ସେମିଫାଇନାଲ ମ୍ୟାଚ୍ରେ ଭାରତୀୟ କୋଚ୍ଙ୍କୁ ବ୍ୟାନ
ନୂଆଦିଲ୍ଲୀ,୧।୭:ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟାନଶିପ ୨୦୨୩ରେ ଭାରତୀୟ ଫୁଟବଲ ଟିମ୍ ଚତ୍ମକାର ପ୍ରଦର୍ଶନ ଜାରି ରଖିଛି। ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଟିମ୍ ଚମତ୍କାର ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି। ତେବେ ଲେବାନନ ବିପକ୍ଷରେ ସେମିଫାଇନାଲ ମ୍ୟାଚ...
ଭିନେଶଙ୍କ ପରେ ସରିତା-ସଂଗୀତା ମାଗିଲେ ର଼୍ୟାଙ୍କିଂ ଟୁର୍ନାମେଣ୍ଟ ପାଇଁ ଅନୁମତି
ନୂଆଦିଲ୍ଲୀ,୧।୭:ଭିିନେଶ ଫୋଗାଟଙ୍କ ପରେ ବଜରଙ୍ଗଙ୍କ ପତ୍ନୀ ସଂଗୀତା ଫୋଗାଟ ଏବଂ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ସରିତା ମୋର୍ ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ୪ର୍ଥ ର଼୍ୟାଙ୍କିଂ ଟୁର୍ନାମେଣ୍ଟରେ ଖେଳିବାକୁ ଅନୁମତି ମାଗିଛନ୍ତି। ୧୩ ରୁ ୧୬ ଜୁଲାଇ ପର୍ଯ୍ୟନ୍ତ...
ବିଶ୍ୱକପ ଖେଳିବା ପାଇଁ ସରକାରଙ୍କଠାରୁ ଅନୁମତି ପାଇନାହିଁ ପାକିସ୍ତାନ ଟିମ
ନୂଆଦିଲ୍ଲୀ,୧।୭: ଦିନିକିଆ ବିଶ୍ୱକପ ୨୦୨୩ ଭାରତର ଆୟୋଜନରେ ଖେଳାଯିବ। ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପରେ ଭାରତ ଆସିବା ପାଇଁ ସେମାନଙ୍କ...
ଟିମ ଇଣ୍ଡିଆର ମୁଖ୍ୟ ପ୍ରଯୋଜକ ହେବ ଡ୍ରିମ ଇଲେଭେନ, ୱେଷ୍ଟଇଣ୍ଡିଜ ଗସ୍ତରୁ ଜର୍ସିରେ ଦେଖାଯିବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି ଯେ ଡ୍ରିମ ଇଲେଭେନ ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଯୋଜକ ହେବ। ୱେଷ୍ଟଇଣ୍ଡିଜ ଗସ୍ତରେ ଆୟୋଜିତ ହେବାକୁ ଥିବା ଟେଷ୍ଟ ସିରିଜରୁ ଡ୍ରିମ ଇଲେଭେନ ଭାରତୀୟ...
ଭାରତୀୟ ଟି -୨୦ ଦଳରେ ରିଙ୍କୁ ସିଂଙ୍କ ଖେଳିବା ନିଶ୍ଚିତ
ନୂଆଦିଲ୍ଲୀ,୧।୭: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିବା ରିଙ୍କୁ ସିଂଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟ ଖେଳାଳିମାନେ କ୍ରମାଗତ ଭାବରେ କହିଛନ୍ତି ଯେ ୱେଷ୍ଟଇଣ୍ଡିଜ ଯାତ୍ରା ପାଇଁ ରିଙ୍କୁଙ୍କୁ ଭାରତୀୟ ଟି...
ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ,୧।୭: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଜୁନ ୩୦ରେ ଡାଇମଣ୍ଡ ଲିଗ ୨୦୨୩ରେ ୮୭.୬୬ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆଘାତ ପରେ ଫେରୁଥିବା ନୀରଜଙ୍କ ପାଇଁ ଲୁସାନେ ଡାଇମଣ୍ଡ ଲିଗର ଆରମ୍ଭ ଭଲ ନଥିଲା। ତାଙ୍କର...
ଟାଇଟଲ ବଜାୟ ରଖିଲା ଭାରତ
ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍ ଫାଇନାଲରେ ଦଳ ୪୨-୩୨ରେ ଇରାନକୁ ହରାଇ ଦେଇଛି। ମହାଦେଶୀୟ ଚାମ୍ପିୟନଶିପ୍ରେ ଭାରତର ଏହା ହେଉଛି ୮ମ ଟାଇଟଲ।...
ରୁଷୀୟ ହକି ଖେଳାଳି ପୋଲାଣ୍ଡରେ ଅଟକ
ଓ୍ବାରସ (ପୋଲାଣ୍ଡ), ୧।୭(ଏପି): ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହରେ ପୋଲାଣ୍ଡ କର୍ତ୍ତୃପକ୍ଷ ରୁଷିଆର ଜଣେ ହକି ଖେଳାଳିଙ୍କୁ ଅଟକ ରଖିଛନ୍ତି। ଏହି ଖେଳାଳି ଜଣକ ପୋଲାଣ୍ଡର ଏକ ପ୍ରଥମ ଶ୍ରେଣୀ ଲିଗ୍ କ୍ଲବରୁ ଖେଳନ୍ତି। ଦେଶର ବିଚାର ବିଭାଗ...
ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ
ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ...
ପାକିସ୍ତାନୀ ସ୍ନୁକର ଖେଳାଳି ମାଜିଦ୍ଙ୍କ ଆତ୍ମହତ୍ୟା
କରାଚୀ, ୧।୭ (ପି.ଟି.): ପାକିସ୍ତାନର ବିଶିଷ୍ଟ ସ୍ନୁକର ଖେଳାଳି ତଥା ୨୧ ବର୍ଷରୁ କମ୍ ଏସିଆନ ରୌପ୍ୟ ବିଜେତା ମାଜିଦ୍ ଅଲି ପଞ୍ଜାବ ଅନ୍ତର୍ଗତ ଫୈଜଲାବାଦ ନିକଟବର୍ତ୍ତୀ ନିଜ ସହର ସାମୁନ୍ଦ୍ରିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୨୮ ବର୍ଷ...
ଷ୍ଟିମାକ୍ ୨ ମ୍ୟାଚରୁ ବାସନ୍ଦ
ବେଙ୍ଗାଲୁରୁ, ୧।୭(ପି.ଟି.): ରେଡ୍କାର୍ଡ ଅପରାଧ ପାଇଁ ଭାରତର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରାଯାଇଛି। ଏଠାରେ ଚାଲିଥିବା ସାଫ୍ ଚାମ୍ପିୟନଶିପ୍ ଫୁଟ୍ବଲରେ କୁଏଟ୍ ବିପକ୍ଷ ୧-୧ ଡ୍ର ଶେଷ ମ୍ୟାଚରେ ମ୍ୟାଚ ଅଫିସିଆଲଙ୍କ ସହିତ ଯୁକ୍ତିତର୍କ...
ଫ୍ଲଏଡ୍ ପିଣ୍ଟୋ ଓଡ଼ିଶା ଏଫ୍ସିର ସହକାରୀ କୋଚ୍
ଭୁବନେଶ୍ୱର, ୧।୭: ଓଡ଼ିଶା ଏଫ୍ସି ଫ୍ଲଏଡ୍ ପିଣ୍ଟୋଙ୍କୁ ସିନିୟର ପୁରୁଷ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତି ଦେଇଛି। ଏଥିପାଇଁ ୨ ବର୍ଷିଆ ଚୁକ୍ତି ହୋଇଥିବା ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ର ଏହି ଫ୍ରାଞ୍ଚାଇଜ ତରଫରୁ ସୂଚନା ଦିଆଯାଇଛି। ପିଣ୍ଟୋଙ୍କ...
Archives


