ଖେଳ

କହୁ କହୁ କୋହଲିଙ୍କୁ ନେଇ ବଡ଼ କଥା କହିଦେଲେ ଶାମି, ଖବରରେ ଆସିବା ଲାଗି…

ନୂଆଦିଲ୍ଲୀ,୨୦।୭: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ପୂର୍ବତନ କ୍ରିକେଟରମାନେ କିଛି ନା କିଛି ପ୍ରତିକ୍ରିୟା ଦେଇଥାନ୍ତି। କେହି କେହି ତାଙ୍କର ପ୍ରଶଂସା କରୁଥିବା ବେଳେ କିଛି ତାଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖାଯାଇଥାଏ। ନିକଟରେ ଭାରତର ଭେଟେରାନ...

ଲାଇଭ୍‌ ମ୍ୟାଚ ସମୟରେ ପଡିଆରେ ପଶିଲା କୋକିଶିଆଳୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୦।୭: କ୍ରିକେଟ ପଡ଼ିଆରେ ଲାଇଭ ମ୍ୟାଚ ସମୟରେ ଅନେକ ସମୟରେ ଅଜବ ଘଟଣା ଦେଖାଯାଏ । ବେଳେବେଳେ ବିଲେଇ, କୁକୁର, ମାଙ୍କଡ ଏବଂ ସାପ ମଧ୍ୟ ପଡିଆରେ ବୁଲୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଏହି ତାଲିକାରେ କୋକିଶିଆଳୀର ନାମ ମଧ୍ୟ...

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ତାଙ୍କ ବିବାହ ଖବର ଉପରେ ନୀରବତା ଭାଙ୍ଗିଛନ୍ତି। ଶାମି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା କେବଳ ଏକ ଗୁଜବ...

ଅଧାରେ ରହିବ ପାକିସ୍ତାନର ଆୟୋଜକ ହେବାର ସ୍ବପ୍ନ, ବିସିସିଆଇକୁ ସମର୍ଥନ କଲେ ଏସବୁ ଦେଶ

ନୂଆଦିଲ୍ଲୀ,୨୦।୭: ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଲାଗି ପ୍ରସ୍ତୁତି ଚଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ରାଜନୈତିକ ସମ୍ପର୍କକୁ ନେଇ ଟିମ୍‌ ଇଣ୍ଡିଆ...

ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ

ନୂଆଦିଲ୍ଲୀ,୨୦।୭: ଭାରତୀୟ ଅଲରାଉଣ୍ଡର ଦୀପକ ହୁଡାଙ୍କ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଏହି ବ୍ୟାଟ୍ସମ୍ୟାନ୍‌ ଜୁଲାଇ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର ସେ ବିବାହ ଫଟୋ ଶେୟାର କରି ଜୀବନର ଖୁସି...

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ସାମି, କହିଲେ…

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରେକେଟ୍‌ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ବିବାହକୁ ନେଇ ନିକଟରେ ଚର୍ଚ୍ଚା ଜୋର ହେଉଥିଲା । ହେଲେ ଏହି ଖବରକୁ ନେଇ ସାମ଼୍ବାଦିକ ତଥା ୟୁଟ୍ୟୁବର ଶୁଭଙ୍କରଙ୍କୁ...

ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ

ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍‌ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ...

ପ୍ରଥମେ ଦେଶ ପରେ ବିବାହ…

ଶିମଲା,୨୦।୭: ପ୍ରଥମେ ଦେଶ, ତା’ପରେ ଭାଇଙ୍କ ବିବାହ, ତେଣୁ ମ୍ୟାଚ ହେତୁ ମୁଁ ଏହି ବିବାହରେ ଯୋଗ ଦେଇ ପାରିବି ନାହିଁ। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ବୋଲର ରେଣୁକା ସିଂ ଏସିଆ କପ -୨୦୨୪ରେ ଭାରତ-ପାକିସ୍ଥାନ ମ୍ୟାଚ...

ବୁଦ୍ଧିମାନ ଲୋକଙ୍କ ଖେଳ

ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍‌ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ...

ନୂଆ ରେକର୍ଡ କରିପାରନ୍ତି କୋହଲି, ହାତରେ ବଡ଼ ସୁଯୋଗ

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ମୈଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଟି-୨୦ ବିଶ଼୍ବକପ୍‌ ୨୦୨୪ ଟାଇଟଲ ଜିତିବା ପରେ କୋହଲି କିଛି ଦିନ ପାଇଁ ବିରତି ନେଇଥିଲେ । ଏହି ସମୟ...

ପାକିସ୍ତାନକୁ ହରାଇଲା ଭାରତ

ଦାମ୍ବୁଲା, ୨୦।୭: ଏସିଆ କପ୍‌ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ୟୁଏଇକୁ ନେପାଳ ଓ ପାକିସ୍ତାନକୁ ହରାଇ ଭାରତ ଏହାର ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ...

ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ?

ନୂଆଦିଲ୍ଲୀ,୧୯।୭: ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୋଲିଂରେ ବଡ଼ କାରନାମା କରିବା ପରେ ତାଙ୍କୁ ‘ହିରୋ’ ବୋଲି କୁହାଯାଉଛି। ଅନେକ ପ୍ରଶଂସକ ଆଇପିଏଲ୍‌ ସମୟରେ କରିଥିବା ଟ୍ରୋଲିଂକୁ ନେଇ କ୍ଷମା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri