ଖେଳ

ଓ୍ବାର୍ଲଡ କପ ପରେ ଏବେ ଘରକୁ ଫେରିବା ବି ହୋଇ ପଡିଛି ମହଙ୍ଗା, ୧୦ ଗୁଣା ବଢିଛି ବିମାନ ଟିକେଟର ଦାମ

ନୂଆଦିଲ୍ଲୀ,୨୦।୧୧: କ୍ରିକେଟ ବିଶ୍ୱକପ ୨୦୨୩ ରବିବାର ରାତିରେ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଜିତିଛି। ଏହା ସହିତ ଭାରତର ତୃତୀୟ ବିଶ୍ୱକପ ପାଇଁ ଆଶା କରୁଥିବା କୋଟି କୋଟି ଲୋକଙ୍କ...

ମ୍ୟାଚ ହାରିବା ପରେ କୁଲଦୀପ ଯାଦବଙ୍କ ଘର ବାହାରେ ପୋଲିସ ମୁତୟନ…

କାନପୁର,୨୦।୧୧ : ଆଇସିସି କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ରବିବାର ଅହମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ...

କୋହଲିଙ୍କ କାନ୍ଧରେ ଝୁଲିବା ପଡ଼ିଲା ମହଙ୍ଗା: ବିଦେଶୀ ଦର୍ଶକଙ୍କ ନାଁରେ ମାମଲା ରୁଜୁ

ଅହମ୍ମଦାବାଦ୍‌,୨୦।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ୍‌ ମ୍ୟାଚ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଭିଭିଆଇପିମାନେ ଆସିଥିଲେ। ତେବେ ମ୍ୟାଚ ସମୟରେ ଏକ...

୨୦୩୧ରେ ଭାରତରେ ହେବ ବିଶ୍ୱକପ: ପୁଣି ୮ ବର୍ଷ ଅପେକ୍ଷା…

ନୂଆଦିଲ୍ଲୀ,୨୦।୧୧ : ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଟିମ ଇଣ୍ଡିଆର ପରାଜିତ ହୋଇଛି। ଏବେ ପୁଣି ଭାରତରେ ବିଶ୍ୱକପ ୮ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ। ଇଂଲଣ୍ଡରେ ପ୍ରଥମ ତିନିଟି ବିଶ୍ୱକପ କ୍ରମାଗତ ଭାବେ ଅନୁଷ୍ଠିତ...

ଫାଇନାଲରେ ଟିମ ଇଣ୍ଡିଆର ପରାଜୟ ପରେ ଧୋନୀଙ୍କୁ ମନେ ପକାଇଲା ଜୋମାଟୋ

ଅହମ୍ମଦାବାଦ୍‌,୨୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୬ଟି ଉଇକେଟ୍‌ ପରାସ୍ତ କରିଛି। ଏହି ପରାଜୟକୁ ନେଇ...

ଫାଇନାଲରେ ପରାଜୟ ପାଇଁ ଦାୟୀ କିଏ କହିଲେ ରୋହିତ ଶର୍ମା…

ଅହମଦାବାଦ,୨୦।୧୧ : ରବିବାର ଅଷ୍ଟ୍ରେଲିଆଠାରୁ ୬ୱିକେଟ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଶ୍ୱକପ ଫାଇନାଲରେ ବ୍ୟାଟିଂ ଭଲ ନ ଥିଲା ଯେଉଁଥିପାଇଁ ଫଳାଫଳ ଆମ ସପକ୍ଷରେ ଗଲା ନାହିଁ। କିନ୍ତୁ ପୁରା ଦଳ ପାଇଁ ମୁଁ...

୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ହାତରୁ ଗଲାଣି ୧୦ଟି ଆଇସିସି ଟ୍ରଫି: ୪ଥର ସେମିଫାଇନାଲ, ୫ଥର ଫାଇନାଲ୍‌ରେ ପରାଜୟ

ଅହମ୍ମଦାବାଦ୍‌,୨୦।୧୧: ଭାରତୀୟ ଦଳ ପୁଣି ଥରେ ଆଇସିସି ଟାଇଟଲ ହରାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲରେ ୬ ଉଇକେଟ ହରାଇଥିଲା। ଏହା ପ୍ରଥମ ନୁହେଁ, ଟିମ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟରେ...

ଅନ୍‌ଲାଇନ୍‌ରେ ସବୁ ରେକର୍ଡ ଭାଙ୍ଗିଲା ବିଶ୍ୱକପ ଫାଇନାଲ ମ୍ୟାଚ୍‌: ୫.୯ କୋଟି ଦର୍ଶକ ଦେଖିଲେ ମ୍ୟାଚ୍‌

ଅହମ୍ମଦାବାଦ୍‌,୨୦।୧୧: ୨୦୨୩ ବିଶ୍ୱକପ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇଛି। ଦିନିକିଆ କ୍ରିକେଟ ଇତିହାସରେ ଷଷ୍ଠ ଥର ପାଇଁ ବିଶ୍ୱକପ କବଜା କରିଛି କଙ୍ଗାରୁ ଟିମ୍‌। ଟିମ ଇଣ୍ଡିଆର ବିଜୟ ଆଶା କରୁଥିବା କୋଟି କୋଟି...

ବିଶ୍ୱକପ୍‌ ହାରିବା ପରେ ଭାଙ୍ଗିପଡ଼ିଥିବା କୋହଲିଙ୍କୁ ଆଲିଙ୍ଗନ କରୁଛନ୍ତି ଅନୁଷ୍କା, ଭାଇରାଲ ହେଉଛି ଫଟୋ

ଅହମ୍ମଦାବାଦ,୨୦ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଛି। ଏହା ପରେ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଥିଲା। ବିଶେଷକରି ଖେଳାଳିମାନେ ପରାଜିତ ହେବା ପରେ ପଡ଼ିଆରେ ଲୁହ ଏବଂ ଆଲିଙ୍ଗନରେ...

ସ୍କୁଲ୍ସ ଓପନ୍‌ ଚେସ୍‌: ପ୍ରତ୍ୟୁଷ ଚାମ୍ପିୟନ

ଭୁବନେଶ୍ୱର, ୨୦।୧୧(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ପଟିଆ ପ୍ରଶାନ୍ତି ବିହାରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକ ଷ୍ଟିଓ୍ବାର୍ଟ ସ୍କୁଲର...

ଅରୁଣାଚଳକୁ ୨୭-୦ରେ ହରାଇଲା ଓଡ଼ିଶା

ଚେନ୍ନାଇ, ୨୦।୧୧: ଏଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୨୭-୦ ଗୋଲରେ ଅରୁଣାଚଳ ପ୍ରଦେଶକୁ ହରାଇ ଦେଇଛି। ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ମ୍ୟାଚରେ ଓଡ଼ିଶା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ...

ସିଜନରେ ଭର୍ଷ୍ଟାପେନ୍‌ଙ୍କ ୧୮ତମ ବିଜୟ

ଲାସ୍‌ ଭେଗାସ, ୨୦ା୧୧ : ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଲାସ୍‌ଭେଗାସ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୮ତମ ରେସ୍‌ ବିଜୟ। ୩ଥର ବିଶ୍ୱ ଚାମ୍ପିୟନଙ୍କର ଏହା କ୍ରମାଗତ ୬ଷ୍ଠ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri