ରୌପ୍ୟ ଜିତିବା ପଛର ପ୍ରକୃତ ଗୁମର ଖୋଲିଲେ ନୀରଜ ଚୋପ୍ରା
ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ନୀରଜ ସ୍ବର୍ଣ୍ଣ ଜିତିବାରେ ବିଫଳ ହୋଇଥିଲେ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ନୀରଜ ଇତିହାସ ସୃଷ୍ଟି କରିଥିଲେ। ଏଥର ମଧ୍ୟ ନୀରଜଙ୍କଠାରୁ ସ୍ବର୍ଣ୍ଣ…
ନଦୀମଙ୍କ ସ଼୍ବର୍ଣ୍ଣକୁ ନେଇ ବହୁ ବର୍ଷ ପରେ ଖୁସି ପାଳୁଛି ପାକିସ୍ତାନ
ଇସ୍ଲାମାବାଦ, ୦୯।୦୮: ପ୍ରଥମଥର ପାଇଁ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ପାକିସ୍ତାନ ସ଼୍ବର୍ଣ୍ଣ ଜିତିଛି । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ଜାଭେଲିନ୍ ଥ୍ରୋରେ ଏହି ସ଼୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତ ଅଲିମ୍ପିକ୍ସର ସର୍ବକାଳୀନ ରେକର୍ଡ ଭାଙ୍ଗି…
ରୌପ୍ୟ ଜିତିବା ପରେ ଏମିତି କହିଦେଲେ ନୀରଜ ଚୋପ୍ରା: ମୁଁ ମୋର ଶ୍ରେଷ୍ଠତ୍ୱ ଦେଇଥିଲି କିନ୍ତୁ…
ପ୍ୟାରିସ୍,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ଜାଭେଲିନ ଥ୍ରୋ ପ୍ରତିଯୋଗିତାର ଫାଇନାଲରେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ ତାଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାପୂର୍ବରୁ ନୀରଜ ଟୋକିଓ ଅଲିମ୍ପିକ…
ପ୍ୟାରିସ ଅଲିମ୍ପିକ୍ସରେ ପଦକ ପାଇବେ କି ନାହିଁ ଭିନେଶ; ଆଜି ଆସିପାରେ ନିଷ୍ପତ୍ତି, କେସ ଲଢ଼ୁଛନ୍ତି ପ୍ରଖ୍ୟାତ ଓକିଲ
ପ୍ୟାରିସ, ୯।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ମହିଳା ରେସଲର ଭିନେଶ ଫୋଗାଟଙ୍କ ଆବେଦନ ଶୁକ୍ରବାର ଶୁଣାଣି ହେବ। ତାଙ୍କର ଅଯୋଗ୍ୟତା ବିରୋଧରେ ସେ CAS (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ) ରେ ଏକ ଆବେଦନ କରିଥିଲେ, ଯାହା ଶୁଣାଣି…
ନୀରଜ ରୌପ୍ୟ ଜିତିବା ପରେ ଖୁସିରେ ଗଦ୍ଗଦ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲଗାତାର ଦୁଇଟି ଅଲିମ୍ପିକ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ୨୦୨୦…
ଟ୍ରେନିଂ ପାଇଁ ଟଙ୍କା ନଥିଲା, ଏବେ ଅଲିମ୍ପିକ୍ ଚାମ୍ପିଅନ୍… ଜାଣନ୍ତୁ ପାକିସ୍ତାନର ଜାଭେଲିନ୍ ଫିଙ୍ଗାଳି ଅର୍ଶଦ ନଦୀମ କିଏ ?
ପ୍ୟାରିସ, ୯।୮: ପାକିସ୍ତାନର ଅର୍ଶଦ ନଦୀମ ଯିଏ ପ୍ୟାରିସ୍ ଅଲିମ୍ପିକ୍ସର ଜାଭେଲିନ୍ ଇଭେଣ୍ଟରେ ଭାରତର ତାରକା ନୀରଜ ଚୋପ୍ରାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପାକିସ୍ତାନର ଜାଭେଲିନ୍ ଫିଙ୍ଗାଳି ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ ଭାଙ୍ଗି ୯୨.୯୭ ମିଟର ଫିଙ୍ଗି ଏକ…
ପାକିସ୍ତାନ ପୁଅ ପାଇଁ ଏମିତି କଥା କହିଦେଲେ ନୀରଜଙ୍କ ମା’: ସମସ୍ତେ କରୁଛନ୍ତି ବାଃ ବାଃ
ପାନିପତ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି କ୍ରମାଗତ ଦୁଇ ଅଲିମ୍ପିକ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ତେବେ ଏହି ମ୍ୟାଚ୍ରେ ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ…
ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ
ପ୍ୟାରିସ, ୯।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ…
ବ୍ରୋଞ୍ଜ ପଦକ ଜିତିବା ସତ୍ତ୍ୱେ ବି ଦେଶବାସୀଙ୍କୁ କ୍ଷମା ମାଗିଲେ ହକି ଟିମର ଅଧିନାୟକ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ ଗୋଲ…
ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବ୍ରୋଞ୍ଜ ଜିତିଥିବା ପଞ୍ଜାବର ହକି ଖେଳାଳିଙ୍କୁ ମିଳିବ…
ନୂଆଦିଲ୍ଲୀ,୮।୮: ଭାରତୀୟ ଦଳ ହକିରେ ବ୍ରୋଞ୍ଜ ପଦକ ଜିତିଛି। ଏହି ସମୟ ମଧ୍ୟରେ ବ୍ରୋଞ୍ଜ ପଦକ ଜିତିଥିବା ପଞ୍ଜାବର ହକି ଖେଳାଳିଙ୍କ ପାଇଁ ସିଏମ ଭଗବନ୍ତ ମାନ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଜାବର ହକି ଖେଳାଳିଙ୍କ ୧-୧ କୋଟି…
ଭାରତୀୟ ହକି ଦଳକୁ ବ୍ରୋଞ୍ଜ: କ୍ୟାରିୟରର ଶେଷ ମ୍ୟାଚ ଖେଳି ବିଦାୟ ନେଲେ ଏହି ଖେଳାଳି…
ପ୍ୟାରିସ,୮।୮: ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରିଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିଛି। ଟିମ ଇଣ୍ଡିଆ ସ୍ପେନକୁ ୨-୧ରେ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂ ଉଭୟ ଗୋଲ…
ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ
ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମ କ୍ୱାର୍ଟରରେ ଉଭୟ…

