କମାଲ୍ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ
ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା…
ସ୍କଟ୍ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ
ଗ୍ରସ୍ ଆଇଲେଟ୍,୧୫ା୬: ଟି୨୦ ବିଶ୍ୱକପ୍ରେ ରବିବାର ସ୍କଟ୍ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ ଇଂଲଣ୍ଡ ସୁପର୍-୮ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ସ୍କଟ୍ଲାଣ୍ଡ ୫ ଉଇକେଟରେ ୧୮୦…
ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଡେଭିଡ ପ୍ରଥମେ ଆଫ୍ରିକୀୟ ଦଳ ପକ୍ଷରୁ କ୍ରିକେଟ ପଡ଼ିଆରେ ପ୍ରବେଶ…
ଟି-୨୦ ବିଶ୍ୱକପର ସୁପର୍-୮ରେ କାହାକୁ ଭେଟିବ ଟିମ୍ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ
ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ବାଂଲାଦେଶ ଦଳ ଏବଂ…
ଇତିହାସ ରଚିବାକୁ ଯାଉଛନ୍ତି ହିଟ୍ମ୍ୟାନ୍: ଟି-୨୦ରେ ଏମିତି ହାସଲ କରିବାରେ ହେବେ ପ୍ରଥମ ବ୍ୟାଟ୍ସମ୍ୟାନ୍
ନ୍ୟୁୟର୍କ,୧୬।୬: ଭାରତୀୟ ଦଳ ଆଫଗାନିସ୍ତାନ ସହିତ ଜୁନ ୨୦ରେ ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ରାଉଣ୍ଡରେ ଖେଳିବ। ସୁପର ୮ ରାଉଣ୍ଡରେ ଭାରତକୁ ତିନୋଟି ମ୍ୟାଚ ଖେଳିବାକୁ ପଡିବ। ସୁପର ୮ ରାଉଣ୍ଡରେ ନିଜ ଗ୍ରୁପ୍ରେ ଟପ ୨ରେ ଶେଷ…
ରାହୁଲ ଦ୍ରାଭିଡଙ୍କ ସ୍ଥାନ ନେବେ ଗୌତମ ଗମ୍ଭିର…ହେବେ ଟିମ ଇଣ୍ଡିଆର ନୂଆ ହେଡ କୋଚ! ଜାଣନ୍ତୁ କେବେ ହେବ ଘୋଷଣା
ନୂଆଦିଲ୍ଲୀ,୧୬।୬: ଟି -୨୦ ବିଶ୍ୱକପ ୨୦୨୪ ଶେଷ ହେବାକୁ ଯାଉଛି। ଭାରତର ନୂତନ କୋଚ ସମ୍ପର୍କରେ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଏହି ବିଶ୍ୱକପ ପରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ବିସିସିଆଇ…
ଟି-୨୦ ବିଶ଼୍ବକପ୍: ପାକିସ୍ତାନ ବିଦା ହେବାକୁ ନେଇ ଆଇସିସି ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍ରେ ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ପାଦଦେଶରେ ଛିଡ଼ା ହୋଇଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ କାନାଡ଼ାକୁ ହରାଇବା ପରେ ଦଳ ଆଗକୁ ବଢ଼ିବା ନେଇ ଆଶା ସଞ୍ଚାର କରିଥିଲା ।…
ଟି-୨୦ ବିଶ଼୍ବକପ୍: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍, ୮ ନମ଼୍ବରରେ କିଏ?
ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଆଫଗାନିସ୍ତାନ ରହିଛନ୍ତି । ଏବେ ପ୍ରଶ୍ନ ହେଉଛି କି କେଉଁ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ
ନୂଆଦିଲ୍ଲୀ, ୧୬।୬: ରବିବାର ୩ ମ୍ୟାଚ୍ ସିରିଜ୍ ବିଶିଷ୍ଟ ୱାନ୍ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରର ଏମ୍ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ୍ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।…
ବର୍ଷା ଆଶଙ୍କାରେ ଭାରତ-କାନାଡା
ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ ୩ ମ୍ୟାଚରେ ଯଥାକ୍ରମେ ଆୟର୍ଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇ ସାରିଥିବା ଭାରତ ଆଗାମୀ…
ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ
ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍ର ଗ୍ରୁପ୍ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍ (୪/୧୧)ଙ୍କ ବୋଲିଂ ସଫଳତାକୁ ପାଥେୟ କରି ଇଂଲଣ୍ଡ ୮ଉଇକେଟରେ ଓମାନକୁ ପରାସ୍ତ କରି ସୁପର-୮ ପାଇଁ…
ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍(ଏଚ୍ଆଇଏଲ୍)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ ଅଂଶଗ୍ରହଣ କରିବେ। ପଞ୍ଜୀକରଣ ପାଇଁ ଅନ୍ତିମ ଦିବସ ଜୁନ୍ ୩୦ ରଖାଯାଇଛି। ଲିଗ୍ରେ ଭାଗ…
Archives


