ଖେଳ

ବୁଦ୍ଧିମାନ ଲୋକଙ୍କ ଖେଳ

ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍‌ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା…

ନୂଆ ରେକର୍ଡ କରିପାରନ୍ତି କୋହଲି, ହାତରେ ବଡ଼ ସୁଯୋଗ

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ମୈଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଟି-୨୦ ବିଶ଼୍ବକପ୍‌ ୨୦୨୪ ଟାଇଟଲ ଜିତିବା ପରେ କୋହଲି କିଛି ଦିନ ପାଇଁ ବିରତି ନେଇଥିଲେ । ଏହି ସମୟ ମଧ୍ୟରେ…

ପାକିସ୍ତାନକୁ ହରାଇଲା ଭାରତ

ଦାମ୍ବୁଲା, ୨୦।୭: ଏସିଆ କପ୍‌ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ୟୁଏଇକୁ ନେପାଳ ଓ ପାକିସ୍ତାନକୁ ହରାଇ ଭାରତ ଏହାର ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ସ୍ମୃତି…

ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ?

ନୂଆଦିଲ୍ଲୀ,୧୯।୭: ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୋଲିଂରେ ବଡ଼ କାରନାମା କରିବା ପରେ ତାଙ୍କୁ ‘ହିରୋ’ ବୋଲି କୁହାଯାଉଛି। ଅନେକ ପ୍ରଶଂସକ ଆଇପିଏଲ୍‌ ସମୟରେ କରିଥିବା ଟ୍ରୋଲିଂକୁ ନେଇ କ୍ଷମା ମାଗିଛନ୍ତି।…

ଅଧିନାୟକ ହୋଇ ବି ହାରିଗଲେ ସୂର୍ଯ୍ୟକୁମାର, କୋଚ୍‌ ଗମ୍ଭୀର ନେଲେ ଚକିତ କଲା ଭଳି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହେବା ପରେ ଭାରତୀୟ ପ୍ରଶଂସକ ଚକିତ ହୋଇଛନ୍ତି। କାରଣ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ଉପ ଅଧିନାୟକ ପଦ କାଢ଼ି ନିଆଯାଇ ଶୁଭମନ ଗିଲଙ୍କ ଦାୟିତ୍ୱ ମିଳିଛି। ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କୁ…

ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି!

ନୂଆଦିଲ୍ଲୀ,୧୯।୭: ଟିମ୍‌ ଇଣ୍ଡିଆର ଓପନର୍‌ ଶୁଭମନ ଗିଲଙ୍କ ଭାଗ୍ୟ ଏବେ ଚମକୁଛି। କିଛି ମାସ ପୂର୍ବେ ତାଙ୍କୁ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ ମିଳିଥିଲା। ଏବେ ସେ ତିନି ଫର୍ମାଟରେ ଦଳର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି। ଟି୨୦ ବିଶ୍ୱକପ୍‌ରେ ସେ…

‘ଯେତେବେଳେ ମତେ କାନ୍ଦିବାର ଥିଲା କାନ୍ଦିଲି ନାହିଁ…’, ଛାଡ଼ପତ୍ର ପରେ ଭାଇରାଲ ହେଲା ପାଣ୍ଡ୍ୟାଙ୍କ ଭିଡିଓ

ମୁମ଼୍ବାଇ, ୧୯।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟେନକୋଭିକ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଗତକାଲି ଅର୍ଥାତ ଗୁରୁବାର ଦୁହେଁ ଏନେଇ ନିଜ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌: ୟୁଏଇକୁ ୬ ଉଇକେଟରେ ହରାଇଲା ନେପାଳ

ଦାମ୍ବୁଲା, ୧୯ା୭: ଓପନର ସମ୍‌ଝାନା ଖଡ୍‌କାଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ଇନ୍ଦୁ ବର୍ମାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ନେପାଳ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୬ ଉଇକେଟରେ ପରାସ୍ତ କରି ଏହାର ଅଭିଯାନ…

ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ହ୍ୟୁଷ୍ଟନ,୧୯।୭: ବିଶ୍ୱ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ରେ ଭାରତର ଉଭୟ ବାଳକ ଓ ବାଳିକା ଦଳ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ବାଳକ ଦଳ ଗ୍ରୁପ୍‌ ‘ଏଫ୍‌’ରେ ୩-୦ରେ କୁଏତକୁ ପରାସ୍ତ କରିଥିବା ବେଳେ ଜାତୀୟ ଚାମ୍ପିୟନ ଅନାହତ ସିଂଙ୍କ…

ଗମ୍ଭୀରଙ୍କ ଯୋଗୁ ବାଦ୍‌ ପଡ଼ିନାହାନ୍ତି ପାଣ୍ଡ୍ୟା, ଋତୁରାଜ, ସାମସନ୍‌! ରୋହିତଙ୍କ ରାଜନୀତି ଯୋଗୁ କୋହଲିଙ୍କ ଭଳି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆର ଦିନିକିଆ ଏବଂ ଟି୨୦ ଦଳ ଘୋଷଣା ହେବା ପରେ ବିବାଦ ଦେଖାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ଅଧିନାୟକ ପଦରୁ ହଟାଯିବା ଅନେକଙ୍କୁ ଚକିତ କରିଛି। ଏଥିସହ ତାଙ୍କୁ ଉପଅଧିନାୟକରୁ ମଧ୍ୟ ବାଦ୍‌ ଦିଆଯାଇଛି।…

ଦିନିକିଆରେ ଜାଡେଜାଙ୍କ କ୍ୟାରିୟର ଉପରେ ଗ୍ରହଣ ! ଅନୁଭବୀ ସତ୍ତ୍ୱେ ଦଳରେ ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏହି ସିରିଜରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଥିବା ବେଳେ ଟି୨୦ରୁ ସନ୍ନ୍ୟାସ ନେଇଥିବା ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କ ସ୍ଥାନରେ ଦଳରେ…

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ପ୍ରଥମ ଫଟୋ ଶେୟାର କଲେ ନତାଶା

ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକଟେର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନାତାଶା ଷ୍ଟାନକୋଭିକ ପାରସ୍ପରିକ ସହମତିରେ ଅଲଗା ହୋଇଛନ୍ତି। ଜୁଲାଇ ୧୮ରେ, ଏହି ଦମ୍ପତି ସେମାନଙ୍କ ଛାଡପତ୍ର ହେବା ଘୋଷଣା କରିଥିଲେ। ଏହି ଦମ୍ପତି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଦୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?