ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା
ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ ଭାବରେ ଏଲିନା ଉଲ୍ଲେଖନୀୟ କାମ କରିବା ସହ ଭାରତରେ ହକିର ବିକାଶ କରିଛନ୍ତି ବୋଲି…
ରୋନାଲ୍ଡୋ ଗୋଟିଏ ମ୍ୟାଚ୍ରୁ ବାସନ୍ଦ
ରିୟାଧ,୧ା୩(ପି.ଟି.):ଫ୍ୟାନ୍ଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭଙ୍ଗୀ ପ୍ରଦର୍ଶନ କରିବା କାରଣରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଛି। ସାଉଦି ଆରବ ଲିଗ୍ର ଏକ ମ୍ୟାଚ୍ ସମୟରେ ଅଲ୍ ନାସର ଖେଳାଳି ରୋନାଲ୍ଡୋ ଦର୍ଶକ ଗ୍ୟାଲେରିରେ ଥିବା ଅଲ ଶବାବ ଫ୍ୟାନ୍ଙ୍କୁ ଏଭଳି…
ବିରାଟଙ୍କଠାରୁ ବି ଅଧିକ ପାଓ୍ବାରଫୁଲ ଜୟ ଶାହା? ଟପ ଟେନ ତାଲିକାରେ ଧୋନି-ନିରଜ ଚୋପ୍ରା ସାମିଲ
ନୂଆଦିଲ୍ଲୀ,୨୯।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଦେଶର କ୍ରିକେଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ଏହି ପ୍ରସଙ୍ଗରେ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ଛାଡିଛନ୍ତି। ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର…
ଡବ୍ଲ୍ୟୁଏଫ୍ଆଇ ଦ୍ୱାରା ଆୟୋଜିତ ଟ୍ରାଏଲ୍ସରେ ଭାଗ ନେବି ନାହିଁ: ବଜରଙ୍ଗ
ନୂଆଦିଲ୍ଲୀ,୨୯ା୨: ନ୍ୟାଶନାଲ ସିଲେକ୍ସନ ଟ୍ରାଏଲ୍ସରେ ଭାଗ ନେବେ ନାହିଁ ଅଗ୍ରଣୀ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ପକ୍ଷରୁ ତାଙ୍କୁ କରାଯାଇଥିବା ଆମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଛିନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୧୦-୧୧ରେ ଡବ୍ଲ୍ୟୁଏଫ୍ଆଇ ତରଫରୁ ଆୟୋଜିତ ସିଲେକ୍ସନ ଟ୍ରାଏଲ୍ସ…
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୯/୯
ଓ୍ବେଲିଂଟନ(ନ୍ୟୁଜିଲାଣ୍ଡ),୨୯ା୨: ବେସି ରିଜର୍ଭଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କାମେରନ ଗ୍ରୀନ୍ (୧୦୩*)ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୨୭୯ରନ୍ କରିଛି। ଟସ୍ରେ ହାରି…
‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’
ନୂଆଦିଲ୍ଲୀ,୨୯।୨: ବୁଧବାର ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ କରିଛି। ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କୁଳଦୀପ ଯାଦବଙ୍କୁ ଗ୍ରେଡ ବିରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କୁଳଦୀପ ଯାଦବଙ୍କ କୋଚ କପିଲ ଦେବ ପାଣ୍ଡେ ଏଥିରେ ସହମତ ନୁହଁନ୍ତି। କପିଲ ଦେବ ପାଣ୍ଡେ…
‘ମୁଁ ରୋହିତ ଶର୍ମାକୁ ଟିମ ଇଣ୍ଡିଆର ଅଧିନାୟକ କରିଛି’
ନୂଆଦିଲ୍ଲୀ,୨୯।୨: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦାବି କରିଛନ୍ତି ଯେ, ସେ ରୋହିତ ଶର୍ମାଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, ତାଙ୍କ ପାଇଁ ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ହୋଇଛନ୍ତି। ୨୦୨୧ରେ ରୋହିତ ଶର୍ମାଙ୍କୁ ବିରାଟ…
ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍’କୁ ନେଇ ବିତର୍କ ବଢ଼ୁଛି
ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍ ପଡ଼ିଥିବା ବେଳେ କିଛି ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି…
ଧର୍ମଶାଳା ଟେଷ୍ଟରେ ଇତିହାସ ରଚିବେ ଅଶ୍ୱିନ
ଧର୍ମଶାଳା,୨୯।୨: ଭାରତ ବନାମ ଇଂଲଣ୍ଡ ସିରିଜର ଶେଷ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ମାର୍ଚ୍ଚ ୯ରେ ଭେଟେରାନ ସ୍ପିନର ଧର୍ମଶାଳାରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ। ଏହା ସହ ସେ ସଚିନ ତେନ୍ଦୁଲକର…
ଲାଇଭ୍ ମ୍ୟାଚ୍ ଚାଲିଥିବାବେଳେ ହେଲା ଫିକ୍ସିଂ, ଜାଣିଶୁଣି ଖେଳାଳି ହେଲେ ଆଉଟ୍: ଭାଇରାଲ ହେଉଛି ଭିଡିଓ
କୋଲକାତା,୨୯।୨: କୋଲକାତାର ପ୍ରଥମ ଡିଭିଜନ ଗ୍ରୁପ ଏ ଲିଗରେ ଟାଉନ କ୍ଲବ ଏବଂ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ମ୍ୟାଚର ଏହି ଭିଡିଓ କ୍ରିକେଟ ଜଗତର ଦୃଷ୍ଟି…
ପ୍ରଶ୍ନ ଉଠାଇଲେ ଇରଫାନ୍; ଯଦି ଆୟର-କିଶନ ବାଦ୍ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…
ନୂଆଦିଲ୍ଲୀ,୨୯।୨: ରଣଜୀ ଟ୍ରଫି ଖେଳିବାର ଆଦେଶ ପାଳନ ନ କରିବାକୁ ନେଇ ଈଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ବିସିସିଆଇ କେନ୍ଦ୍ରୀୟ ଅନୁବନ୍ଧ(କଣ୍ଟ୍ରାକ୍ଟ)ରୁ ବାଦ ଦିଆଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ୍। ଦଳର…
ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ପାଇଁ ଟିମ୍ ଘୋଷଣା କଲା ଭାରତ
ମୁମ୍ବାଇ,୨୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଷିଶ୍ଟ ଟେଷ୍ଟ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଭାରତ ଏହି ସିରିଜରେ ୩-୧ ଆଗୁଆ ଅଛି। ପଞ୍ଚମ…
Archives


