‘ଯୁବ ଖେଳାଳିଙ୍କ ଠାରୁ ସୁଯୋଗ ଛଡାଇ ନିଆଯାଉଛି’, ରୋହିତ-ବିରାଟଙ୍କ ଟି-୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ଏମିତି କାହିଁକି କହିଲେ ଏହି ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୨।୧: ଟିମ ଇଣ୍ଡିଆର ଟି -୨୦ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆଲୋଚନା ବନ୍ଦ ହେଉନାହିଁ। କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟ ଖେଳାଳିମାନେ ଏହି ଦୁଇ କ୍ରିକେଟରଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କ୍ରମାଗତ ଭାବରେ...
କେବେ, କେଉଁଠାରେ ଖେଳାଯିବ ଭାରତ-ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି -୨୦, ଜାଣନ୍ତୁ ସବୁକିଛି…
ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଆରମ୍ଭ ହୋଇଛି। ଭାରତ ଗସ୍ତରେ ଆସିଥିବା ଆଫଗାନିସ୍ତାନ ଦଳକୁ ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁରୁବାର ମୋହାଲିରେ ଅନୁଷ୍ଠିତ ଟି -୨୦...
ଲମ୍ବା ଲମ୍ବା ଛକା ମାରି ଯେକୌଣସି ସମୟରେ କରିପାରିବି ରନ୍: ଶିବମ
ମୋହାଲି,୧୨।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଶିବମ ଦୁବେ ଚମତ୍କାର ବ୍ୟାଟିଂ କରିଥିଲେ। ଶିବମଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଆଧାରରେ ଭାରତ ଆଫଗାନିସ୍ତାନକୁ ୬ଟି ଉଇକେଟ୍ରେ ପରାସ୍ତ କରିଥିଲା। ପ୍ରଥମ ବୋଲିଂରେ ଶିବମ ୨ ଓଭରରେ ୯...
ଗିଲ୍ଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ପରେ କହିଲେ କାରଣ…
ମୋହାଲି,୧୧।୧:ମୋହାଲିରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ରୋହିତ ଶର୍ମା ଶୂନରେ ଆଉଟ ହୋଇଥିଲେ। ରନ ସ୍କୋର କରିବାରେ ଶୁବମନ ଗିଲ ଏବଂ ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ଟିମ ଇଣ୍ଡିଆକୁ ଏହି ଉଇକେଟ ହରାଇବାକୁ ପଡିଥିଲା।...
ପ୍ରଥମ ଟି -୨୦ରେ ଆଫଗାନିସ୍ତାନକୁ ୬ ଉଇକେଟ୍ରେ ହରାଇଲା ଭାରତ
ମୋହାଲି,୧୧।୧: ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍ରେ ବିଜୟୀ ହୋଇଛି। ଭାରତ ୧୫୯ ରନ୍ର ଲକ୍ଷକୁ ପିଛା କରି ୧୭.୩ ଓଭରରେ ଜିତିଛି। ଭାରତ ପାଇଁ ଶିବମ ଦୁବେ ୪୦...
ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର
ନୂଆଦିଲ୍ଲୀ,୧୧ା୧: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଆଥ୍ଲେଟଙ୍କୁ ବିଦେଶରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ। ଗୁରୁବାର ଓଡ଼ିଆ ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଅଷ୍ଟ୍ରେଲିଆରେ ପ୍ରସ୍ତୁତି ପାଇଁ ଅନୁମତି ମିଳିଥିବା ବେଳେ ଟୋକିଓ ଅଲିମ୍ପିକ୍ସ...
ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍, ଭାରତକୁ ଦେଲା ୧୫୯ ରନ୍ର ଲକ୍ଷ୍ୟ
ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୫୮ ରନ୍ କରିଛି। ତେବେ ଟିମ୍ ଇଣ୍ଡିଆ ଆଗରେ ୧୫୯ ରନ୍ର...
ପ୍ରବଳ ଥଣ୍ଡାରେ କମ୍ପୁଛନ୍ତି କ୍ରିକେଟର: ଶେୟାର ହେଲା ଭିଡିଓ
ମୋହାଲି,୧୧।୧: ଗୁରୁବାର ୩ ଟି -୨୦ ମ୍ୟାଚ ସିରିଜର ପ୍ରଥମ ଟି -୨୦ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୋହାଲିରେ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ...
ଏହି କାରଣରୁ ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍ ପଡ଼ିଲେ ଯଶସ୍ବୀ
ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର୍ ଯଶସ୍ବୀ ଜୟଓ୍ବାଲ ବାଦ୍ ପଡିଛନ୍ତି।...
ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ
ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ପ୍ଲେ-୧୧ରେ ଉଇକେଟ୍...
ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି
ନୂଆଦିଲ୍ଲୀ, ୧୧।୧: ଟିମ ଇଣ୍ଡିଆ ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଦୀର୍ଘ ଦିନ ପରେ ରୋହିତ ଶର୍ମା ଭାରତୀୟ ଟି -୨୦ ଦଳକୁ ଫେରିଛନ୍ତି। ଏହି ସିରିଜରେ ରୋହିତ ଭାରତର ଅଧିନାୟକ ହେବେ।...
ମହମ୍ମଦ ସିରାଜଙ୍କ ଉପରେ ନୋଟ ବର୍ଷା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ବହୁତ ଭଲ ଥିଲା। ସେ ୨ମ୍ୟାଚ ଟେଷ୍ଟ ସିରିଜରେ ୯ ୱିକେଟ ନେଇଥିଲେ। ଟେଷ୍ଟ ସିରିଜରେ ଅଧିକାଂଶ ୱିକେଟ ନେଇଥିବା ବୋଲର ତାଲିକାରେ...
Archives


