ଖେଳ

ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍‌ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା…

ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧ରେ ଆରମ୍ଭ ହେବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି…

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକାଙ୍କୁ କରିଥିଲେ ହତ୍ୟା: ପାରୋଲରେ ଖଲାସ ହେଲେ ଅଲିମ୍ପିକ ଧାବକ ପିଷ୍ଟୋରିଅସ୍‌

ପ୍ରିଟୋରିଆ,୫ା୧: ଦକ୍ଷିଣ ଆଫ୍ରିକୀୟ ଆଥ୍‌ଲେଟ ଓସ୍କାର ପିଷ୍ଟୋରିଅସ୍‌ ଜେଲ୍‌ରୁ ପାରୋଲରେ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବାସଭବନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଡିପାର୍ଟମେଣ୍ଟ ଅଫ୍‌ କରେକସନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶ୍ୱ ପ୍ରସିଦ୍ଧ ଡବଲ ଆମ୍ପ୍ୟୁଟି ଅଲିମ୍ପିକ ଧାବକ ଦକ୍ଷିଣ…

ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ଲାଗିଲା ଆଘାତ: ହସ୍ପିଟାଲରେ ଏହି କ୍ରିକେଟର

ମେଲବୋର୍ନ,୫ା୧: ମେଲବୋର୍ନ ଷ୍ଟାର ଦଳର ଉଇକେଟକିପର ସାମ୍‌ ହାର୍ପର ମୁଣ୍ଡରେ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ମେଲେବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ଟ୍ରେନିଂ ସେସନ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ସାମ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁରନ୍ତ…

କେପ୍‌ଟାଉନ୍‌ ଟେଷ୍ଟ ବିଜୟ ପରେ ଶୀର୍ଷକୁ ଫେରିଲା ଭାରତ

ନୂଆଦିଲ୍ଲୀ,୫।୧୨: କେପ୍‌ଟାଉନ୍‌ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା। ଏହି ଐତିହାସିକ ବିଜୟ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ବ ଟେଷ୍ଟ…

ଏହି କ୍ରିକେଟରଙ୍କ ବିରୋଧରେ ମାମଲା ଦାୟର କଲେ ଧୋନି, ସହିଥିଲେ କୋଟି କୋଟି ଟଙ୍କାର କ୍ଷତି

ରାଞ୍ଚି,୫।୧: ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, ମହେନ୍ଦ୍ର ସିଂ ଧୋନି ରାଞ୍ଚି କୋର୍ଟରେ ଅପରାଧିକ ମାମଲା ଦାୟର କରିଛନ୍ତି। ସୂଚନାନୁସାରେ, ମହେନ୍ଦ୍ର ସିଂ ଧୋନି ମିହିର ଦିୱାକର ଏବଂ ସୌମ୍ୟା…

ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜ ପାଇଁ ଆଜି ହୋଇପାରେ ଟିମ ଇଣ୍ଡିଆ ଘୋଷଣା, ରୋହିତ-ବିରାଟଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ

ନୂଆଦିଲ୍ଲୀ,୫।୧: ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜ ପାଇଁ ବିସିସିଆଇ ଶୁକ୍ରବାର ଟିମ ଇଣ୍ଡିଆର ଘୋଷଣା କରିପାରେ। ଏହି ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଖବର ଅନୁଯାୟୀ, ଏହି ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି…

ଟି୨୦ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି ବିରାଟ କୋହଲି, ରୋହିତ ଶର୍ମା

ନୂଆଦିଲ୍ଲୀ,୫।୧: ଭାରତୀୟ କ୍ରିକେଟ ଟିମର ମେରୁଦଣ୍ଡ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି୨୦ ସିରିଜ ଖେଳିବାକୁ ଇଛୁକ ଥିବା ବିସିସିଆଇକୁ ଜଣାଇଛନ୍ତି। ୨୦୨୨ ଟି୨୦ ବିଶ୍ୱକପ ପରେ ଦୁହେଁ କୌଣସି ଟି୨୦ ମ୍ୟାଚ୍ ଖେଳି ନାହାନ୍ତି। ଆଫଗାନିସ୍ତାନ ବିପକ୍ଷ…

ଆଜିଠାରୁ ରଣଜୀ ଟ୍ରଫି, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର, ଏକାସାଙ୍ଗରେ ହେବ ୧୯ ମ୍ୟାଚ

ନୂଆଦିଲ୍ଲୀ,୫।୧: ଦେଶର ବିଭିନ୍ନ ସ୍ଥାନରେ ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ନୂତନ ଖେଳାଳିମାନେ ଏହାର ପ୍ରଭାବ ପକାଇବାକୁ ଚେଷ୍ଟା କରିବାକୁ ଥିବା କିଛି ପୁରୁଣା ଖେଳାଳି ହଜିଯାଇଥିବା ପ୍ରତିଷ୍ଠା ଫେରି ପାଇବାକୁ ଚେଷ୍ଟା କରିବେ। ଚଳିତ…

କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ଏହି ମ୍ୟାଚ କେପଟାଉନରେ ଖେଳାଯାଇଥିଲା। ବୋଲରଙ୍କ ସହ ବ୍ୟାଟରମାନେ ମଧ୍ୟ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିରାଟ…

ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା

କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍‌ ମ୍ୟାଚ ଥିଲା। ଭାରତ…

ନମ୍ବର-୧ରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

କେପଟାଉନ,୫।୧: କେପଟାଉନ ଟେଷ୍ଟରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରୁ ଭାରତ ଉପକୃତ ହୋଇଥିଲା। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛନ୍ତି।…

ଟେଷ୍ଟ ଇତିହାସରେ ସବୁଠୁ ଛୋଟ ମ୍ୟାଚ୍‌

କେପ୍‌ଟାଉନ୍‌,୫ା୧(ପି.ଟି):ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଛି। ବଲ୍‌ ବ୍ୟବଧାନରେ ଏହା ଟେଷ୍ଟ କ୍ରିକେଟର ସବୁଠୁ ଛୋଟ ମ୍ୟାଚ୍‌। ଏହା ମାତ୍ର ସାଢେ ୪ ସେସନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri