ଖେଳ

ସଞ୍ଜୁ ସାମସନଙ୍କ ଦମଦାର ଶତକ, ଗୋଟିଏ ଓଭରରେ ମାରିଲେ ୫ ଛକା

ହାଇଦ୍ରାବାଦ,୧୨।୧୦: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ବିସ୍ମୟକର ବ୍ୟାଟିଂ କରି ବାଂଲାଦେଶକୁ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ହାଇଦ୍ରାବାଦରେ ବାଂଲାଦେଶ ବିପକ୍ଷ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ସଞ୍ଜୁ ସାମସନ ତାଙ୍କ…

ଫୁଟବଲର ରୋଚକ ଇତିହାସ:ବଲ୍‌ ବଦଳରେ ବ୍ୟବହାର ହେଉଥିଲା…

କ୍ରୀଡ଼ା ଜଗତର ସବୁଠାରୁ ସୁନ୍ଦରତମ ଓ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟବଲ। ଏହା ସବାଦ୍ରୁତ। କେବଳ ଏହାକୁ କ୍ୟାରିୟର କରୁଥିବା ଖେଳାଳିଙ୍କ ପାଇଁ ନୁହେଁ ସାଧାରଣ ଜନଜୀବନ ସହ ମଧ୍ୟ ଫୁଟବଲ ଜଡ଼ତ। କୌଣସି ଖେଳାଳି କିମ୍ବା ଆଥଲେଟ୍‌ ଏକ ନିର୍ଦ୍ଦିଷ୍ଟ…

ଅଜୟ ଜାଡେଜାଙ୍କୁ ମିଳିଲା ନୂଆ ପରିଚୟ, ଜାମ ନଗର ରାଜ ପରିବାରର ହେଲେ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୧୦: ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କୁ ନବାନଗରର ପରବର୍ତ୍ତୀ ଜାମ ସାହେବ ଘୋଷିତ କରାଯାଇଛି, ଯାହା ବର୍ତ୍ତମାନ ଜାମନଗର ଭାବରେ ଜଣାଶୁଣା। ଏହା ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା ଐତିହାସିକ ହାଲାର ଅଞ୍ଚଳରେ ଅବସ୍ଥିତ ଏକ ଭାରତୀୟ ରାଜ…

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ହାଇଦ୍ରାବାଦ, ୧୨।୧୦ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ଗେମ୍‌ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ସାରିଛି।…

୨୦୨୫ ଆଇପିଏଲ୍‌ ପୂର୍ବରୁ ଏମିତି ପ୍ରଶ୍ନ କଲେ ରିଷଭ ପନ୍ତ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ଦେଖିବାକୁ ମିଳିଥିଲା। ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନ ହାସଲ କରିବା ପରେ ଏଲିମିନେଟ୍‌ ହୋଇଥିଲା। ଆଇପିଏଲ ୨୦୨୫ ପୂର୍ବରୁ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ବୁମ୍ରାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୧୧।୧୦: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୧୫ ଜଣିଆ ଟିମରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ତେବେ ନିକଟରେ ଶେଷ ହୋଇଥିବା…

ପୂର୍ବତନ ଅମ୍ପାୟାରଙ୍କୁ ଚୟନକର୍ତ୍ତା କମିଟିରେ ସାମିଲ କଲା ପାକିସ୍ତାନ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୦: ମୁଲତାନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଚୟନକର୍ତ୍ତା କମିଟିରେ ପରିବର୍ତନ ଆଣିଛି। ଏଠାରେ ଇଂଲଣ୍ଡ ପାକିସ୍ତାନକୁ ଏକ ଇନିଂସ ଏବଂ 47 ରନରେ ପରାସ୍ତ କରି ଘରୋଇ ଟିମକୁ ବଡ ଝଟକା…

ପାକିସ୍ତାନ ବୋଲରଙ୍କୁ ଶିଖାଯାଉଛି ବଲ୍‌ ଟାମ୍ପରିଂ! ପିସିବି ଉପରେ ବଡ଼ ଅଭିଯୋଗ ଆଣିଲେ…

ଇସଲାମାବାଦ,୧୧।୧୦: ଇଂଲଣ୍ଡ ବିପକ୍ଷ ମୁଲ୍‌ତାନ ଟେଷ୍ଟ ଶେଷ ହେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ବଲ ଟାମ୍ପରିଂ ଶିଖାଯାଉଥିବା ନେଇ ବଡ଼ ଅଭିଯୋଗ ଆସିଛି। ମ୍ୟାଚ୍‌ରେ ବୋଲର୍‌ଙ୍କୁ ନୂଆ ଏବଂ ପୁରୁଣା ବୋଲିଂରେ ସ୍ବିଙ୍ଗ ନ ମିଳିବାରୁ ଜଣେ ପାକିସ୍ତାନୀ…

ଜଣେ ଲେଗ୍‌ ସ୍ପିନର୍‌ରୁ କିଭଳି ଦ୍ରୁତ ବୋଲର୍‌ ହେଲେ ପାଣ୍ଡ୍ୟା? କାରଣ ଜାଣିଲେ…

ନୂଆଦିଲ୍ଲୀ,୧୧।୧୦: ଟିମ୍‌ ଇଣ୍ଡିଆର ଉଲ୍ଲେଖନୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୧୧ ଅର୍ଥାତ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ୩୧ ବର୍ଷୀୟ ପାଣ୍ଡ୍ୟା ଆଜି ଭାରତୀୟ ଟିମ୍‌ର ପେସ୍‌ର ଭାବେ ପ୍ରମୁଖ ଅଙ୍ଗ ରହି ଆସୁଛନ୍ତି। ଟି୨୦ ବିଶ୍ୱକପ୍‌ ଫାଇନାଲରେ…

ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ନ ଖେଳିପାରନ୍ତି ରୋହିତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ…

ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ। ଦୁଇବର୍ଷ ତଳେ ସ୍ୱିଜରଲ୍ୟାଣ୍ଡର ରୋଜର…

ଗୋଟିଏ ପାଳିରେ ୨ ଦ୍ୱିଶତକ: ବଡ଼ ରେକର୍ଡ କଲେ ରୁଟ୍‌-ବ୍ରୁକ୍‌

ମୁଲତାନ,୧୦।୧୦: ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଚମତ୍କାର ଇନିଂସ ଖେଳିଛନ୍ତି। ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଗୋଟିଏ ଇନିଂସରେ ୨ଟି ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟ କ୍ରିକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri