର, ୬ା୩ (ପି.ଟି.): ମଧ୍ୟ ପ୍ରଦେଶକୁ ୨୩୮ ରନରେ ପରାସ୍ତ କରି ଅବଶିଷ୍ଟ ଭାରତ ଦଳ ସମ୍ମାନଜନକ ଇରାନୀ କପ୍ ଟାଇଟଲ ବଜାୟ ରଖିଛି। ଅସମ୍ଭବ ମନେ ହେଉଥିବା ୪୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟ ପ୍ରଦେଶ ୫୮.…
Archives


