ଖେଳ

କୋହଲି-ରୋହିତଙ୍କୁ କାହିଁକି ମିଳିଲାନି ଦଳରେ ସ୍ଥାନ: ବିସିସିଆଇ କହିଲା କାରଣ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତ ସିରିଜ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଖେଳାଯାଇଥିବା ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ…

ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍‌ : ଦଳକୁ ଫେରିବେ ଶ୍ରେୟସ୍‌ ଆୟର

ରାୟପୁର,୩୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଶୁକ୍ରବାର ରାୟପୁରରେ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ ଜିତିବାକୁ ପ୍ରୟାସ କରିବ। ତେବେ ଭାରତର ଯୁବ ବୋଲିଂ ଲାଇନଅପ୍‌ ଉପରେ ସମସ୍ତଙ୍କ ନଜର ରହିବ। ଏପରିକି…

ସଚିନଙ୍କ ନାମରେ ରେଲଓ୍ବେ ଷ୍ଟେଶନ, ଫଟୋ ଉଠାଇଲେ ଗାଭାସ୍କର

ଗାନ୍ଧିନଗର,୩୦।୧୧: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନଭେମ୍ବର ୨୮, ମଙ୍ଗଳବାର ଗୁଜରାଟର ସୁରଟରେ ଥିବା ସଚିନ ରେଳଓ୍ବେ ଷ୍ଟେଶନ ଯାଇ କରି ଖୁସି ବ୍ୟକ୍ତ କରିଛନ୍ତି। ୭୪ ବର୍ଷୀୟ ଭେଟେରାନ ଗାଭାସ୍କର ସଚିନ ତେନ୍ଦୁଲକରଙ୍କୁ ତାଙ୍କର ପ୍ରିୟ ବ୍ୟକ୍ତି ଭାବରେ…

ବିଶ୍ୱ ଜୁନିୟର ବକ୍ସିଂରେ ଭାରତର ଉଲ୍ଲେଖନୀୟ ସଫଳତା: ୮ ବକ୍ସରଙ୍କ ପଦକ ପକ୍କା

ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍‌ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୮ଜୁନିୟର ବାଳିକାଙ୍କ ମଧ୍ୟରୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ, କୋହଲି ନୁହନ୍ତି ରାହୁଲ ସମ୍ଭାଳିବେ ଅଧିନିୟକତ୍ୱ

ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦିନିକିଆ ଦଳର ଦାୟିତ୍ୱ କେ.ଏଲ ରାହୁଲଙ୍କୁ ହସ୍ତାନ୍ତର କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ ଏହି ଦଳର…

ମୁଁ ଏ ପର୍ଯ୍ୟନ୍ତ ଚୁକ୍ତିପତ୍ରରେ ସ୍ବାକ୍ଷର କରିନାହିଁ: ବିସିସିଆଇର କାର୍ଯ୍ୟକାଳ ବୃଦ୍ଧି ଘୋଷଣା ଉପରେ ଦ୍ରାବିଡଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ବୁଧବାର ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ଘୋଷଣା କରିଥିଲା। ଗୁରୁବାର ସେ ଏହି ଘୋଷଣା ପ୍ରତ୍ୟାହାର କରିନେଲେ। ପିଟିଆଇ ଏକ ଭିଡିଓ ଜାରି…

ରୋହିତଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନ! ରାହୁଲ ଦିନିକିଆରେ ସମ୍ଭାଳିବେ ଅଧିନାୟକତ୍ୱ

ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ବିସିସିଆଇର ବରିଷ୍ଠ ଅଧିକାରୀ, ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ୍‌ ଅଗରକର ଏକ ବୈଠକ କରି…

ବିଶ୍ୱକପ୍‌ ଫାଇନାଲ୍‌ ହାରିବା ପରେ ପ୍ରବଳ କାନ୍ଦିଥିଲେ ରୋହିତ-କୋହଲି: ଅଶ୍ୱିନଙ୍କ ଖୁଲାସା

ନୂଆଦିଲ୍ଲୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ଭାରତର ପରାଜୟ ଏପର୍ଯ୍ୟନ୍ତ କେହି ଭୁଲିପାରୁନାହାନ୍ତି। ପ୍ରଶଂସକଙ୍କଠାରୁ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ମନେ ପକାଇ ଦୁଃଖ ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫାଇନାଲ ପରାଜୟ…

ଆଇପିଏଲ୍‌ ୨୦୨୪ରେ ଏହି ୩ କ୍ରିକେଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା: ରାତାରାତି ହୋଇଯିବେ କୋଟିପତି

ନୂଆଦିଲ୍ଲୀ,୩୦।୧୧: ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ କିଛି ଖେଳାଳିଙ୍କୁ ନିଲାମରେ ବିପୁଳ ପରିମାଣର ଟଙ୍କା ବର୍ଷା ଦିଆଯିବ ବୋଲି ଆଶା କରାଯାଏ। ଅବଶ୍ୟ ଏଥର ପ୍ରତ୍ୟେକ…

୨୦୨୪ ଟି୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଉଗାଣ୍ଡା

ନୂଆଦିଲ୍ଲୀ,୩୦।୧୧: ଆଗାମୀ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ ମସିହାରେ ଜୁନ୍ ମାସରେ ଆୟୋଜିତ ହେବ। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଏହି ମେଗା ଇଭେଣ୍ଟ ଆୟୋଜନ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଫ୍ରିକୀୟ ଦେଶ ଉଗାଣ୍ଡା ଶେଷ ଦଳ ଭାବରେ ଯୋଗ୍ୟତା ଅର୍ଜନ…

ସନ୍ତାନ ଜନ୍ମ ହେବାର ଏକ ମାସ ପରେ ପ୍ରେମିକାଙ୍କ ସହିତ ବ୍ରେକ୍ ଅପ୍ କଲେ ନେମାର ଜୁନିଅର

ନୂଆଦିଲ୍ଲୀ,୩୦।୧୧: ପ୍ରଥମ ସନ୍ତାନକୁ ସ୍ୱାଗତ କରିବାର ଏକ ମାସ ପରେ ବ୍ରାଜିଲ ଫୁଟବଲର୍ ନେମାର ଜୁନିଅର ଏବଂ ତାଙ୍କ ପ୍ରେମିକ ବ୍ରୁନା ବିୟାନକାର୍ଡୀ ଅଲଗା ହୋଇଛନ୍ତି। କିଛି ବ୍ୟକ୍ତିଗତ କାରଣରୁ ଦୁହେଁ ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି। ବିୟାନକାର୍ଡୀ ସୋସିଆଲ…

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତିପକାଇଲେ ଯୁବରାଜ

ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଯୁବରାଜ ସିଂ ଆଜି ସପ୍ତମ ବାର୍ଷିକୀ ପାଳନ କରୁଛନ୍ତି। ଆଜି ଯୁବରାଜ ସିଂ ବିବାହର ୭ ବର୍ଷ ପୂରଣ କରିଥିଲେ। ଏହି ଅବସରରେ ସେ ତାଙ୍କ ସ୍ତ୍ରୀ ହାଜେଲ କିଚଙ୍କୁ ଏକ ବିଶେଷ ଢଙ୍ଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri