ଓଭାଲ ରେକର୍ଡକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ
ମେଲବୋର୍ନ,୨ା୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ମ୍ୟାଚ ପୂର୍ବରୁ ଓଭାଲରେ ରେକର୍ଡକୁ ନେଇ ଚିନ୍ତାରେ ପଡିଛି ଅଷ୍ଟ୍ରେଲିଆ। ଆସନ୍ତା ଜୁନ୍ ୭ରୁ ୧୧ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଫାଇନାଲ ଖେଳାଯିବ। ୧୪୦ ବର୍ଷ ଧରି ଅଷ୍ଟ୍ରେଲିଆ...
ପ୍ରଶଂସକଙ୍କ ପାଇଁ ଖୁସି ଖବର: ଧୋନିଙ୍କ ଅସ୍ତ୍ରୋପଚାର ସଫଳ
ମୁମ୍ବାଇ,୧।୬: ଆଇପିଏଲ ୨୦୨୩ର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଆଣ୍ଠୁରେ ଆଘାତ ଯୋଗୁ ସେ ଚିନ୍ତିତ ଥିବା ଦେଖାଯାଉଥିଲେ। ବର୍ତ୍ତମାନ ଖବର ଆସିଛି ଯେଉଁଥିରେ ଧୋନିଙ୍କ ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଛି ବୋଲି କୁହାଯାଇଛି।...
ଡବ୍ଲୁଟିଏସି ଫାଇନାଲ: ଟିମ୍ ଇଣ୍ଡିଆ ପାଇଁ ୧୨ ଖେଳାଳିଙ୍କୁ ଚୟନ କଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ,୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜୁନ୍ ୭ରେ ଲଣ୍ଡନର ଓଭାଲରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ସମୟରେ ଭାରତର ପୂର୍ବତନ...
କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହାପଞ୍ଚାୟତ, ଟିକାଏତ କହିଲେ-ନିଷ୍ପତ୍ତି ସୁରକ୍ଷିତ, ହେଲେ…
ନୂଆଦିଲ୍ଲୀ,୧।୬: କୁସ୍ତିଯୋଦ୍ଧା ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଚାଲିଥିବା କଳହକୁ ନେଇ ଗୁରୁବାର ମୁଜାଫରନଗରର ଶୋରାମ ଗ୍ରାମରେ ଏକ ଖାପ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କୃଷକ...
ହାର୍ଦ୍ଦିକଙ୍କ ଏହି ଭୁଲ୍ ଯୋଗୁ ଫାଇନାଲରେ ହାରିଲା ଗୁଜରାଟ, ଗାଭାସ୍କରଙ୍କ ଖୁଲାସା
ନୂଆଦିଲ୍ଲୀ, ୧।୬: ଆଇପିଏଲ୍ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ବାଜି ମାରିନେଇଛି। ତେବେ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଚେନ୍ନାଇ ଡକୱର୍ଥ-ଲୁଇସ ପଦ୍ଧତି ଅନୁଯାୟୀ ଉଇକେଟ୍ ଜିତିଛି। ଏହି ବିଜୟ ସହିତ...
ଡବ୍ଲୁଟିସି ଫାଇନାଲରେ ପୂଜାରା ଟିମ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ କହିଲେ ସୁନୀଲ ଗାଭାସ୍କର
ନୂଆଦିଲ୍ଲୀ,୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ୨୦୨୩ ଜୁନ ୭ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଲଣ୍ଡନର ଓଭାଲରେ ଖେଳାଯିବ, ଯେଉଁଥିପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ପହଞ୍ଚିବା ପରେ ଅଭ୍ୟାସ ଆରମ୍ଭ କରିଛି। ଏହି...
ଫାଇନାଲରେ ଭାରତ
ସାଲାଲା (ଓମାନ), ୧।୬: ଏଠାରେ ଚାଲିଥିବା ଏସିଆ କପ୍ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଦକ୍ଷିଣ କୋରିଆକୁ ୯-୧ ଗୋଲରେ ପରାସ୍ତ କରିଛି।...
ପୂର୍ବତନ ଚାମ୍ପିୟନ ଓଷ୍ଟାପେଙ୍କୋ ବିଦା
ପ୍ୟାରିସ୍, ୧ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରୁ ବିଦାୟ ନେଇଛନ୍ତି ପୂର୍ବତନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋ। ଏକାଧିକ ସିଡେଡ୍ ଖେଳାଳି ସହଜ ବିଜୟ ହାସଲ କରିଥିବା ବେଳେ ଓଷ୍ଟାପେଙ୍କୋ ଓ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ...
ରୋଇଂରୁ କିଟ୍କୁ ରୌପ୍ୟ, ଭାରୋତ୍ତୋଳନରୁ ବ୍ରୋଞ୍ଜ୍
ଭୁବନେଶ୍ୱର, ୧।୬ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବୁଧବାର କିଟ୍କୁ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଗୋରଖପୁରରେ ଅନୁଷ୍ଠିତ ମହିଳା ୫୦୦ ମିଟର ଡବଲ୍ ସ୍କଲ୍ (ଡବ୍ଲ୍ୟୁ୨ଏକ୍ସ) ଇଭେଣ୍ଟରେ...
ଜାହୋଉଙ୍କ ସହ ଓଡ଼ିଶା ଏଫ୍ସିର ଚୁକ୍ତି
ଭୁବନେଶ୍ୱର, ୧।୬(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଏଫ୍ସି ଆଗାମୀ ୨ ବର୍ଷ ପାଇଁ ମିଡ୍ଫିଲ୍ଡ ତାରକା ଅହମଦ ଜାହୋଉଙ୍କ ସହ ଚୁକ୍ତି କରିଛି। ଏହି ମରକ୍କୋ ଖେଳାଳି ପୂର୍ବରୁ ଏଫ୍ସି ଗୋଆ ଏବଂ ମୁମ୍ବାଇ ସିଟି ଏଫ୍ସି ପକ୍ଷରୁ ଖେଳିବାର ଅଭିଜ୍ଞତା...
ଓଡ଼ିଶା ଫୁଟ୍ବଲରେ ନୂଆ ଅଧ୍ୟାୟ
ଭୁବନେଶ୍ୱର, ୧ା୬ (ସ୍ପୋଟର୍ସ ବ୍ୟୁରୋ): ଜୁନ୍ ୯ରୁ ଓଡ଼ିଶାରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଓଡ଼ିଶା ଫୁଟବଲରେ ଏକ...
କ୍ୱାର୍ଟରରେ ଆମେରିକା, ଇସ୍ରାଏଲ
ବୁଏନ୍ସ ଏରିସ୍, ୩୧ା୫: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟବଲ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ପ୍ରବେଶ କରିଛି। ଯୁକ୍ତରାଷ୍ଟ୍ର ଆମେରିକା ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ବେଳେ ଉଜବେକିସ୍ତାନକୁ ୧-୦ରେ ହରାଇଛି...
Archives


