ଖେଳ

ସେଞ୍ଚୁରିୟନରେ ରାହୁଲଙ୍କ ନିଆରା ରେକର୍ଡ, ପ୍ରଥମ ବିଦେଶୀ ଖେଳାଳି ଭାବେ ହାସଲ କଲେ ଏହି ସଫଳତା

ସେଞ୍ଚୁରିୟନ୍‌,୨୭ା୧୨: ଭାରତୀୟ ଦଳର ଉଇକେଟ କିପର ବ୍ୟାଟର ଲୋକେଶ ରାହୁଲ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମ ବିଦେଶୀ ଖେଳାଳି ଭାବରେ ସେ ସେଞ୍ଚୁରିୟନରେ ଦୁଇଟି ସେଞ୍ଚୁରି (ଶତକ) ହାସଲ କରିଛନ୍ତି। ଟେଷ୍ଟରେ ଏହା ରାହୁଲଙ୍କ କ୍ୟାରିୟରର...

IND vs SA 1st: ଏଲ୍‌ଗାରଙ୍କ ଶତକରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ

ସେଞ୍ଚୁରିୟନ୍‌,୨୭ା୧୨: ଡିନ୍‌ ଏଲଗାରଙ୍କ ଶତକ ବଳରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ଼ ସ୍ଥିତିରେ ଦକ୍ଷିଣ ଆଫ୍ରିକା। ଭାରତର ପ୍ରଥମ ଇନିଂସ ସ୍କୋର ୨୪୫ ରନ୍‌ ଜବାବରେ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ୍ସ ସୁଦ୍ଧା ୫ ଉଇକେଟ ୨୫୬ ରନ୍‌...

ସମସ୍ତ ପ୍ରସାରଣ-ଡିଜିଟାଲ ରେକର୍ଡ ଭାଙ୍ଗିଲା ୨୦୨୩ ବିଶ୍ୱକପ

ନୂଆଦିଲ୍ଲୀ,୨୭।୧୨: ନଭେମ୍ବରରେ ଭାରତରେ ଶେଷ ହୋଇଥିବା ବିଶ୍ୱକପ ୨୦୨୩ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦେଖାଯାଇଥିବା ଆଇସିସି ଇଭେଣ୍ଟରେ ପରିଣତ ହୋଇଛି। ଏହି ବିଶ୍ୱକପ ପୂର୍ବ ଆଇସିସି ଇଭେଣ୍ଟର ପ୍ରସାରଣ ଏବଂ ଡିଜିଟାଲ ରେକର୍ଡକୁ ଭାଙ୍ଗି ଦେଇଛି। ଯେକୌଣସି ଆଇସିସି...

ଭାରତର ‘ସଙ୍କଟମୋଚକ’ ସାଜିଲେ କେ.ଏଲ ରାହୁଲ: ସମସ୍ତେ କରୁଛନ୍ତି ପ୍ରଶଂସା

ସେଞ୍ଚୁରିଅନ,୨୭।୧୨: ସେଞ୍ଚୁରିଅନ ଗ୍ରାଉଣ୍ଡରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆ ୨୪୫ ରନ୍‌ରେ ଅଲଆଉଟ୍‌ ହୋଇଛି। ଏହି ମ୍ୟାଚ୍‌ରେ ଭାରତର ସଙ୍କଟମୋଚକ ସାଜିଛନ୍ତି କେ.ଏଲ...

କେ ଏଲ୍‌ ରାହୁଲଙ୍କୁ ଆଖି ଦେଖାଇଲେ ଦକ୍ଷିଣ ଆଫ୍ରିକା ବୋଲର୍‌, ମିଳିଲା କଡ଼ା ଜବାବ

ସେଞ୍ଚୁରିଅନ୍‌,୨୭।୧୨: ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ତେବେ ଲୋକେଶ ରାହୁଲ ୭୦ରନ୍‌ରେ ଅପରାଜିତ ରହି ଭାରତର ସ୍କୋରକୁ ୨୦୦ ଅତିକ୍ରମ...

IND vs SA Test: ଟମ୍‌ ଇଣ୍ଡିଆ ପାଇଁ ରାହୁଲଙ୍କ ଦମ୍‌ଦାର ଶତକ

ସେଞ୍ଚୁରିଅନ୍‌,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ ଖେଳାଯାଉଛି । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୨୪୫ ରନ୍‌ରେ ସୀମିତ ରହିଛି। ଏହି ସମୟରେ...

ରୋହିତଙ୍କ ସ୍ଥାନ ନେବା ପରେ ହାର୍ଦ୍ଦିକଙ୍କୁ କରାଗଲା ମହାରାଜାଙ୍କ ଭଳି ସ୍ବାଗତ, Video ଦେଖିଲେ…

ନୂଆଦିଲ୍ଲୀ,୨୭।୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିଛି। ଏହାପରଠାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବାର ଭିଡିଓ ଭାଇରାଲ ହେଉଛି। ୨୦୧୫ରୁ ଆଇପିଏଲ୍‌ ଖେଳୁଛନ୍ତି ପାଣ୍ଡ୍ୟା।...

କେଏଲ ରାହୁଲଙ୍କ ୭ ସହ ସଂଯୋଗ: ୭ ଥର ୦, ୭ ଥର ୨ ,୭ ଥର ୧୦ ଆଉ ୭ ଥର ଶହେ…

ସେଞ୍ଚୁରିଅନ,୨୭।୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଆଫ୍ରିକୀୟ ବୋଲରଙ୍କ ସାମ୍ନାରେ ରନ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ...

ରୋହିତଙ୍କୁ ପଛରେ ପକାଇଲେ କୋହଲି

ନୂଆଦିଲ୍ଲୀ,୨୭।୧୨: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ଏହାର ଦୁଇଟି ଫାଇନାଲ ଖେଳାଯାଇଛ। ପରବର୍ତ୍ତୀ ଫାଇନାଲ ୨୦୨୫ରେ ଖେଳାଯିବ। ଯେଉଁଥି ପାଇଁ ସମସ୍ତ ଦଳ କଠିନ ପରିଶ୍ରମ କରୁଛନ୍ତି । ପଏଣ୍ଟ ଟେବୁଲର ଶ୍ରେଷ୍ଠ...

ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ

ବେଙ୍ଗାଲୁରୁ,୨୭ା୧୨(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍‌ ଏ ସାଇଡ୍‌ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍‌ ୨୦୨୪...

ଭାରତର ବ୍ୟାଟିଂ ବିପର୍ଯ୍ୟୟ

ସେଞ୍ଚୁରିଅନ୍‌,୨୭ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ପିଚ୍‌ ଓ ପରିବେଶରୁ ଫାଇଦା ଉଠାଇବାରେ ସକ୍ଷମ ହୋଇଥିବାବେଳେ ପ୍ରଥମ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ...

ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ

ନୂଆଦିଲ୍ଲୀ, ୨୭ା୧୨(ପି.ଟି.): ବିବାଦ ଘେରରେ ରହିଥିବା ଏମ୍‌ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri