ଚମକିଲେ ହିଟ୍ମ୍ୟାନ୍: ଲଞ୍ଚ୍ ବ୍ରେକ୍ ପର୍ଯ୍ୟନ୍ତ ଭାରତ ସ୍କୋର ୯୩/୩
ରାଜକୋଟ,୧୫।୨: ଆଜିଠାରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ୩ ଉଇକେଟ ହରାଇ…
ପାପା କେହେତେଁ ହେଁ ବଡ଼ା ନାମ୍ କରେଗା… ସରଫରାଜଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପୋଷ୍ଟ ହେଉଛି ଭାଇରାଲ୍
ମୁମ୍ବାଇ,୧୫।୨: ସରଫରାଜ ଖାନ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ସେ ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଖେଳୁଛନ୍ତି। ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ସରଫରାଜଙ୍କୁ ଟିମ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ। ସରଫରାଜ…
ପୂଜାରା-ଜାଡେଜାଙ୍କୁ କରାଗଲା ସମ୍ମାନିତ: ଜାଣନ୍ତୁ ଏହା ପଛରେ ରହିଛି କ’ଣ କାରଣ
ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ବ୍ୟାଟ୍ସମ୍ୟାନ ଚେତେଶ୍ୱର…
ସମଗ୍ର ଦେଶ ତାଙ୍କୁ ମିସ୍ କରୁଛି, କୋହଲିଙ୍କୁ ନେଇ ଏମିତି କହିଲେ ବୀରେନ୍ଦ୍ର ସେହ୍ବାଗ
ରାଜକୋଟ,୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ରାଜକୋଟ ଟେଷ୍ଟରେ ଭାରତୀୟ ଦଳ ବିରାଟ କୋହଲିଙ୍କ ବିନା ପୁଣି ଥରେ ପଡ଼ିଆକୁ ଓହ୍ଲାଇଛି। ଇଂଲଣ୍ଡ ବିପକ୍ଷ ସମ୍ପୂର୍ଣ୍ଣ ସିରିଜରେ କୋହଲି ଟିମ…
ପୁଅକୁ ପ୍ରଥମଥର ଟିମ୍ ଇଣ୍ଡିଆ କ୍ୟାପ୍ରେ ଦେଖି ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ପିତା
ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଭାରତ ପ୍ଲେଇଙ୍ଗ୍-୧୧ରେ ପରିବର୍ତ୍ତନ ଆଣିଛି। ଟିମ ଇଣ୍ଡିଆ ସରଫରାଜ ଖାନଙ୍କୁ ଏକ ସୁଯୋଗ ଦେଇଛି। ସରଫରାଜ ଡେବ୍ୟୁ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଟସ ପୂର୍ବରୁ ତାଙ୍କୁ ଭାରତୀୟ ଦଳର କ୍ୟାପ…
ଟସ୍ ଜିତିଲା ଭାରତ: ସରଫରାଜ-ଜୁରେଲ କରୁଛନ୍ତି ଡେବ୍ୟୁ
ରାଜକୋଟ,୧୫।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ଲେଇଙ୍ଗ୍-୧୧ରେ ଟିମ ଇଣ୍ଡିଆ ପରିବର୍ତ୍ତନ କରିଛି। ସରଫରାଜ ଖାନ ଏବଂ ଧ୍ରୁଭ ଜୁରେଲ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ମହମ୍ମଦ ସିରାଜ…
ଓଡ଼ିଶା ବାଳିକା, ବାଳକ ଦଳକୁ ରୌପ୍ୟ
ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): ଅହମଦାବାଦର ପଲଜସ୍ଥିତ ଗାନ୍ଧୀନଗର ଆଇଆଇଟି ପରିସରରେ ଜାତୀୟ ସବ୍ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନଶିପ୍ ୧୩ ଓ ୧୪ ଦୁଇ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଓ ବାଳକ ଦଳ ଆକର୍ଷଣୀୟ ପ୍ରଦର୍ଶନ କରି ରୌପ୍ୟ…
ପୁଣି ଆନ୍ଦୋଳନ ଧମକ ଦେଲେ ସାକ୍ଷୀ, ବଜରଙ୍ଗ
ନୂଆଦିଲ୍ଲୀ,୧୫ା୨(ପି.ଟି.): ଅଲିମ୍ପିକ୍ସ ପଦକ ବିଜେତା ରେସ୍ଲର ସାକ୍ଷୀ ମଲିକ୍ ଓ ବଜରଙ୍ଗ ପୁନିଆ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ମଙ୍ଗଳବାର ୟୁନାଇଟେଡ ଓ୍ବାଲର୍ଡ ରେସ୍ଲିଂ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଉପରୁ ନିଲମ୍ବନ ଆଦେଶକୁ ହଟାଇ ଦେଇଥିଲା। ତେବେ ଡବ୍ଲ୍ୟୁଏଫ୍ଆଇ…
ବୁଦାପେଷ୍ଟକୁ ଚେସ୍ ଅଲିମ୍ପିଆଡ୍ ମଶାଲ ହସ୍ତାନ୍ତର
ନୂଆଦିଲ୍ଲୀ,୧୫ା୨(ପି.ଟି.): ଭାରତୀୟ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଚେସ୍ ଅଲମ୍ପିଆଡ୍ ହସ୍ତାନ୍ତର କରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାଫେଷ୍ଟରେ ୪୫ତମ ଚେସ୍ ଅଲମ୍ପିଆଡ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ମଶାଲ ହସ୍ତାନ୍ତର କରିଥିଲେ।…
ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ
ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ରେ ଭାରତ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ସ୍ପେନ୍କୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ…
ଭାରତୀୟ ଦଳରେ ଓଡ଼ିଶାର ଆହାନ
ଭୁବନେଶ୍ୱର, ୧୫।୨ (ତପନ ସ୍ବାଇଁ): ମାଲେସିଆର କୁଚିଙ୍ଗ୍ଠାରେ ଆଇଟିଏଫ୍ ଓ୍ବାଲର୍ଡ ଜୁନିୟର୍ସ ଟିମ୍ କମ୍ପିଟେଶନ ଫାଇନାଲ କ୍ୱାଲିଫାଇଂ ଇଭେଣ୍ଟ-୨୦୨୪ ମାର୍ଚ୍ଚ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଓଡ଼ିଶାର ଆହାନ ସାମିଲ ହୋଇଛନ୍ତି।…
ଚାଇନାକୁ ୨-୦ରେ ହରାଇଲା ଅଷ୍ଟ୍ରେଲିଆ
ରାଉରକେଲା,୧୫ା୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ଅଷ୍ଟ୍ରେଲିଆ ୨-୦ ଗୋଲରେ ଚାଇନାକୁ ପରାସ୍ତ କରିଛି। ପୂର୍ବ ମ୍ୟାଚରେ ଚାଇନା ୨-୧ ଗୋଲରେ ଭାରତକୁ ହରାଇ ଥିବାରୁ ଅଷ୍ଟ୍ରେଲିଆ…
Archives


