ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଫି ଟେବୁଲ ବୁକ୍ ଉନ୍ମୋଚିତ
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ-୨୦୨୩ କଫି ଟେବୁଲ ବୁକ୍ ଉନ୍ମୋଚନ କରିଛନ୍ତି। ଅଗ୍ରଣୀ ସ୍ପୋଟର୍ସ ମାଗାଜିନ ସ୍ପୋର୍ଟଷ୍ଟାର ଏହି ବହିର ପ୍ରକାଶକ। ଓଡ଼ିଶା କିପରି ଏହି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ…
ଓମେନ୍ସ ନେଶନ୍ସ ଲିଗ୍: ସ୍ପେନ୍ ଚାମ୍ପିୟନ
ମାଡ୍ରିଡ୍,୨।୩: ପ୍ରଥମ ସଂସ୍କରଣର ଓମେନ୍ସ ନେଶନ୍ସ ଲିଗ୍ ଫୁଟବଲ୍ ଟୁର୍ନାମେଣ୍ଟରେ ସ୍ପେନ୍ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରିଥିଲା ସ୍ପେନ୍। ଦଳ ପକ୍ଷରୁ ଆଇଟାନା ବୋନମାଟି(୩୨) ଓ…
ଓ୍ବାରିଅର୍ଜର ଦ୍ୱିତୀୟ ବିଜୟ
ବେଙ୍ଗାଲୁରୁ,୨ା୩: ଓମେନ୍ସ ପ୍ରିମିୟର ଲିଗ୍ରେ ଗୁଜରାଟ ଜାଏଣ୍ଟ୍ସକୁ ୬ ଉଇକେଟରେ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି ୟୁପି ଓ୍ବାରିଅର୍ଜ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୫ ଉଇକେଟ ହରାଇ ୧୪୨ ରନ୍ କରିଥିଲା। ଜବାବରେ ୧୫.୪ ଓଭରରେ…
ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ
ହାଇଦ୍ରାବାଦ,୨।୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍…
ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ
ହାଇଦ୍ରାବାଦ,୧ା୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି…
ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା
ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି…
ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ
ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ…
ବିସିସିଆଇ କଠୋର ହେବା ପରେ ରଣଜୀ ଖେଳିବେ ବୋଲି ହଁ ଭରିଲେ ଶ୍ରେୟସ, ସେମିଫାଇନାଲରେ…
ନୂଆଦିଲ୍ଲୀ,୧।୩: ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୪ର ସେମିଫାଇନାଲରେ ଅଜିଙ୍କ୍ୟ ରାହାନେ ଅଧିନାୟକ ଥିବା ମୁମ୍ବାଇ ଟିମ୍ ପହଞ୍ଚିଛି। ଏବେ ସେମିଫାଇନାଲରେ ମୁମ୍ବାଇର ମୁକାବିଲା ତାମିଲନାଡ଼ୁ ସହ ହେବ। ଶନିବାର ଅର୍ଥାତ ମାର୍ଚ୍ଚ ୨ରୁ ଏହାର ଆରମ୍ଭ ହେବ। ତେବେ ଏହି ମୁକାବିଲାରେ…
‘ଆୟର-କିଶନଙ୍କ ପ୍ରତି ଅନ୍ୟାୟ ହୋଇଛି’
ନୂଆଦିଲ୍ଲୀ,୧।୩: ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା ହେବା ପରଠାରୁ ବିବାଦ ଉପୁଜିଛି। ବିଶେଷକରି ଶ୍ରେୟାସ ଆୟର ଏବଂ ଈଶାନ କିଶନଙ୍କ ନାମ କୌଣସି ଗ୍ରେଡ୍ରେ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ଉଭୟଙ୍କ ନାମକୁ ବିଚାରକୁ ନିଆଯାଇ…
ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍କା
ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(ଏଲ୍ଏସ୍ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍ କେଏଲ୍ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍ଙ୍କୁ ଦାୟିତ୍ୱ…
ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ
ଓ୍ବେଲିଙ୍ଗଟନ୍,୧।୩: ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେଲିଙ୍ଗଟନ୍ରେ ଖେଳାଯାଉଛି। ଏହି ଟେଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନ୍ୟୁଜିଲାଣ୍ଡର ସ୍କୋର ଗୋଟିଏ ଉଇକେଟ୍ ଉଇକେଟ ପାଇଁ ୧୨ ରନ ଥିଲା। ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ…
୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଗ୍ରୀନ-ହେଜଲଉଡ୍
ୱେଲିଙ୍ଗଟନ୍,୧।୩: କ୍ୟାମେରନ ଗ୍ରୀନ ଏବଂ ଜୋସ ହେଜେଲଉଡଙ୍କ ଯୋଡି ଶୁକ୍ରବାର ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦଶମ ଉଇକେଟ ପାଇଁ ଉଭୟ ୧୧୬ ରନ ଭାଗିଦାରୀ କରିଥିଲେ। ଏହି…
Archives


