ଫୁଟ୍ବଲ କିମ୍ବଦନ୍ତୀ ଜାଗାଲୋଙ୍କ ଦେହାନ୍ତ
ରିଓ ଡି’ ଜେନିରୋ, ୭ା୧(ଏପି): ବ୍ରାଜିଲର ପୂର୍ବତନ ଫୁଟ୍ବଲ ଖେଳାଳି ତଥା କୋଚ୍ ମାରିଓ ଜାଗାଲୋଙ୍କ ପରଲୋକ ଘଟିଛି। ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଜଣେ ଖେଳାଳି ହିସାବରେ ସେ ଦୁଇଥର ବିଶ୍ୱକପ୍ ଜିତିଥିବା ବେଳେ ବ୍ରାଜିଲର କୋଚ୍ ଭାବେ ଥରେ…
ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ
ମୁମ୍ବାଇ, ୭ା୧(ପି.ଟି.): ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷ ୪ ଦିନିଆ ମ୍ୟାଚ ପାଇଁ ଶନିବାର ୧୩ ଜଣିଆ ଭାରତ ‘ଏ’ କ୍ରିକେଟ ଦଳ ଘୋଷଣା କରାଯାଇଛି। ବେଙ୍ଗଲ ଭେଟେରାନ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦୁଇ ଦଳ…
ବାସନ୍ଦ ଉଠାଇବା ଲାଗି କହିଲା ଭାରତ କୁସ୍ତି ମହାସଂଘ
ନୂଆଦିଲ୍ଲୀ, ୭ା୧: ନୂଆ କର୍ମକର୍ତ୍ତା ନିର୍ବାଚନ ହେବାର ୩ ଦିନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସସ୍ପେଣ୍ଡ ହୋଇଥିବା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ମୁଖ୍ୟ ସଞ୍ଜୟ ସିଂ ୟୁନାଇଟେଡ ଓ୍ବାଲର୍ଡ ରେସ୍ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ…
ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରୁ ବାହାର ହୋଇପାରେ ଭାରତ: କାର୍ଯ୍ୟସୂଚୀ ବଢ଼ାଇଲା ଚିନ୍ତା…
କୋଲକାତା,୬।୧ : ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ଜୁନ ୧ ରୁ ଆରମ୍ଭ ହେବ। ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ସହିତ ଟିମ ଇଣ୍ଡିଆ ନିଜର ଅଭିଯାନ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ
ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍ନୀଠାରେ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆର…
ଟି୨୦ ବିଶ୍ୱକପ୍ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…
ନୂଆଦିଲ୍ଲୀ,୬।୧: ଜୁନ୍ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ। ଏଣୁ…
IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ
ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଲାଗି ଆଫଗାନିସ୍ତାନ ଟିମ୍ ଏକ ଚକିତ…
ICC ବଦଳାଇଲା କ୍ରିକେଟର ୩ ନିୟମ: ଆଇପିଏଲ ତଥା ଟି-୨୦ ବିଶ୍ୱକପରେ ହେବ ବଡ଼ ପରିବର୍ତ୍ତନ…
କୋଲକାତା,୬।୧ : ଷ୍ଟମ୍ପିଂ ନିୟମ ଏବଂ ଏହା ସହ ଜଡିତ ଢିଆରଏସ ଆଇସିସି ଦ୍ୱାରା ପରିବର୍ତ୍ତନ କରାଯାଇଛି। ଏହା ସହ ଆଉ ଦୁଇଟି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ନୂତନ ନିୟମ ଚଳିତ ବର୍ଷ ଆଇପିଏଲ ୨୦୨୪ରେ ଏବଂ ପରେ…
କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିକୁ ବାଛିଥିଲେ, ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଇ ଚମକାଇଲେ ଧୋନୀଙ୍କ ବନ୍ଧୁ…
ଅମରାବତୀ,୬।୧: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ ଡିସେମ୍ବର ୨୮ରେ ବଡ଼ ନିଷ୍ପତ୍ତି ନେଇଥିଲେ। ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରି ସେ ରାଜନୀତିରେ ପାଦ ରଖିବେ ବୋଲି କହିଥିଲେ। ସେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ…
୭ରୁ ସି.କେ. ନାଇଡୁ ଟ୍ରଫି: ବରଗଡ଼ରେ ପହଞ୍ଚିଲେ ଓଡ଼ିଶା, ସୌରାଷ୍ଟ୍ର ଦଳ
ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଜାନୁଆରୀ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ ଗ୍ରାଉଣ୍ଡରେ ବିସିସିଆଇ ପ୍ରଦତ୍ତ ୨୩ ବର୍ଷରୁ କମ୍ ବୟସ ବର୍ଗର କର୍ନେଲ ସି. କେ. ନାଇଡୁ ଏଲାଇଟ ଗ୍ରୁପ୍-ସି ଲିଗ୍ କ୍ରିକେଟ ପ୍ରତିଯୋଗିତା ଓଡ଼ିଶା ଓ ସୌରାଷ୍ଟ୍ର…
କ୍ୟାରିୟରର ଶେଷ ଟେଷ୍ଟ ପରେ ଡେଭିଡ ୱାର୍ନରଙ୍କୁ ଖାସ୍ ଉପହାର ଦେଲା ପାକିସ୍ତାନୀ ଦଳ
ନୂଆଦିଲ୍ଲୀ,୬।୧: ଡେଭିଡ ୱାର୍ନର ନିଜ କ୍ୟାରିୟରର ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ସିଡନୀରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳିଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଥିବାରୁ ୱାର୍ନରଙ୍କ ପାଇଁ ଶେଷ ଟେଷ୍ଟ ବହୁତ ଭଲ ଥିଲା। ମ୍ୟାଚ ବେଳେ ୱାର୍ନର ୭ ଚୌକା…
ସେମିଫାଇନାଲରେ ଯୋଦ୍ଧାସ, ଜାଏଣ୍ଟ୍ସ
ଭୁବନେଶ୍ୱର, ୬।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋରେ ପ୍ରଥମ ଦୁଇ ଦଳଭାବେ ତେଲୁଗୁ ଯୋଦ୍ଧାସ ଓ ଗୁଜରାଟ ଜାଏଣ୍ଟ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ତେଲୁଗୁ ଯୋଦ୍ଧାସ ୩୮-୩୦…
Archives


