କିପରି ସମାଧାନ ହୋଇଥିଲା କୋହଲି-ଗମ୍ଭୀରଙ୍କ ବିବାଦ, ଏହି ଅଭିଜ୍ଞ ଖେଳାଳି କଲେ ଖୁଲାସା
ନୂଆଦିଲ୍ଲୀ,୧୬।୭: ଭାରତୀୟ ଟିମ୍ର କୋଚ୍ ଗୌତମ ଗମ୍ଭୀର ଏବଂ ଭାରତୀୟ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ କିପରି ସମାଧାନ ହେଲା ସେନେଇ ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଖୁଲାସା କରିଛନ୍ତି। ଆଇପିଏଲ ୨୦୨୩ ସିଜନରେ, ସେତେବେଳେ...
ଟଙ୍କା-ଖ୍ୟାତି ଦେଖି ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି କୋହଲି: ସାଥୀ କ୍ରିକେଟର୍ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୬।୭: ଭାରତୀୟ ଦଳର ଅଭିଜ୍ଞ ଲେଗ ସ୍ପିନର ଅମିତ ମିଶ୍ର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଖ୍ୟାତି ଏବଂ ଟଙ୍କା କୋହଲିଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି ବୋଲି ବିଶ୍ର କହିଛନ୍ତି। କୋହଲିଙ୍କ ସହ ଅନେକ ଅନ୍ତର୍ଜାତୀୟ...
ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ ଅନିତା
ଭୁବନେଶ୍ୱର, ୧୬।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ୟତମ ଜଣାଶୁଣା ପର୍ବତାରୋହୀ ତଥା ଆସୋସିଏଶନ ଅଫ୍ ଆଡ୍ଭେଞ୍ଚର ଆଣ୍ଡ ସୋସିଆଲ୍ ଆକ୍ଟିଭିଟିଜ୍ (ଆସା)ର ସଦସ୍ୟା ଅନିତା ସ୍ବାଇଁ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ। ଏଥିପାଇଁ ସେ ସୋମବାର...
ହରଭଜନ, ଯୁବରାଜଙ୍କୁ ସମାଲୋଚନା
ନୂଆଦିଲ୍ଳୀ,୧୬ା୭: ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସମାଲୋଚନା କରିଛନ୍ତି ପାରା ଶଟଲର ମାନସୀ ଯୋଶୀ। ଭିଡିଓଟି ବର୍ତ୍ତମାନ ଡିଲିଟ୍ କରାଯାଇଥିବା ବେଳେ...
ଇତିହାସରେ ପ୍ରଥମଥର ୬ ଜଣଙ୍କୁ ଗୋଲ୍ଡେନ୍ ବଲ୍
ବର୍ଲିନ୍,୧୬ା୭: ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍ ୨୦୨୪ ଶେଷ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍ ଚାମ୍ପିୟନ ହୋଇଛି। ତେବେ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ୬ ଜଣ ଖେଳାଳି ମିଳିତ ଭାବରେ ଗୋଲ୍ଡେନ୍ ବଲ...
ତାରକା ଫରଓ୍ବାର୍ଡ ଥୋମାସ ମୁଲରଙ୍କ ଅବସର
ମ୍ୟୁନିଚ୍(ଜର୍ମାନୀ),୧୬।୭: ଅନ୍ତର୍ଜାତୀୟ ଫୁଟବଲରୁ ଜର୍ମାନୀର ତାରକା ଫରଓ୍ବାର୍ଡ ଥୋମାସ ମୁଲର ସୋମବାର ଅବସର ଘୋଷଣା କରିଛନ୍ତି। ଫଳରେ ୨୦୧୪ ବିଶ୍ୱକପ ଟାଇଟଲ ସହ ତାଙ୍କ ୧୪ ବର୍ଷ କ୍ୟାରିୟରର ପରିସମାପ୍ତି ଘଟିଛି। ୩୪ ବର୍ଷୀୟ ବେୟର୍ନ ମ୍ୟୁନିଚ୍ ଷ୍ଟ୍ରାଇକର ଦେଶପାଇଁ...
ମ୍ୟାଚ୍ ମଝିରେ ମେସି ଆହତ
ମିୟାମି ଗାର୍ଡେନ୍ସ, ୧୬ା୭: ରକ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚ୍ରେ ଆହତ ହୋଇଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ଫାଇନାଲ ମ୍ୟାଚ୍ ପୂର୍ବରୁ ଘାସରେ ଅଧିକ ପାଣି ଦିଆଯାଇଥିଲା। ଫଳରେ ମ୍ୟାଚ୍ ସମୟରେ ଦୌଡିବାକୁ ଖେଳାଳିଙ୍କୁ ଅସୁବିଧାର...
ଟାଇଟଲ ବିଜୟରେ ଆର୍ଜେଣ୍ଟିନାର ରେକର୍ଡ
ମିୟାମି ଗାର୍ଡେନ୍ସ, ୧୬ା୭: ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସୋମବାର କଲମ୍ବିଆକୁ ୧-୦ ଗୋଲରେ ପରାସ୍ତ କରି କୋପା ଆମେରିକା ଫୁଟବଲ ୨୦୨୪ ବିଜୟୀ ହୋଇଛି। ଏହା ସହିତ ରେକର୍ଡ ୧୬ ଥର ପାଇଁ ଆର୍ଜେଣ୍ଟିନା ଏହି ସମ୍ମାନଜନକ ଟାଇଟଲ ଜିତିଛି।...
ହୃଦୟକୁ ଛୁଇଁଯିବ ରୋହିତଙ୍କ ଏହି ବୟାନ
ନୂଆଦିଲ୍ଲୀ,୧୫।୭: ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ଶୈଳୀ ଅତ୍ୟନ୍ତ ଅନନ୍ୟ। ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ପ୍ରାୟତଃ ମ୍ୟାଚ ସମୟରେ ତାଙ୍କ ସାଥୀ ଖେଳାଳିଙ୍କ ସହ ମଜା କରୁଥିବା ଦେଖାଯାଏ। ନିକଟରେ, ତାଙ୍କ ଅଧିନାୟକତ୍ୱରେ ଭାରତ ଟି-ଇଣ୍ଡିଆ ବିଶ୍ୱକପ୍ ୨୦୨୪ରେ...
ଅନନ୍ତ-ରାଧିକାଙ୍କ ବିବାହରେ କାହିଁକି ସାମିଲ ହେଲେନି କୋହଲି-ରୋହିତ, ସାମ୍ନାକୁ ଆସିଲା ଏହି ବଡ଼ କାରଣ
ନୂଆଦିଲ୍ଲୀ,୧୫।୭: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ୧୨ ଜୁଲାଇରେ ବହୁ ଧୂମଧାମରେ ଅନୁଷ୍ଠତ ହୋଇଯାଇଛି। ଏହି ବିବାହରେ ଅତିଥିମାନଙ୍କ ଆଗମନ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ର ତାରକା, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ୍...
‘କ୍ଷମା ମାଗନ୍ତୁ…’ ତୌବା ତୌବା ଗୀତରେ ଡ୍ୟାନ୍ସ କରି ଫସିଲେ ଯୁବରାଜ, ହରଭଜନ, ରାଇନା, ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ,୧୫।୭: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ସୁରେଶ ରାଇନାଙ୍କ ତୌବା ତୌବା ଗୀତର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆପଣଙ୍କୁ କହିରଖୁଛୁ ଯେ ଯୁବରାଜଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ନିକଟରେ ଓ୍ବାଲର୍ଡ ଚମ୍ପିୟନସିପ...
ଖାସ୍ ମେସେଜ୍ ଦେଲେ ବିରାଟ କୋହଲି
ପ୍ୟାରିସ,୧୫।୭: ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବ। କ୍ରୀଡ଼ାର ଏହି ମହାକୁମ୍ଭ ପାଇଁ ସମସ୍ତେ ଉତ୍ସାହିତ ଦେଖାଯାନ୍ତି। ଉତ୍ସାହିତ ଲୋକଙ୍କ ମଧ୍ୟରେ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡା ଯାଇଛି। ବିରାଟ କୋହଲି...
Archives


