ଖେଳ

ଅଲମ୍ପିକ୍ସରେ ବଢ଼ିଲା ପଦକ ଆଶା, ଫାଇନାଲ୍‌ରେ ପହଞ୍ଚିଲେ ସ଼୍ବପ୍ନିଲ୍‌

ନୂଆଦିଲ୍ଲୀ, ୩୧।୦୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ…

ଅଲମ୍ପିକ୍ସରେ ପ୍ରଥମ ମ୍ୟାଚ୍‌ ଜିତିଲେ ପିଭି ସିନ୍ଧୁ, ଆଗକୁ…

ନୂଆଦିଲ୍ଲୀ, ୩୧।୦୭: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଦୁଇଥର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ପ୍ୟାରିସ୍‌ ଅଲମ୍ପିକ୍ସର ମହିଳା ସିଙ୍ଗିଲ୍ସର କ଼୍ବାର୍ଟରରେ ସ୍ଥାନ ପକ୍କାକରିବାକୁ ଓହ୍ଲାଇଛନ୍ତି । ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସିନ୍ଧୁ । ପ୍ରଥମ…

ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…

ପ୍ୟାରିସ୍‌,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ…

ଗମ୍ଭୀରଙ୍କ ଗୋଟିଏ ନିଷ୍ପତ୍ତି ଭାରତକୁ ଦେଲା ପ୍ରଥମ କ୍ଲିନ୍‌ ସୁଇପ୍‌ ସିରିଜ୍‌ ବିଜୟ

ନୂଆଦିଲ୍ଲୀ, ୩୧।୦୭: ନୂଆକରି ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ହୋଇଥିବା ଗୌତମ ଗମ୍ଭୀର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍‌ ବିଜୟରେ ସଫଳ ହୋଇଛନ୍ତି । ସିରିଜ୍‌ର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ନିଶ୍ଚିତ ପରଜାୟରୁ ଅଳ୍ପକେ ବର୍ତ୍ତି ରୋମାଞ୍ଚକର ବିଜୟ ହାସଲ…

ହକିରେ ଭାରତର ଦମଦାର ପ୍ରଦର୍ଶନ, ୨ ମ୍ୟାଚ ବାକିଥାଇ କ୍ୱାଟର ଫାଇନାଲରେ ପ୍ରବେଶ

ପ୍ୟାରିସ,୩୧।୭: ପ୍ୟାରିସ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ସହ ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟିମ ଇଣ୍ଡିଆ ମଧ୍ୟ ଏହାର ଗ୍ରୁପ ବିରେ ଶେଷ ୮ରେ ସ୍ଥାନ ପାଇଥିବା ପ୍ରଥମ ଦଳ ହୋଇପାରିଛି। ଭାରତ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ…

ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ନୂଆଦିଲ୍ଲୀ, ୩୧।୦୭: ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରୁ ଶାନ୍‌ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍‌ ଶେଷ ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି ।…

ପ୍ୟାରିସ ଅଲିମ୍ପିକ୍ସର ସବୁଠାରୁ ଧନୀ ଟିମ୍‌, ଜଣେ ଜଣେ ଖେଳାଳି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

ପ୍ୟାରିସ,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବିଶ୍ୱର ୧୦,୫୦୦ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କେବଳ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଥଲେଟ୍ସମାନଙ୍କୁ ଅନେକ ପ୍ରକାର ପ୍ରୟାସ କରିବାକୁ ପଡଛି। କେତେକ ଅତ୍ୟଧିକ ଦାରିଦ୍ର୍ୟ ଦେଇ ଗତି କରିବା ପରେ…

ଅଲିମ୍ପିକ୍ସରେ ହକିରେ ଆର୍ୟଲ୍ୟାଣ୍ଡକୁ ହରାଇଲା ଭାରତ, ହରମନପ୍ରୀତଙ୍କ ଦମ୍‌ଦାର ପ୍ରଦର୍ଶନ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇ ଦେଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ…

ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ପ୍ରଥମ ସିରିଜ୍‌ ଖେଳିବେ ରୋହିତ

ନୂଆଦିଲ୍ଲୀ, ୩୦।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଆଇସିସି ଟି-୨୦ ବିଶ଼୍ବକପ୍‌ ଚାମ୍ପିୟନ କରିବା ପରେ କ୍ୟାପ୍ଟେନ୍‌ ରୋହିତ ଶର୍ମା ପ୍ରଥମ ସିରିଜ୍‌ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଆଇସିସି ଟ୍ରଫି ଜିତିବା ପରେ ସେ ବ୍ରେକ୍‌ ନେବା ପାଇଁ ନିଷ୍ପତ୍ତି…

ଭାରତୀୟ କ୍ରିକେଟ୍‌ ଟିମ୍‌କୁ ବଡ଼ ସୁଯୋଗ, ଭାରତରେ ହେବ ୨୦୨୫ ଏସିଆ କପ୍‌

ନୂଆଦିଲ୍ଲୀ, ୩୦।୦୭: ଟି-୨୦ ଏସିଆ କପ୍‌ କ୍ରିକେଟ୍‌ ୨୦୨୫ର ଆୟୋଜନ ଭାରତ କରିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ୨୦୨୬ର ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ହେବ । ତେଣୁ ବିଶ଼୍ବକପ୍‌ ପୂର୍ବରୁ ଇଣ୍ଡିଆ ଟିମ୍‌ ନିଜକୁ ପରଖି…

କିଏ ସେହି ସରବଜୋତ ସିଂ, ଯିଏ ମନୁ ଭାକରଙ୍କ ସହ ମିଶି ଦେଶ ପାଇଁ ଜିତିଲେ ଦ୍ୱିତୀୟ ପଦକ

ପ୍ୟାରିସ୍‌,୩୦।୭: ଭାରତୀୟ ଶୁଟର ସରବଜୋତ ସିଂ ମନୁ ଭାକରଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହା ହେଉଛି ୨୨ ବର୍ଷୀୟ ସରବଜୋତଙ୍କର ପ୍ରଥମ ଅଲିମ୍ପିକ ପଦକ। ମନୁ ଏବଂ…

ଇତିହାସ ରଚିଲେ ମନୁ, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ

ପ୍ୟାରିସ,୩୦।୭: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri