ଖେଳ

ପ୍ରଭୁ ଶ୍ରୀରାମଙ୍କୁ ନିଜ ଶତକକୁ ସମର୍ପିତ କଲେ କେଏସ ଭରତ, ଭିଡିଓ ଭାଇରାଲ…

ଅହମଦାବାଦ,୨୧।୧ : ଜାନୁଆରୀ ୨୫ ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହାପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହି...

ରଣଜୀ ମ୍ୟାଚରେ ସନ୍ଦୀପଙ୍କ ଲଢୁଆ ଶତକ, ଜମ୍ମୁ-କଶ୍ମୀର ଆଗରେ ବିଜୟ ଲକ୍ଷ୍ୟ ୧୪୯ ରନ୍‌

ଭୁବନେଶ୍ୱର, ୨୧।୧: କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପାଇଁ ଲଢୁଆ ଶତକ ହାସଲ କରିଛନ୍ତି ସନ୍ଦୀପ ପଟ୍ଟନାୟକ। ବୋଲରଙ୍କୁ ସୁହାଉଥିବା ଉଇକେଟରେ ତୃତୀୟ ଦିନର ଲଞ୍ଚ ସୁଦ୍ଧା ଓଡ଼ିଶା ଏହାର...

ରଣଜୀ ଟ୍ରଫି: ଓଡ଼ିଶା ୭୬ ରନ୍‌ରେ ଆଗୁଆ

ଭୁବନେଶ୍ୱର, ୨୧।୧ (ସରୋଜ ଜେନା): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଦୃଢ ସ୍ଥିତିରେ ରହିଛି ଜମ୍ମୁ-କଶ୍ମୀର। ବୋଲରଙ୍କୁ ସୁହାଉଥିବା ଉଇକେଟରେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୭ ଉଇକେଟରେ...

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶାର ଜାଭେଲିନ୍‌ ଥ୍ରୋଇଙ୍ଗ ସେନସେସନ୍‌ କିଶୋରଙ୍କ ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର,୨୧ା୧(ସରୋଜ ଜେନା): ଓଡ଼ିଶାର ଜାଭେଲିନ୍‌ ଥ୍ରୋଇଙ୍ଗ ସେନସେସନ୍‌ ତଥା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା କିଶୋର ଜେନା ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି। କୋଚ୍‌ ସମରଜିତ ସିଂ ମଲିଙ୍କ ତତ୍ତ୍ୱାବଧାନରେ କିଶୋର ଶନିବାର...

ସୋଏବଙ୍କ ତୃତୀୟ, ସନାଙ୍କ ଦ୍ୱିତୀୟ ବିବାହ, ଜାଣନ୍ତୁ ପ୍ରଥମେ କାହା ସହ ହୋଇଥିଲା ସୋଏବଙ୍କ ବିବାହ

କରାଚୀ,୨୦ା୧(ପି.ଟି.): ଭାରତୀୟ ଟେନିସ୍‌ ସୁପରଷ୍ଟାର ସାନିଆ ମିର୍ଜାଙ୍କ ସହ ୧୩ ବର୍ଷର ସମ୍ପର୍କ ଛିନ୍ନ କରି ତୃତୀୟ ଥର ବିବାହ କରିଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ମଲିକ। ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍‌ଙ୍କ ସହ ସୋଏବ ବିବାହର ଫଟୋ ନିଜ...

ବିଜୟ ସହିତ ୧୯ ବର୍ଷରୁ କମ୍ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୦।୧: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ବିଜୟ ସହିତ ଭାରତ ଏହାର ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି ଭାରତ ବାଂଲାଦେଶ ଟିମ୍ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।...

ସାନିଆଙ୍କ ବାପା କହିଲେ ଶୋଏବ ନୁହନ୍ତି, ସାନିଆ ହିଁ ପକାଇଛନ୍ତି ବିବାହରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା।...

ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ

ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ...

ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବାର ଗୁଜବ ଭିତରେ ପୁଣି ବିବାହ କଲେ ଶୋଏବ ମଲିକ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତର ଲୋକପ୍ରିୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ଠାରୁ ଅଲଗା ହେବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ସକାଳେ ସେ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ...

Zaka Ashraf resigns: ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ, ପିସିବି ସର୍ବେସର୍ବା ଜାକା ଅଶରଫ ଦେଲେ ଇସ୍ତଫା

ଇସଲାମାବାଦ,୨୦।୧: ପାକିସ୍ତାନ କ୍ରିକେଟ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ମ୍ୟାନେଜମେଣ୍ଟ କମିଟିର ମୁଖ୍ୟ ଜାକା ଅଶରଫ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ବୋର୍ଡ ପକ୍ଷରୁ ବୟାନ ଜାରି କରାଯାଇଛି। ତେବେ ନଜମ...

ମୁଁ ଅଯୋଧ୍ୟା ନିଶ୍ଚୟ ଯିବି, ଯଦି କୌଣସି ଦଳକୁ ଆପତ୍ତି ଥାଏ ତେବେ ଫରକ ପଡେନା: ହରଭଜନ ସିଂହ

ନୂଆଦିଲ୍ଲୀ,୨୦।୧: ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କୁ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି। ଏହାକୁ ନେଇ କ୍ରିକେଟର...

ଜର୍ମାନୀ, ଆମେରିକା, ଜାପାନ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ

ରାଞ୍ଚି, ୨୦।୧: ଏଫ୍‌ଆଇଏଚ୍‌ ମହିଳା ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଜର୍ମାନୀ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଆମେରିକାକୁ ୨-୦ ଗୋଲରେ ପରାସ୍ତ କରିଛି। ପୂରା ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ଆମେରିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri