ପୂର୍ବତନ ଖେଳାଳି ଦେଲେ ବଡ ବୟାନ, କହିଲେ ଟିମ ଇଣ୍ଡିଆର ପରବର୍ତ୍ତୀ ଧୋନୀ ହେଉଛନ୍ତି ରୋହିତ
ନୂଆଦିଲ୍ଲୀ,୨୭।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ଏହି ସିରିଜରେ ଖେଳୁନାହାଁନ୍ତି। କୋହଲିଙ୍କ ପରି...
୭୮ ବର୍ଷରେ ପ୍ରଥମ ଥର ପାଇଁ ୨ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ: ବିଶ୍ୱ କ୍ରିକେଟ ଚକିତ
ନୂଆଦିଲ୍ଲୀ, ୨୭।୨: ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେ ୧୦ ନମ୍ବର ଏବଂ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିବା...
ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ଖବର: ଏବେ ଏହି ଗ୍ରାଉଣ୍ଡରେ ଖେଳିବ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗ୍ସ
ନୂଆଦିଲ୍ଲୀ,୨୭।୨: ଆଇପିଏଲ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଏହି ସିଜିନ୍ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୭ ଦିନର ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ...
କାହିଁକି କାନ୍ଦି କାନ୍ଦି ବିଦାୟ ନେଲେ ନ୍ୟୁଜିଲ୍ୟାଣ୍ଡର ଏହି କ୍ରିକେଟର
ନୂଆଦିଲ୍ଲୀ,୨୭।୨: ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ନିଲ ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଶେଷରେ ସେ ତାଙ୍କର ୧୨ ବର୍ଷର କ୍ୟାରିୟର ଶେଷ କରିବାକୁ କଠିନ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ...
ଅଧିନାୟକଙ୍କ କଥା ମାନିଲେନି, ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଲେ କୂଲଦୀପ
ରାଞ୍ଚି,୨୭।୨: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଇନିଂସରେ ୪୬ ରନର ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ହାରିଥିଲା। ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କ ସାଂଘାତିକ ବୋଲିଂ...
ଟିମ ଇଣ୍ଡିଆ ଖେଳାଳିଙ୍କୁ ମାଲାମାଲ କରିବ ବିସିସିଆଇ, ଦରମା ବଢିବା ସହ ମିଳିବ ବୋନସ
ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଟେଷ୍ଟ ଏବଂ ଘରୋଇ ସିରିଜ ପରିବର୍ତ୍ତେ ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଟିମ ଇଣ୍ଡିଆର ଖେଳାଳିଙ୍କ ବିରୋଧରେ ଏହି ଅଭିଯୋଗ ଅନେକ ଥର କରାଯାଇଛି। ବର୍ତ୍ତମାନ...
ଝିଅକୁ ନେଇ ଲଞ୍ଚ ଡେଟ୍ରେ ଗଲେ ବିରାଟ, ଲଣ୍ଡନରେ ବାପା-ଝିଅଙ୍କ ଫଟୋ ଭାଇରାଲ
ଲଣ୍ଡନ, ୨୭।୨: କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଖୁସିର ପରିବେଶ ଅଛି। ନିକଟରେ ଏହି ଅଭିନେତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅନୁଷ୍କା ଲଣ୍ଡନରେ ପୁଅ ଅକାୟଙ୍କୁ ଜନ୍ମ...
ସ୍କୁଟି ଆରୋହୀଙ୍କୁ ଉଠାଇ କଚାଡି ଦେଲା ମଇଁଷି: ଦେଖନ୍ତୁ ଭୟଙ୍କର ଭିଡିଓ
ଆଜିକାଲି ସୋସିଆଲ ମିଡିଆରେ ଏକ ମଇଁଷି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ସାଧାରଣତଃ ଶାନ୍ତ ଦେଖାଯାଉଥିବା ମଇଁଷି କିପରି ଭୟଙ୍କର ରୂପ ନିଏ ତାହା ଦେଖବାକୁ ମିଳିଛି। ଗାଈ, ମଇଁଷି ଏବଂ ଷଣ୍ଢ ରାସ୍ତାରେ ରାସ୍ତାରେ ବୁଲୁଥିବା ସାଧାରଣ...
ହୋଇପାରେ ଆଇପିଏଲ ନ ଖେଳିପାରନ୍ତି କୋହଲି, ପରିହାସ କଲେ ଗାଭାସ୍କର
ରାଞ୍ଚି,୨୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରୁ ବିରାଟ କୋହଲି ବାହାରେ ଅଛନ୍ତି। ପ୍ରଥମେ ସେ ଏହି ୫ ମ୍ୟାଚ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ମଧ୍ୟରୁ ବାଦ ପଡିଥିଲେ ଏବଂ ପରେ ଶେଷ ତିନୋଟି ମ୍ୟାଚ...
ସନ୍ୟାସ ଘୋଷଣା କଲେ ଏହି ଖେଳଳି
ନୂଆଦିଲ୍ଲୀ,୨୭।୨: ୨୯ ଫେବୃଆରୀରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ଲେ-୧୧ ଘୋଷଣା କରିଛି। କିନ୍ତୁ ଏଥିରେ ନିଲ ୱାଗନର୍ଙ୍କୁ ସାମିଲ କରାଯାଇନାହିଁ। ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା...
ରାଜନେତଙ୍କ ପୁଅକୁ ଗାଳି କରିବାରୁ ମୋ ଅଧିନାୟକ ପଦ ଗଲା:ସଙ୍ଗୀନ ଅଭିଯୋଗ ଆଣିଲେ ଏହି କ୍ରିକେଟର୍
ହାଇଦ୍ରାବାଦ୍,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଆସୋସିଏସନ (ଏସିଏ) ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି , ଆନ୍ଧ୍ରପ୍ରଦେଶ କ୍ରିକେଟରେ ରାଜନୈତିକ ହସ୍ତକ୍ଷେପ ଚରମ ସୀମାରେ ରହିଛି ଏବଂ ସେଥିପାଇଁ ତାଙ୍କୁ ଦଳର ଅଧିନାୟକ...
ଭାରତକୁ ମିଳିଲା ଡବଲ୍ ଖୁସି: ରୋହିତ୍ ବ୍ରିଗେଡ କଲେ ବଡ଼ କମାଲ
ନୂଆଦିଲ୍ଲୀ,୨୭।୨: ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲ ୨୦୨୩-୨୫ରେ ଉପରକୁ ଉଠିଛି। ରାଞ୍ଚି ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲରେ...
Archives


