ଡିସେମ୍ବର ୨୧ରେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ: ସେହି ଦିନ ଫଳାଫଳ
ନୂଆଦିଲ୍ଲୀ,୧୦ା୧୨: ଭାରତୀୟ ରେସ୍ଲିଂ ମହାସଂଘ(ଡବ୍ଲ୍ୟୁଏଫ୍ଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ। ବ୍ଲ୍ୟୁଏଫ୍ଆଇର ନିର୍ବାଚନ ପାଇଁ ପୂର୍ବତନ ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍ ଏମ୍ କୁମାରଙ୍କୁ ରିଟର୍ନିଂ ଅଫିସର ଘୋଷଣା କରାଯାଇଥିବା…
ଆନାବେଲ ମହଙ୍ଗା ବିଦେଶୀ ଖେଳାଳି
ମୁମ୍ବାଇ,୧୦ା୧୨: ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍କ୍ୟାପ୍ଡ ଭାରତୀୟ ଖେଳାଳି କାଶ୍ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା…
୪ ଉଇକେଟରେ ଭାରତୀୟ ମହିଳା ଟିମକୁ ହରାଇ ଟି୨୦ ସିରିଜ ଜିତିଲା ଇଂଲଣ୍ଡ ମହିଳା ଟିମ୍
ମୁମ୍ବାଇ, ୯ା୧୨: ଶନିବାର ମୁମ୍ବାଇରେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମହିଳା ଟିମ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚକୁ ୪ ଉଇକେଟରେ ଜିତି ତିନି ମ୍ୟାଚ୍ ବିଶିଷ୍ଟ ୨-୦ରେ ସିରିଜକୁ ଆଗୁଆ କବଜା କରିଛି ଭ୍ରମଣକାରୀ ଦଳ। ଏହି ମ୍ୟାଚରେ…
ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମ: ଦେଖନ୍ତୁ ବିକ୍ରି ହୋଇଥିବା ଏବଂ ହୋଇ ନ ଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା
ମୁମ୍ବାଇ,୯ା୧୨: ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ସଂସ୍କରଣ ପାଇଁ ନିଲାମି ଶନିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଆନାବେଲ ସଦରଲାଣ୍ଡ ଓ ଅନ୍କ୍ୟାପ୍ଡ ଭାରତୀୟ ଖେଳାଳି କାଶ୍ଭି ଗୌତମ ସର୍ବାଧିକ ୨କୋଟି ଟଙ୍କା ମୂଲ୍ୟରେ ବିକ୍ରି ହୋଇଛନ୍ତି। ସଦରଲାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଆଇପିଏଲ୍ ପୂର୍ବରୁ…
ନୂଆଦିଲ୍ଲୀ,୯।୧୨: ଟି୨୦ ବିଶ୍ୱକପ୍ ୨୦୨୪ ପୂର୍ବରୁ ଭାରତୀୟ ଟିମ୍ ଲାଗି ଖୁସି ଖବର। ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦିନିକିଆ ବିଶ୍ୱକପ୍ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏହା ଗୁରୁତର ଥିବାରୁ…
India vs England 2nd T20: ୮୦ ରନରେ ଅଲଆଉଟ ହେଲା ଭାରତୀୟ ମହିଳା ଟିମ୍
ମୁମ୍ବାଇ, ୯ା୧୨: ଶନିବାର ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତୀୟ ମହିଳା ଟିମ୍। ପ୍ରାରମ୍ଭିକ ବ୍ୟାଟର ସ୍ମୃତି ମନ୍ଧାନା ଏବଂ ଯେମିମାଙ୍କ ବ୍ୟତୀତ କୌଣସି ବ୍ୟାଟର ଦୁଇ ଅଙ୍କ…
ମହିଳା ଆଇପିଏଲ ୨୦୨୪ ନିଲାମ: କାଶବୀ ଗୌତମଙ୍କ ଉପରେ ଟଙ୍କା ବର୍ଷା କଲା ଗୁଜରାଟ
ନୂଆଦିଲ୍ଲୀ, ୯।୧୨: ମହିଳା ପ୍ରିମିୟର ଲିଗ୍ ୨୦୨୪ ପାଇଁ ଏକ ନିଲାମର ଜାରି ରହିଛି। ମହିଳା ପ୍ରିମିୟର ଲିଗର ଏହା ହେଉଛି ପ୍ରଥମ ମିନି ନିଲାମ। ନିଲାମ ଆରମ୍ଭରୁ କ୍ରିକେଟ୍ ପ୍ରଶଂସକଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ନିଲାମ ଦେଖିବାକୁ ମିଳିଛି। ଏହି ନିଲାମରେ…
ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଅଧିକ ପରିଶ୍ରମ କରୁଛନ୍ତି ବୁମ୍ରା, ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ସିରିଜ୍ ଖେଳାଯିବ। ତେବେ ଏହା ପୂର୍ବରୁ ଉଭୟ ଦଳ ଟି -୨୦ ଏବଂ ଦିନିକିଆ ମ୍ୟାଚରେ ମୁହାଁମୁହିଁ ହେବେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି -୨୦…
ମିଚେଲ ଷ୍ଟାର୍କଙ୍କ ପତ୍ନୀ ଆଲିସା ହେଲି ହେଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟକ
ସିଡ଼ନୀ,୯।୧୨: ଡିସେମ୍ବର-ଜାନୁୟାରୀରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଭାରତ ଗସ୍ତ କରିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ସମସ୍ତ ତିନୋଟି ଫର୍ମାଟ୍ରେ ଏକ ସିରିଜ ଖେଳାଯିବ। ଏହି ଯାତ୍ରା ପୂର୍ବରୁ ଅଷ୍ଟ୍ରେଲିଆ ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ଆଲିସା ହେଲିଙ୍କୁ ତିନିଟି ଫର୍ମାଟରେ…
ଓଡ଼ିଶା ବିପକ୍ଷରେ ହାଇଦ୍ରାବାଦ ୪୯/୧
ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଶୁକ୍ରବାର ଓଡ଼ିଶା ଏବଂ ହାଇଦ୍ରାବାଦ ମଧ୍ୟରେ ୧୯ବର୍ଷରୁ କମ୍ କୁଚ୍ ବିହାର ଟ୍ରଫିର ଏଲିଟ୍ ଗ୍ରୁପ-ଇ ଲିଗ୍ ମ୍ୟାଚ ଆରମ୍ଭ ହୋଇଛି। ଓଡ଼ିଶା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ବର୍ଷା କାରଣରୁ…
ରାଜ୍ୟ ମହିଳା ଭଲିବଲ ଆରମ୍ଭ
ବୌଦ୍ଧ,୯ା୧୨ ( ଅଜିତ କୁମାର ବାରିକ): ରାଜ୍ୟ ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ ଓ ଜିଲା କ୍ରୀଡା ସଂଘ ସହଯୋଗରେ ୭୦ତମ ରାଜ୍ୟ ମହିଳା ଭଲିବଲ ପ୍ରତିଯୋଗିତା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ…
ଦୀପ୍ ରଞ୍ଜନଙ୍କୁ ସ୍ବର୍ଣ୍ଣ; ସୁଚିତ୍ରା, ଜୟନ୍ତୀଙ୍କୁ ରୌପ୍ୟ
ଭୁବନେଶ୍ୱର, ୯।୧୨(ତପନ ସ୍ବାଇଁ): ଥାଇଲାଣ୍ଡର ନାଖୋନ ରାଚାସୀମାରେ ଓ୍ବାଲର୍ଡ ଆବିଲିଟି ସ୍ପୋର୍ଟ ଗେମ୍ସ ଶୁକ୍ରବାର ଉଦ୍ଯାପିତ ହୋଇଛି। ଏଥିରେ ଭାରତ ୩୬ ସ୍ବର୍ଣ୍ଣ, ୩୨ ରୌପ୍ୟ ଓ ୩୫ ବ୍ରୋଞ୍ଜ ସହ ମୋଟ ୧୦୩ଟି ପଦକ ହାସଲ କରି ଦ୍ୱିତୀୟ ସ୍ଥାନରେ…
Archives


