Fifa Awards 2023: ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଲେ ଲିଓନେଲ ମେସି
ନୂଆଦିଲ୍ଲୀ,୧୬।୧୨: ଗତ ଚାରି ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଛନ୍ତି। ଏକ କଡ଼ା ପ୍ରତିଯୋଗିତାରେ ସେ ନରୱେ ଷ୍ଟ୍ରାଇକର ଏରଲିଙ୍ଗ ହାଲାଣ୍ଡଙ୍କୁ ପଛରେ ପକାଇ ଏହି ପୁରସ୍କାର…
ଚୟନକର୍ତ୍ତା ପଦ ପୂରଣ କରିବ ବିସିସିଆଇ: ଜାନୁଆରୀ ୨୫ ରହିଛି ଆବେଦନପତ୍ର ଦାଖଲର ଶେଷ ଦିବସ
ନୂଆଦିଲ୍ଲୀ,୧୬ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ପଶ୍ଚିମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ପେସ୍ ବୋଲର ସଲିଲ ଆଙ୍କୋଲାଙ୍କ ସ୍ଥାନରେ ଜଣଙ୍କୁ ନିଯୁକ୍ତି ଦେବା ଲାଗି ସୋମବାର ଦରଖାସ୍ତ ଆହ୍ବାନ କରିଛି। କାରଣ ପଶ୍ଚିମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ…
ପ୍ରଥମ ବିଜୟ ଲକ୍ଷ୍ୟରେ ସ୍ପୋଟର୍ସ ଓଡ଼ିଶା
ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ମଙ୍ଗଳବାର ସ୍ପୋଟର୍ସ ଓଡ଼ିଶା ଓ ହୋପ୍ସ ଏଫ୍ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ସ୍ଥାନୀୟ କ୍ୟାପିଟାଲ ଫୁଟବଲ ଆରେନାରେ ଏହି ମ୍ୟାଚ ଖେଳାଯିବ। ସ୍ପୋଟର୍ସ ଓଡ଼ିଶା ଏପର୍ଯ୍ୟନ୍ତ ୫ଟି…
କିଟ୍ରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ ଏଜୁକେଶନ ପ୍ରୋଗ୍ରାମ
ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ଆନୁକୂଲ୍ୟରେ ଓ୍ବାଲର୍ଡ ଆଥ୍ଲେଟିକ୍ସ କୋଚ୍ମାନଙ୍କର ଏଜୁକେଶନ ପ୍ରୋଗ୍ରାମ (ଲେଭଲ-୧) ସୋମବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ଏହି ପ୍ରୋଗ୍ରାମ ୨୬ ତାରିଖ…
ନର୍ଥ ଇଷ୍ଟ ୟୁନାଇଟେଡର ପ୍ରଥମ ବିଜୟ
ଭୁବନେଶ୍ୱର, ୧୬।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ନର୍ଥ ଇଷ୍ଟ ୟୁନାଇଟେଡ ପ୍ରଥମ ବିଜୟ ହାସଲ କରିଛି। ପିଚ୍-୧ରେ ସୋମବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚରେ ଏହି ଦଳ ଶିଲଂ ଲାଜଂ ଦଳକୁ ୨-୧…
ମ୍ୟାଚ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ
ଭୁବନେଶ୍ୱର, ୧୬।୧ (ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା-ମଧ୍ୟପ୍ରଦେଶ ଏଲିଟ ଗ୍ରୁପ୍ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ସୋମବାର ଶେଷ ହୋଇଛି। ମ୍ୟାଚରୁ ଫଳାଫଳ ମିଳିପାରି ନ ଥିବାବେଳେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ…
ସବୁକିଛି ମୋ ନିୟନ୍ତ୍ରଣରେ ନାହିଁ… ଟି-୨୦ରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ଆୟର
ନୂଆଦିଲ୍ଲୀ,୧୬।୧୨: ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ବର୍ତ୍ତମାନ ଟି-୨୦ ଦଳର ଅଂଶ ନାହଁାନ୍ତି। କୁହାଯାଉଛି ଯେ, ଆୟର ୨୦୨୪ ଟି-୨୦ ବିଶ୍ୱକପରେ ଖେଳୁଥିବା ଦେଖାଯିବ ନାହିଁ। ସେ ବର୍ତ୍ତମାନ ଇଂଲଣ୍ଡ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ରଣଜୀ…
ମାତ୍ର ୨୨ ବର୍ଷରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ
ନୂଆଦିଲ୍ଲୀ,୧୬।୧: ଭାରତର ତାରକା ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୨୨ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ ଟି-୨୦ରେ ୫ ଥର ୫୦ରୁ ଅଧିକ ରନ ସ୍କୋର କରିଥିବା ଜୟସ୍ବାଲ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଆଫଗାନିସ୍ତାନ…
ଟି-୨୦ରେ ନୂଆ କାରନାମା କଲେ ଜିମ୍ବାଓ୍ବେ କ୍ରିକେଟର୍: ଏମିତି କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍
ନୂଆଦିଲ୍ଲୀ,୧୬।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଜିମ୍ବାୱେ କ୍ରିକେଟର ସିକନ୍ଦର ରାଜା ଯାହା କରିଛନ୍ତି ତାହା ଏପର୍ଯ୍ୟନ୍ତ କେହି କରି ପାରି ନାହାନ୍ତି। ଏହି ମ୍ୟାଚରେ ସିକନ୍ଦର ରାଜା ଜଣେ ବୋଲର…
ଆଖିପିଛୁଳାକେ ଡେଇଁପଡି କ୍ୟାଚ୍ ଧରିଦେଲେ କ୍ରିକେଟର୍, ନ ଦେଖିଲେ ହେବନି ବିଶ୍ୱାସ
ନୂଆଦିଲ୍ଲୀ,୧୬।୧: ଆଜିକାଲି ଖେଳାଯାଉଥିବା SA 20 ଲିଗରେ ଜୋବର୍ଗ ସୁପର କିଙ୍ଗ୍ସର ରୋମାରିଓ ଶେଫର୍ଡ ଏପରି ଏକ କ୍ୟାଚ ନେଇଥିଲେ, ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ରୋମାରିଓ ଗୋଟିଏ ହାତରେ କ୍ୟାଚ ନେଇଥିଲେ। ଶେଫର୍ଡଙ୍କ କ୍ୟାଚ୍ ଧରିବାର ଭିଡିଓ SA20…
କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ
ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଏକ ନମ୍ବର ବ୍ୟାଟର୍ ବିରାଟ କୋହଲି ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୨୦୦୦ ରନ୍ ପୂରଣ କରିବା…
ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଧୋନିଙ୍କୁ ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନିମନ୍ତ୍ରଣ ମିଳିଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହିତ ଜଡିତ ଲୋକ ଧୋନିଙ୍କୁ ନିମନ୍ତ୍ରଣ…
Archives


