ଖେଳ

ରାତିରେ ଶୋଇଥିଲେ କ୍ରିକେଟର, ହଠାତ୍‌ ନିଦ ଭାଙ୍ଗିଲା ପରେ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ କ୍ରିକେଟର ଜେମ୍ସ ଭିନ୍ସଙ୍କ ପରିବାର ଉପରେ କାହାର ଖରାପ ନଜର ଲାଗିଯାଇଛି। ଗତ ଚାରିମାସ ଧରି ତାଙ୍କ ଜୀବନର ସମସ୍ତ ସୁଖ ଏବଂ ଶାନ୍ତି ସବୁ ଚାଲିଯାଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ସେ ନିଜ ସହର…

‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video

ନୂଆଦିଲ୍ଲୀ,୧୬।୭: ଟିମ୍‌ ଇଣ୍ଡିଆର ନୂତନ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର। କୋଲକାତା ନାଇଟ୍‌ ରାଇଡର୍ସକୁ ଆଇପିଏଲ୍‌ ୨୦୨୪ ଟାଇଟଲ ଜିତାଇବା ପରେ ସେ ଜାତୀୟ ଦଳର କୋଚ୍‌ ଦାୟିତ୍ୱକୁ ବାଛିଛନ୍ତି। ଖୁବ୍‌ଶୀଘ୍ର ଶ୍ରୀଲଙ୍କା ସିରିଜଠାରୁ ତାଙ୍କର ଯାତ୍ରା ଆରମ୍ଭ…

ମହଙ୍ଗା ପଡିଲା ରିଲ୍ସ କରିବା, ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୧୬।୭: ବିଶ୍ୱ ଚାମ୍ପିଅନଶିପ କିମ୍ବଦନ୍ତୀରେ ଟ୍ରଫି ଜିତିବା ପରେ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ସୁରେଶ ରାଇନା ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତିନିଜଣ ‘ତୋବା-ତୋବା’ ଗୀତରେ ଏକ ଭିନ୍ନ ଶୈଳୀରେ ମଜା…

ପାଣ୍ଡ୍ୟାଙ୍କ ହାତରୁ ଅଧିନାୟକତ୍ୱ ଛଡ଼ାଇନେଲେ ଗମ୍ଭୀର, ଅଗରକରଙ୍କ ସହ ମିଶି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୧୩ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍‌ ଭାବେ ଯାତ୍ରା ଆରମ୍ଭ…

କେ ଏଲ୍‌ ନୁହନ୍ତି ଗିଲ ହେବେ ଅଧିନାୟକ? ବିଶ୍ୱକପ୍‌ ପରେ ଏବେ…

ନୂଆଦିଲ୍ଲୀ,୧୬।୭: ଜିମ୍ବାଓ୍ବେରେ ଟି୨୦ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆ ଏବେ ଶ୍ରୀଲଙ୍କା ଗସ୍ତରେ ଯିବ। ସେଠାରେ ଭାରତୀୟ ଟିମ୍‌କୁ ୩ ଦିନିକିଆ ଏବଂ ୩ ଟି୨୦ ମୁକାବିଲା ଖେଳିବାକୁ ହେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏନେଇ ଭାରତୀୟ ଟିମ୍‌…

ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍‌, ଶୁଭମନ୍‌ ଗିଲ୍‌ କ୍ୟାପ୍ଟେନ୍‌ରେ ପାସ୍‌, ହେଲେ…

ନୂଆଦିଲ୍ଲୀ, ୧୬।୦୭: ଜିମ଼୍ବାୱେ ବିପକ୍ଷରେ ଖେଳା ଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଶୁଭମନ ଗିଲ୍‌ ଭାରତୀୟ ଦଳର କ୍ୟାପ୍ଟେନ୍‌ ରହିଥିଲେ । ସିରିଜର ପ୍ରଥମରେ ପରାଜୟ ପରେ ଦଳ ଫର୍ମକୁ ଫେରିଥିଲା ଦ଼୍ବିତୀୟ ମ୍ୟାଚ୍‌ରରୁ ଦଳ ଲଗାତାର ଜିମ଼୍ବାୱେକୁ ହରାଇ…

ପାଣ୍ଡ୍ୟାଙ୍କ ପାଇଁ ଗଛକୁ ଚଢିଗଲେ ଯୁବକ: ଆଉ ତା’ପରେ…

ଗାନ୍ଧୀନଗର,୧୬।୭: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ସହର ଭଡୋଦରାକୁ ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ଏକ ଖୋଲା ବସ ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ ଏକ ମଜାଦାର ଘଟଣା…

ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ଖେଳାଳି ହୋଇପାରନ୍ତି ଟି -୨୦ ଅଧିନାୟକ, ଜାଣନ୍ତୁ କ’ଣ କହିଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ରୋହିତ ଶର୍ମା ଟି -୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ନେଇଥିଲେ। ରୋହିତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ଥିଲେ। ବର୍ତ୍ତମାନ ରୋହିତଙ୍କ ପରେ ବିସିସିଆଇ ଟି -୨୦ ଇଣ୍ଟରନ୍ୟାଶନାଲ ପାଇଁ…

ମିଳିଲା ସୂଚନା, ହାର୍ଦ୍ଦିକ୍‌ ପାଣ୍ଡ୍ୟା ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୧୬।୦୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍‌ ହେବେ ବୋଲି ସୂଚନା ମିିଳିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍‌ ହେବେ…

କ୍ରିକେଟର୍‌ଙ୍କୁ କଡ଼ା ଚେତାବନୀ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଇସଲାମାବାଦ୍‌,୧୬।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କୁ ତିନି ମାସ ମଧ୍ୟରେ ଫିଟନେସ ପରୀକ୍ଷା କରାଯିବ। ପିସିବି ଏହି ନିଷ୍ପତ୍ତି ନେଇଥିବା ଦୃଷ୍ଟିରେ ରଖି ଟି-୨୦ ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ଫିଟନେସ…

ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ

ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ…

ଆଖି ବନ୍ଦ କରି ଜପ କଲେ କୋହଲି, ଅନୁଷ୍କା କହିଲେ ଶ୍ରୀରାମ ଜୟ ରାମ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୭: କେବଳ ବଲିଉଡରେ ନୁହେଁ ଯେତେବେଳେ କ୍ରିକେଟ ଦୁନିଆରେ ପାୱାର୍‌ କପଲଙ୍କ ବିଷୟରେ କଥାବାର୍ତ୍ତା ହୁଏ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ନାମ ପ୍ରଥମେ ଆସିଥାଏ। ଦୁହେଁ ଇଣ୍ଡଷ୍ଟ୍ରିର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି ଟି -୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?