ଖେଳ

ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି ଗତ କାଲି ମ୍ୟାଚ୍ ସାରିବା ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ…

ଏହି ମସିହାରେ ଖେଳାଯିବ ପରବର୍ତ୍ତୀ ଟି-୨୦ ବିଶ୍ୱକପ୍‌,ଜାଣନ୍ତୁ କେଉଁ ଦେଶ କରିବ ଆୟୋଜନ

ନୂଆଦିଳ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଜିତିଛି। ଟାଇଟଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଛି। ଏହା ଟି-୨୦ ବିଶ୍ୱକପର ନବମ ସଂସ୍କରଣ ଥିଲା। ଏହା ସହିତ ପ୍ରଶଂସକମାନେ ଜାଣିବାକୁ…

ଟି-୨୦ରୁ ସନ୍ନ୍ୟାସ ନେଇ ନଥାନ୍ତେ ରୋହିତ ଶର୍ମା, ହେଲେ ହଠାତ୍‌ କ’ଣ ଏମିତି ହେଲା ଯେ…

ନୂଆଦିଲ୍ଲୀ,୩୦।୬: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଟାଇଟଲ ଜିତିଛି। ଏହାପରେ ବିରାଟ କୋହଲି ଓ କ୍ୟାପଟେନ ରୋହିତ ଶର୍ମା ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ରୋହିତ ଅବସର ନେବେ ବୋଲି କେବେ ଭାବି…

ସ୍ବାମୀ-ସ୍ତ୍ରୀଙ୍କ ମଝିରେ ଏ କ’ଣ? ସୂର୍ଯ୍ୟକୁମାରଙ୍କ ବେଡ୍‌ରୁମ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ,୩୦।୬: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ବାର୍ବାଡୋସ୍‌ରେ ଭାରତୀୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସେଲିବ୍ରେଶନ ମୋଡ୍‌ରେ ଅଛନ୍ତି। ଏହି ବିଜୟ ପରେ ଭାରତୀୟ…

‘ମୁଁ ଯେତେବେଳେ ମ୍ୟାଚ୍‌ ଦେଖେ, ଭାରତ ହାରିଯାଏ’

ବମ୍ବେ: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ଜିତି ନେଇଛି। ପୁରା ଦେଶ ଏହି ବିଜୟକୁ ସେଲିବ୍ରେଟ୍‌ କରୁଥିବା ବେଳେ ବଲିଉଡର ସମସ୍ତ ସେଲିବ୍ରିଟି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ବିଗ୍‌ ବି ଅମିତାଭ…

ଭାରତ ବିଶ୍ୱକପ୍‌ ଜିତିଲା, ହେଲେ ଖୁସିରେ ଗଦଗଦ ହେଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ରୋହିତ ଭାରତ ପାଇଁ ଆଇସିସି ଟ୍ରଫି ଜିତାଇଥିବା ତୃତୀୟ ଅଧିନାୟକ ପାଲଟିଥିଲେ। ଏହାକୁ ନେଇ ସାରା ବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର…

ମୋର ରୋଜଗାର ନାହିଁ, କୌଣସି କାମ ଅଛି ଯଦି ଦିଅ: କାହିଁକି ଏମିତି କହିଲେ ରାହୁଲ ଦ୍ରାବିଡ

ବାର୍ବାଡୋସ୍‌,୩୦।୬: ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ୱକପ ଜିତିଛି। ଏହି ବିଶ୍ୱକପ ଶେଷ ହେବା ସହିତ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଭାରତର ଏହି ବିଜୟ ପରେ ରାହୁଲ ଦ୍ରାବିଡଙ୍କ…

କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇତିହାସରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେତେବେଳେ ୩୦ ଟି ବଲରୁ ୩୦ ରନ୍ ଆବଶ୍ୟକ କରୁଥିବା ଦକ୍ଷିଣ…

ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ଏଭଳି କରି ନ ଥିଲେ ଚାମ୍ପିୟନ ହୋଇପାରି ନ ଥାନ୍ତା ଟିମ୍‌ ଇଣ୍ଡିଆ? ଜାଣନ୍ତୁ କିଭଳି ବଦଳିଲା ସମୀକରଣ…

ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍‌ରେ ଉତ୍‌ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଚାଲିଯିବା ପରି ମନେ ହୋଇଥିଲେ ହେଁ କିଛି…

କିଏ ଏହି ମହିଳା? ଇଣ୍ଟରଭ୍ୟୁ ପରେ ଆଲିଙ୍ଗନ କଲେ ବୁମରା

ନୂଆଦିଲ୍ଲୀ, ୩୦।୦୬: ଟି-୨୦ ବିଶ଼୍ବକପ୍‌ର ପ୍ରତ୍ୟକଟି ମୁହୂର୍ତ୍ତ ରୋମାଞ୍ଚକର । ଭାରତ ଜିତିବା ପରେ ପଡ଼ିଆରେ ଘଟିଥିବା ଛୋଟ ଛୋଟ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏମିତି ଏକ ଛୋଟ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଏହି…

ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବିଜେତା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୬ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ…

ଭାରତୀୟ ଖେଳାଳିଙ୍କ ଜର୍ସିରେ ଲାଗିଲା ୨ ଷ୍ଟାର୍‌, ଜାଣନ୍ତୁ କାହିଁକି ଏବଂ କେମିତି ହୁଏ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୩୦ା୬: ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆର ଜର୍ସିରେ ୨ ଷ୍ଟାର୍‌ ରଖାଯାଇଛି। ଏହା ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri