ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…
ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ ଭାବବିହ୍ବଳ ପୋଷ୍ଟ ଶେୟାର କରିଛନ୍ତି। ଷ୍ଟେଜ-୪ କ୍ୟାନ୍ସର ସହ ସଂଘର୍ଷ କରୁଥିବା ତାଙ୍କ…
ଅର୍ଶଦୀପଙ୍କୁ ଜରିମାନା, ଜାଣନ୍ତୁ କାହିଁକି…
ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍ ଫିଙ୍ଗିଥିବାରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କ ଶୃଙ୍ଖଳାଗତ…
ରୋହିତ ଶର୍ମା-ସ୍ତ୍ରୀ ରିତିକା ମଧ୍ୟରେ ପ୍ରବଳ ଝଗଡା: Video ନ ଦେଖିଲେ ସହଜେ କରିବେନି ବିଶ୍ୱାସ
ନୂଆଦିଲ୍ଲୀ,୧୦।୩: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ପ୍ରାୟତଃ ତାଙ୍କ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ହିଟମ୍ୟାନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି, କିନ୍ତୁ ଏଥର, କାରଣ ତାଙ୍କର ଚୌକା, ଛକା କିମ୍ବା ରେକର୍ଡ ନୁହେଁ, ବରଂ ଏକ…
ଏହି ଦିନ ନିଜ ପ୍ରେମିକାଙ୍କୁ ବିବାହ କରିବେ ଇଶାନ କିଷାନ, ବଡ଼ ଖୁଲାସା କରିଦେଲେ…
ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ, ଟିମ ଇଣ୍ଡିଆର ଷ୍ଟାର ଉଇକେଟ୍କିପର-ବ୍ୟାଟ୍ସମ୍ୟାନ ଇଶାନ କିଷାନଙ୍କ ନାମ ଖବରର ଶିରୋନାମାରେ ରହିଛି। ଏଥର, କିଷାନ ତାଙ୍କ…
ଟିମ୍ ଇଣ୍ଡିଆ ପାଇଁ BCCIର ବଡ଼ ଘୋଷଣା, ୧୦୦ କୋଟିରୁ ଅଧିକ ପୁରସ୍କାର ରାଶି….
ନୂଆଦିଲ୍ଲୀ,୧୦।୩: ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି । ମାର୍ଚ୍ଚ ୮ ତାରିଖରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା। ଭାରତୀୟ ଦଳ ଆଇସିସିରୁ ପାଇବାକୁ ଥିବା…
ଟି୨୦ ବିଶ୍ୱକପ ବିଜୟ ପରେ ଏବେ ହାତକୁ ଦି’ ହାତ ହେବେ ଏହି କ୍ରିକେଟର୍: ବଣ୍ଟାହେଲାଣି କାର୍ଡ
ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ଐତିହାସିକ ଟି୨୦ ବିଶ୍ୱକପ ବିଜୟର ସେଲିବ୍ରେଶନ୍ରେ ବ୍ୟସ୍ତ। ଏସବୁ ଭିତରେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ଚାଇନାମ୍ୟାନ ସ୍ପିନର…
ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍ରା: ଏହି ମାମଲାରେ…
ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା ତାଙ୍କ ଚମତ୍କାର ବୋଲିଂ…
୨୫ ମିନିଟ୍ର ଫୋନ୍ କଲ୍…ବଦଳାଇଦେଲା ସଞ୍ଜୁ ସାମସନଙ୍କ କ୍ୟାରିଅର୍: ବଖାଣିଲେ ସବୁ ସତ
ନୂଆଦିଲ୍ଲୀ,୧୦।୩: ଟି୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟରେ ସଞ୍ଜୁ ସାମସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା। ବିଶ୍ୱକପ ବିଜୟ ପରେ ତିରୁଭାନନ୍ତପୁରମ ଫେରିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା।…
‘ମୋ ପାଇଁ ବିଶ୍ୱକପ ଜିତିବା…’ ଏମିତି କ’ଣ କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଯାହାକୁ ନେଇ କ୍ରିକେଟ ଜଗତରେ ହଇଚଇ
ନୂଆଦିଲ୍ଲୀ,୧୦।୩: ଭାରତର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ତାଙ୍କର କ୍ରମାଗତ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ପ୍ରତିଶ୍ରୁତି ପୂରଣ କରିବା ଭଳି ଏବଂ ଏହା ଦଳର ସଫଳତାର ଆରମ୍ଭ ମାତ୍ର। ପାଣ୍ଡ୍ୟା…
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ
ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି ସ୍ବତନ୍ତ୍ର ଦଳରେ ସାମିଲ କରାଯାଇଛି। ଏହି ଭାରତୀୟ ଖେଳାଳିଙ୍କ ମଧ୍ୟରେ ସଞ୍ଜୁ ସାମସନ,…
‘ଟିକେ ଲଜ୍ଜା କର ଟିମ ଇଣ୍ଡିଆ…’ ଜୟ ଶାହା, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କିଏ ଆଉ କାହିଁକି କହିଲେ ଏମିତି? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ
ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆ ୨୦୨୬ ର ICC T20 ବିଶ୍ୱକପ ଜିତିଛି। ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଦଳ ରେକର୍ଡ ତୃତୀୟ ଥର ପାଇଁ T20 ବିଶ୍ୱକପ ଜିତିଛି। ଏହି ସମୟରେ, ପୂର୍ବତନ ଭାରତୀୟ…
ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅଡୁଆରେ ଇରାନ ଦଳ
ଗୋଲ୍ଡ କୋଷ୍ଟ(ଅଷ୍ଟ୍ରେଲିଆ),୯।୩: ମହିଳା ଏସିଆନ କପ୍ ଶେଷ ଗ୍ରୁପ୍ ମ୍ୟାଚରେ ଇରାନ ଫୁଟ୍ବଲ ଦଳ ଏହାର ଅନ୍ତିମ ଗ୍ରୁପ୍ ମ୍ୟାଚ ହାରିଯିବାପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବର୍ତ୍ତମାନ ଅଡୁଆରେ ପଡ଼ିଯାଇଛି। ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପୂର୍ବରୁ ମହାଦେଶୀୟ…

