ଖେଳ

‘ଶୁଭମନ୍‌ଙ୍କୁ ଅଧିନାୟକତ଼୍ବ ବିଷୟରେ ଜଣାନାହିଁ’, ବଡ଼ ବୟାନ୍‌ ଦେଲେ ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ, ୧୬।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ ଆଇସିସି ଟି-୨୦ ବିଶ଼୍ବ କପ୍‌ ବିଜୟ ପରେ ଜିମ଼୍ବାୱେ ଗସ୍ତରେ ଯାଇଥିଲା । ଏହି ଟିମ୍‌ର ଅଧିନାୟକତ଼୍ବ ଶୁଭମନ ଗିଲ୍‌ଙ୍କ ହାତରେ ରହିଥିଲା । ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଟିମ୍‌ ଜୋରଦାର ଫର୍ମକୁ…

ଏମିତି ସଟ୍‌ ଖେଳିଲେ ବ୍ୟାଟ୍ସମ୍ୟାନ୍‌, ବ୍ୟାଟ୍‌ ହୋଇଗଲା ଦି’ ଫାଳ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୧୬।୭: ଆମେରିକାର ମେଜର ଲିଗ କ୍ରିକେଟରେ (ଏମ୍‌ଏଲ୍‌ସି ୨୦୨୪) ଖେଳାଯାଇଥିଲା। ଏହି ମ୍ୟାଚ ଲସ ଆଞ୍ଜେଲସ ନାଇଟ ରାଇଡର୍ସ (ଏଲ୍‌ଏକେଆର୍‌) ଏବଂ ୱାଶିଂଟନ ଫ୍ରିଡମ (ଡବ୍ଲୁଏଫ) ମଧ୍ୟରେ ଖେଳାଯାଇଥିଲା। ୱାଶିଂଟନ ଫ୍ରିଡମ ଏହି ମ୍ୟାଚ ଜିତିଥିଲା। ୱାଶିଂଟନ ଫ୍ରିଡମ ଅଧିନାୟକ ଷ୍ଟିଭ…

୨ ଓଭରରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍‌: ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌

ନୂଆଦିଲ୍ଲୀ,୧୬।୭: କ୍ରିକେଟରେ କ’ଣ ହେବ, ତାହା କେହି ଜାଣନ୍ତି ନାହିଁ। ସମୟ ସହିତ କ୍ରିକେଟ ଦ୍ରୁତ ଗତିରେ ଗତି କରୁଛି। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିସ୍ଫୋରକ ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି। କ୍ରିକେଟର ସମ୍ପ୍ରସାରଣ ସହିତ ଫର୍ମାଟ ମଧ୍ୟ…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୭: ଭାରତୀୟ ଦ୍ରୁତ ବୋଲର ଚେତନ ସାକରିଆ ବିବାହ କରିଛନ୍ତି। ଚେତନଙ୍କ ବିବାହ ଫଟୋ ଭାଇରାଲ ହୋଇଛି। ଚେତନଙ୍କ ସ୍ତ୍ରୀଙ୍କ ନାମ ମେଘନା ଜାମ୍ବୁଚା। ଚେତନ ଆଇପିଏଲରେ ଚେତନ କୋଲକାତା ନାଇଟ ରାଇଡର୍ସର ଏକ ଅଂଶ ଥିଲେ। ସେ ସିଜନରେ ଗୋଟିଏ…

କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା

ନୂଆଦିଲ୍ଲୀ,୧୬।୭: ଭାରତୀୟ ଟିମ୍‌ର କୋଚ୍‌ ଗୌତମ ଗମ୍ଭୀର ଏବଂ ଭାରତୀୟ ତାରକା ବ୍ୟାଟର୍‌ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ କିପରି ସମାଧାନ ହେଲା ସେନେଇ ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଖୁଲାସା କରିଛନ୍ତି। ଆଇପିଏଲ ୨୦୨୩ ସିଜନରେ, ସେତେବେଳେ ଲକ୍ଷ୍ନୌ…

ଟଙ୍କା-ଖ୍ୟାତି ଦେଖି ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି କୋହଲି: ସାଥୀ କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୭: ଭାରତୀୟ ଦଳର ଅଭିଜ୍ଞ ଲେଗ ସ୍ପିନର ଅମିତ ମିଶ୍ର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଖ୍ୟାତି ଏବଂ ଟଙ୍କା କୋହଲିଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି ବୋଲି ବିଶ୍ର କହିଛନ୍ତି। କୋହଲିଙ୍କ ସହ ଅନେକ ଅନ୍ତର୍ଜାତୀୟ କ୍ରିକେଟ…

ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ ଅନିତା

ଭୁବନେଶ୍ୱର, ୧୬।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ୟତମ ଜଣାଶୁଣା ପର୍ବତାରୋହୀ ତଥା ଆସୋସିଏଶନ ଅଫ୍‌ ଆଡ୍‌ଭେଞ୍ଚର ଆଣ୍ଡ ସୋସିଆଲ୍‌ ଆକ୍ଟିଭିଟିଜ୍‌ (ଆସା)ର ସଦସ୍ୟା ଅନିତା ସ୍ବାଇଁ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ। ଏଥିପାଇଁ ସେ ସୋମବାର ଦିଲ୍ଲୀ…

ହରଭଜନ, ଯୁବରାଜଙ୍କୁ ସମାଲୋଚନା

ନୂଆଦିଲ୍ଳୀ,୧୬ା୭: ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସମାଲୋଚନା କରିଛନ୍ତି ପାରା ଶଟଲର ମାନସୀ ଯୋଶୀ। ଭିଡିଓଟି ବର୍ତ୍ତମାନ ଡିଲିଟ୍‌ କରାଯାଇଥିବା ବେଳେ ୩…

ଇତିହାସରେ ପ୍ରଥମଥର ୬ ଜଣଙ୍କୁ ଗୋଲ୍ଡେନ୍‌ ବଲ୍‌

ବର୍ଲିନ୍‌,୧୬ା୭: ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍‌ ୨୦୨୪ ଶେଷ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍‌ ଚାମ୍ପିୟନ ହୋଇଛି। ତେବେ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ୬ ଜଣ ଖେଳାଳି ମିଳିତ ଭାବରେ ଗୋଲ୍ଡେନ୍‌ ବଲ ହାସଲ…

ତାରକା ଫରଓ୍ବାର୍ଡ ଥୋମାସ ମୁଲରଙ୍କ ଅବସର

ମ୍ୟୁନିଚ୍‌(ଜର୍ମାନୀ),୧୬।୭: ଅନ୍ତର୍ଜାତୀୟ ଫୁଟବଲରୁ ଜର୍ମାନୀର ତାରକା ଫରଓ୍ବାର୍ଡ ଥୋମାସ ମୁଲର ସୋମବାର ଅବସର ଘୋଷଣା କରିଛନ୍ତି। ଫଳରେ ୨୦୧୪ ବିଶ୍ୱକପ ଟାଇଟଲ ସହ ତାଙ୍କ ୧୪ ବର୍ଷ କ୍ୟାରିୟରର ପରିସମାପ୍ତି ଘଟିଛି। ୩୪ ବର୍ଷୀୟ ବେୟର୍ନ ମ୍ୟୁନିଚ୍‌ ଷ୍ଟ୍ରାଇକର ଦେଶପାଇଁ ୧୩୧ଟି…

ମ୍ୟାଚ୍‌ ମଝିରେ ମେସି ଆହତ

ମିୟାମି ଗାର୍ଡେନ୍ସ, ୧୬ା୭: ରକ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଘାସରେ ଅଧିକ ପାଣି ଦିଆଯାଇଥିଲା। ଫଳରେ ମ୍ୟାଚ୍‌ ସମୟରେ ଦୌଡିବାକୁ ଖେଳାଳିଙ୍କୁ ଅସୁବିଧାର ସମ୍ମୁଖୀନ…

ଟାଇଟଲ ବିଜୟରେ ଆର୍ଜେଣ୍ଟିନାର ରେକର୍ଡ

ମିୟାମି ଗାର୍ଡେନ୍ସ, ୧୬ା୭: ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସୋମବାର କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରି କୋପା ଆମେରିକା ଫୁଟବଲ ୨୦୨୪ ବିଜୟୀ ହୋଇଛି। ଏହା ସହିତ ରେକର୍ଡ ୧୬ ଥର ପାଇଁ ଆର୍ଜେଣ୍ଟିନା ଏହି ସମ୍ମାନଜନକ ଟାଇଟଲ ଜିତିଛି। ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?