ଖେଳ

କିକ୍‌ଷ୍ଟାର୍ଟ ସହ ପଏଣ୍ଟ ବାଣ୍ଟିଲା ଓଏଫ୍‌ସି

ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ନିଜର ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ବେଙ୍ଗାଲୁରୁ ଫୁଟବଲ ଷ୍ଟାଡିୟମରେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ବିପକ୍ଷରେ ଦଳ ୦-୦ରେ ଏହାର ମ୍ୟାଚ୍‌ ଅମୀମାଂସିତ ରଖିଛି। ଏହା ସହିତ ଦଳ ପଏଣ୍ଟ…

ଫାଇନାଲରେ ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର,୨୫ା୧(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍‌ ଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ ଏଫ୍‌ସି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଦଳ ଜାମସେଦପୁର ଏଫ୍‌ସିକୁ ୨-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ମ୍ୟାଚ୍‌ର କୋଲକାତା ଡର୍ବି…

କୃତୀ ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ଦି ଉତ୍କଳ ୟୁନିକର୍ନସ ରୋଲର ସ୍ପୋଟର୍‌ସ ଏକାଡେମୀ ତରଫରୁ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଭାରତୀ ବିଦ୍ୟାଭବନ ଅଡିଟୋରିୟମରେ ୭୦ କୃତୀ ସ୍କେଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଡି ଗୋଏଙ୍କା ପବ୍ଲିକ ସ୍କୁଲର ସିଇଓ ମୁଖ୍ୟ ଅତିଥି…

କିଟ୍‌ ରଗ୍‌ବୀ ପୁରୁଷ ୭ଏସ୍‌ ଟିମ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ମୋହଲିଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ୟୁନିଭର୍ସିଟି ରଗ୍‌ବୀ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିଜ, ନୂଆଦିଲ୍ଲୀ ଅଧୀନରେ ଚଣ୍ଡିଗଡ଼ ୟୁନିଭର୍ସିଟି ଦ୍ୱାରା ଆୟୋଜିତ ଏହି ଇଭେଣ୍ଟରେ ରୌପ୍ୟ ପଦକ…

ବାଜ୍‌ବଲ୍‌କୁ ହରାଇବା ଲକ୍ଷ୍ୟରେ ଭାରତୀୟ ସ୍ପିନର

ହାଇଦ୍ରାବାଦ,୨୫ା୧(ପି.ଟି.): ଘରୋଇ ମାଟିରେ ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ। ବିଗତ ୧୨ ବର୍ଷ ମଧ୍ୟରେ ଏହା କୌଣସି ଘରୋଇ ସିରିଜରେ ପରାଜିତ ହୋଇନାହିଁ। ଇଂଲଣ୍ଡ ନିଜର ଚିରାଚରିତ ବାଜ୍‌ବଲ୍‌ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କ ଭରସାରେ…

ଅବସର ଘୋଷଣା କଲେ କିମ୍ବଦନ୍ତୀ ବକ୍ସର ମେରି କମ୍

ନୂଆଦିଲ୍ଲୀ,୨୪।୧: ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୧୨ ଅଲିମ୍ପିକ୍ ପଦକ ବିଜେତା ମଙ୍ଗଟେ ଚୁଙ୍ଗନେଜାଙ୍ଗ ମେରି କମ୍ ବୁଧବାର ବକ୍ସିଂରୁ ଅବସର ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ…

Ind Vs Eng Live Streaming: ୫ ଚ୍ୟାନେଲରେ  ହେବ ମ୍ୟାଚ୍‌ର ସିଧା ପ୍ରସାରଣ, କେତେବେଳେ ହେବ ଆରମ୍ଭ? ଜାଣନ୍ତୁ ସମସ୍ତ ସୂଚନା…

ନୂଆଦିଲ୍ଲୀ,୨୪।୧: ଭାରତ-ଇଲଂଣ୍ଡ ମଧ୍ୟରେ ଜାନୁଆରୀ ୨୫ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ପ୍ରାୟ ଦୀର୍ଘ ୩ ମାସ ଧରି ଚାଲିବ। ଏନେଇ ଘୋଷଣା ହେବା ପରଠାରୁ ଏହା କେଉଁ ଚ୍ୟାନେଲରେ ପ୍ରସାରିତ ହେବ ସେନେଇ ଭାରତୀୟ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।…

ବିସିସିଆଇ କଲା ଘୋଷଣା, ଏହି ଦୁଇ ସହରରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍ ୨୦୨୪

ମୁମ୍ବାଇ,୨୪।୧: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ। ୨୩ ଫେବୃଆରୀରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ବହୁ ପ୍ରତୀକ୍ଷିତ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏହି ରୋମାଞ୍ଚକର ଟି -୨୦…

ଇତିହାସ ରଚିଲେ ସୂର୍ଯ୍ୟକୁମାର, କ୍ରମାଗତ ୨ଥର ପାଇଁ ଜିତିଲେ ଆଇସିସି ଟି -୨୦ ପ୍ଲେୟର ଅଫ୍‌ ଦ ଇୟର ଆଓ୍ବାର୍ଡ

ନୂଆଦିଲ୍ଲୀ,୨୪।୧: ଭାରତର ବିସ୍ଫୋରକ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ୨୦୨୩ ବର୍ଷ ପାଇଁ ଟି -୨୦ ପ୍ଲେୟର ଅଫ୍‌ ଦ ଇୟର ଭାବେ ଚୟନ କରିଛି। ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ଏହି ପୁରସ୍କାର ମିଳିଛି। ସୂର୍ଯ୍ୟକୁମାର ମଧ୍ୟ ଏହା…

ଅଷ୍ଟ୍ରେଲିଆ ଦଳରେ ପରିବର୍ତ୍ତନ, ମିଚେଲ ମାର୍ଶ ସମ୍ଭାଳିବେ ଅଧିନାୟକତ୍ୱ

ଲଣ୍ଡନ,୨୪।୧: ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୧୪ ଜଣିଆ ଟିମ ଘୋଷଣା କରିଛି। ଦଳର ଅଧିନାୟକ ଭାବେ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କମିନ୍ସଙ୍କ…

IND vs ENG: ବିରାଟଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଟେଷ୍ଟ ସିରିଜରେ ମିଳିଲା ସୁଯୋଗ, ବିସିସିଆଇ କଲା ଘୋଷଣା

ନୂଆଦିଲ୍ଲୀ,୨୪।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜ ଗୁରୁବାରରୁ ଆରମ୍ଭ ହେଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭେଟେରାନ ବ୍ୟାଟର୍‌ ବିରାଟ କୋହଲି ସିରିଜର ପ୍ରଥମ ଦୁଇଟି ମ୍ୟାଚ…

ଇଂଲଣ୍ଡଙ୍କୁ ବଡ଼ ଝଟକା: ପାକିସ୍ତାନ ବଂଶୋଭବ ଶୋଏବ ବଶୀର ଖେଳିପାରିବେନି ପ୍ରଥମ ଟେଷ୍ଟ

ଲଣ୍ଡନ,୨୪।୧: ଜାନୁଆରୀ ୨୫ରୁ ଭାରତ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଉଦଘାଟନୀ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ଼ ଝଟକା ଲାଗିଛି। ପାକିସ୍ତାନ ବଂଶୋଭବ ସ୍ପିନର ଶୋଏବ ବଶୀର ପ୍ରଥମ ଟେଷ୍ଟରେ ଇଂଲଣ୍ଡର ପ୍ଲେ-୧୧ରେ ଅଂଶ ହେବେ ନାହିଁ। ଇଂଲଣ୍ଡ ଅଧିନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri