ଶୁଭମନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସଚିନ, ଏଭଳି ଭାବେ ମଜା ଉଡାଇଲେ ପ୍ରଶଂସକ
ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟର ଶୁଭମନ ଗିଲ ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମହାମୁକାବିଲାର ଦୁଇଦିନ ପୂର୍ବରୁ ନିଜର ୨୪ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ନିକଟକୁ ପ୍ରଶଂସକ ସମେତ ଅନେକ ବରିଷ୍ଠ କ୍ରିକେଟରଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା...
ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏମିତି କାରନାମା କଲେ ହିଟ୍ମ୍ୟାନ୍
କଲମ୍ବୋ,୧୦।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂରେ ଦେଖିବାକୁ ମିଳିଥିଲା। ରୋହିତ ଇନିଂସର ପ୍ରଥମ...
ଭାରତ-ପାକିସ୍ତାନ ମ୍ୟାଚ୍ରେ ବର୍ଷା ବାଧକ
କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ସୁପର୍-୪ରେ ଆଜି ବଡ଼ ମୁକାବିଲା ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି ଭାରତ। ଭାରତର ବ୍ୟାଟିଂ ସମୟରେ ପ୍ରବଳ ବର୍ଷା ହେତୁ ମ୍ୟାଚକୁ ବନ୍ଦ କରିବାକୁ ପଡିଛି। ମ୍ୟାଚ...
ଭାରତ-ପାକିସ୍ତାନ ମହାମୁକାବିଲା: ଟସ୍ ଜିତିଲା ପାକିସ୍ତାନ
କଲମ୍ବୋ,୧୦।୯: ଏସିଆ କପ ସୁପର୍-୪ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥି ସହ...
କ୍ରିକେଟ୍ ମହାକୁମ୍ଭ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଏହି ୨ ଦଳ ମଧ୍ୟରେ ହେବ ବିଶ୍ୱକପ୍ ଫାଇନାଲ୍
ସିଡନୀ,୧୦।୯: ଅକ୍ଟୋବର ୨ ତାରିଖରୁ ଭାରତୀୟ ମାଟିରେ ବିଶ୍ୱକପ ଆୟୋଜିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୧୨ ବର୍ଷ ପରେ ବିଶ୍ୱକପ...
‘ଅନ୍ୟମାନଙ୍କ ଅପେକ୍ଷା ମୋ ଉପରେ ତିନିଗୁଣା ଅଧିକ ବୋଝ’
କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମହାମୁକାବିଲା ଖେଳାଯିବ। ଏହି ସୁପର ଫୋର୍ ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଗ୍ରୁପ ରାଉଣ୍ଡ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚ ରଦ୍ଦ ହୋଇଥିଲା। ବର୍ଷା ଯୋଗୁ...
ପୁଣି ବିବାହ କରିବେ ଏହି କ୍ରିକେଟର୍
ଇସଲାମାବାଦ୍,୧୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ପ୍ରଥମେ ପାରମ୍ପାରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ...
ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, ଦେଖିପାରିବେ ମ୍ୟାଚ୍
କଲମ୍ବୋ,୧୦।୯: ଆଜି ପୁଣି ଥରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏଥର ଉଭୟ ଦଳ ସୁପର-୪ରେ ପରସ୍ପର ବିପକ୍ଷରେ ପଡ଼ିଆ ନେବେ। ଏହାପୂର୍ବରୁ ବର୍ଷା ଯୋଗୁ ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ...
ଭାରତ-ପାକିସ୍ତାନ ସୁପର-୪ରେ ହେବେ ମୁହାଁମୁହିଁ: ବର୍ଷା ବାଧକ ସାଜିବା ଆଶଙ୍କା…
କଲମ୍ବୋ,୧୦।୯ : ଏସିଆ କପରେ ରବିବାର ଭାରତ-ପାକିସ୍ତାନ ସୁପର-୪ରେ ମୁହାଁମୁହିଁ ହେବେ। ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ଆଶଙ୍କା ରହିଛି। ବର୍ଷା ଯୋଗୁଁ ପାଲଲେକେଲରେ ଭାରତର...
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୫୮ ରନ…
କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ପଡ଼ିଆକୁ...
ରବିବାର ଭାରତ-ପାକିସ୍ତାନ ସୁପର ୪ ମ୍ୟାଚରେ ପୁଣି ବାଧକ ହୋଇପାରେ ବର୍ଷା ! ସମ୍ଭାବନା ୯୦ ପ୍ରତିଶତ…
କଲମ୍ବୋ,୯।୯ : ଏସିଆ କପରେ ରବିବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ବର୍ଷା ଆଶଙ୍କା କମିନାହିଁ। ଯେହେତୁ ବର୍ଷା ଯୋଗୁଁ...
ବାଂଲାଦେଶ ଦେଶ ଜିତିଲା ଟସ, ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଶ୍ରୀଲଙ୍କା…
କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ସୁପର ଫୋରର ପ୍ରଥମ ମ୍ୟାଚରେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇଛି ଏବଂ ଫାଇନାଲ ଦୌଡ଼ରେ ଏହି ଦଳ...
Archives


