ଖେଳ

ରୋଭମାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଲା ରାଜସ୍ଥାନ ରୟାଲସ

ଦୁବାଇ,୧୯।୧୨: ଆଇପିଏଲ୍ ନିଲାମର ପ୍ରଥମ ନିଲାମ ୱେଷ୍ଟଇଣ୍ଡିଜ୍ ଖେଳାଳି ରୋଭମାନ ପାୱେଲଙ୍କ ଉପରେ ଲାଗିଛି। ରାଜସ୍ଥାନ ରୟାଲ୍ସ ତାଙ୍କୁ ମୂଳ ମୂଲ୍ୟଠାରୁ ୭ ଗୁଣ ଅଧିକ ଦରରେ କିଣିଛି। ରାଜସ୍ଥାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଛି। ତାଙ୍କର ମୂଳ ମୂଲ୍ୟ ୧…

ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ୪ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଆଇପିଏଲ୍‌ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି ଟଙ୍କାରେ କିଣିଛି। ଆଇପିଏଲ ନିଲାମର ପ୍ରଥମ ସେଟରେ ହ୍ୟାରିଙ୍କ ନାମ ଥିଲା । ଇଂଲଣ୍ଡର…

ଆଇପିଏଲ୍‌ ତାରିଖ ସ୍ଥିର କଲା ବିସିସିଆଇ! ଜାଣନ୍ତୁ କେବେ ଖେଳାଯାଇପାରେ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ ପାଇଁ ମାର୍ଚ୍ଚ ୨୨ ରୁ ମେ ଶେଷ ପର୍ଯ୍ୟନ୍ତ ସମୟ ୱିଣ୍ଡୋ ସ୍ଥିର କରିଛି । ଆସନ୍ତା ବର୍ଷ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର…

ଆଇପିଏଲ ୨୦୨୪ରେ ଆସିବ କିଛି ନୂଆ ନିୟମ, ଗୋଟିଏ ଓଭରରେ ବୋଲିଂ କରିପାରିବେ ଦୁଇ ବାଉନ୍ସର!

ନୂଆଦିଲ୍ଲୀ,୧୯।୧୨: ଆଇପିଏଲ ୨୦୨୪ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅର୍ଥାତ୍‌ ୧୯ ଡିସେମ୍ବରରେ ଆୟୋଜିତ ହେବ, କିନ୍ତୁ ଏହାର ଠିକ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛ। ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଇପିଏଲର ଆଗାମୀ ସିଜନରେ କିଛି ନିୟମ ପରିବର୍ତ୍ତନ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌

ଜିକ୍ୱେବ୍ରା, ୧୯ା୧୨ : ଦକ୍ଷିଣ ଆଫ୍ରିକା ଟୁର୍‌ରେ ଥିବା ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଘରୋଇ ଦଳ ବିପକ୍ଷରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ ୮ ଉଇକେଟରେ ଜିତିଥିବାରୁ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଆଗୁଆ କବ୍‌ଜା…

କିଏ ସେହି ମଲ୍ଲିକା ସାଗର, ଯାହା ଉପରେ ଆଇପିଏଲ ନିଲାମକୁ ନେଇ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୯।୧୨: ଆଇପିଏଲ ୨୦୨୪ ନିଲାମ ପ୍ରକ୍ରିୟା ମଙ୍ଗଳବାର ଅନୁଷ୍ଠିତ ହେବ। ଦୁବାଇ ଆଇପିଏଲ ୨୦୨୪ ନିଲାମ ଆୟୋଜନ କରିବ। ଏହି ସମୟରେ ମଲ୍ଲିକା ସାଗର ଏହି ନିଲାମରେ ନିଲାମକାରୀ ଭୂମିକାରେ ରହିବେ। କିନ୍ତୁ କିଏ ଏହି ମଲ୍ଲିକା ସାଗର ଏବେ ସମସ୍ତଙ୍କ…

ମାଲକାନଗିରି ଶତବୀର ସିଂ ରିୟାରଙ୍କୁ ମିଳିଲା ଗୁରୁଦାୟିତ୍ୱ

ମାଲକାନଗିରି, ୧୯।୧୨ (ଦୁର୍ଯ୍ୟୋଧନ ପାତ୍ର): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍‌ ସିରିଜରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ରୂପେ ମାଲକାନଗିରି ଜିଲାର ଶତବୀର ସିଂ ରିୟାର ଦାୟିତ୍ୱ ପାଇଛନ୍ତି। ଏହା ଜିଲା ପାଇଁ ଗୌରବ ଆଣିଦେଇଛି ।…

ଆଇପିଏଲ ୨୦୨୪: ନିଲାମର ପ୍ରଥମ ବୋଲିରେ ରଚିବ ଇତିହାସ, ଅକ୍ସନର ମଲ୍ଲିକା ସାଗର ଦେଖାଇବେ ବଡ ଯାଦୁ

ନୂଆଦିଲ୍ଲୀ,୧୯।୧୨: ବର୍ତ୍ତମାନ ଆଇପିଏଲ ୨୦୨୪ ନିଲାମ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି ନିଲାମ ମଙ୍ଗଳବାର, ଡିସେମ୍ବର ୧୯ରେ ଦୁବାଇ ମାଟିରେ ହେବ। ଆଇପିଏଲ ଇତିହାସରେ ଏହା ପ୍ରଥମ ନିଲାମ ହେବ ଯେଉଁଥିରେ ମହିଳା ନିଲାମକାରୀମାନେ ଖେଳାଳିଙ୍କ ପାଇଁ…

ପ୍ରଥମ ମ୍ୟାଚରେ ବ୍ଲାକ୍‌ କ୍ୟାପ୍‌ ବିଜୟୀ

ପୁରୁଣା ଭୁବନେଶ୍ୱର, ୧୯ା୧୨ (ଡି.ଏନ୍‌.ଏ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ କେଶୁରା କ୍ରିକେଟ ପଡ଼ିଆରେ ଏକାମ୍ର କପ୍‌ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ…

ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୧୯।୧୨ (ତପନ ସ୍ବାଇଁ): ନିକଟ ଅତୀତରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଥଲେଟ୍‌ଙ୍କୁ  କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ନିକଟରେ ଶେଷ…

କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୮।୧୨: ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ତଦନୁସାରେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏଫ୍‌ସି ଗୋଆ, ବେଙ୍ଗାଲୁରୁ…

ଅମିତାଭ ମୁମ୍ବାଇ ଟିମ୍‌ର ମାଲିକ

ମୁମ୍ବାଇ, ୧୮ା୧୨: ଇଣ୍ଡିଆନ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ପିଏଲ୍‌) ସହିତ ପ୍ରଥମ ଥର ସମ୍ପୃକ୍ତ ହେବା ସହ ମୁମ୍ବାଇ ଟିମ୍‌ର ମାଲିକ ଥିବା ପ୍ରକାଶ କରିଛନ୍ତି ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ। ଆଇଏସ୍‌ପିଏଲ୍‌ ହେଉଛି ଭାରତର ପ୍ରଥମ ଟେନିସ ବଲ୍‌ ଟି୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri