ଖେଳ

ଟି-୨୦ ଇତିହାସରେ ପ୍ରଥମ:ଜୋ ରୁଟ୍‌ଙ୍କ ଟିମ୍‌ର କମାଲ୍‌

ନୂଆଦିଲ୍ଲୀ,୨୬।୧: ଯେକୌଣସି କ୍ରିକେଟ ମ୍ୟାଚ୍‌ରେ ବୋଲିଂ ଦଳ ଦ୍ରୁତ ବୋଲରମାନଙ୍କ ସହିତ ଆରମ୍ଭ କରିଥାଏ। ତା’ପରେ ଯେତେବେଳେ ବଲ ପୁରୁଣା ହୋଇଯାଏ, ସ୍ପିନରମାନେ ମଧ୍ୟଭାଗକୁ ଆସନ୍ତି। ଟି-୨୦ କ୍ରିକେଟରେ, ପାୱାରପ୍ଲେ ଓଭର (ପ୍ରଥମ ୬ ଓଭର) ପ୍ରାୟତଃ ଦ୍ରୁତ ବୋଲରମାନଙ୍କ ଦ୍ୱାରା…

ଅନର୍ଥ ହୋଇଯାଇଥାନ୍ତା, ସୂର୍ଯ୍ୟକୁମାର ଯାଦବ ୨ ଥର ଭାଙ୍ଗିଲେ ଏହି ନିୟମ

ଚେନ୍ନାଇ,୨୫।୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-୨୦ କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ କରିଛି। ଗତ ୬ ମାସ ମଧ୍ୟରେ, ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ ଇଣ୍ଡିଆ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତଠାରୁ ଶୋଚନୀୟ ପରାସ୍ତ ହୋଇଥିବା…

ଇଂଲଣ୍ଡ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ତିଳକ ବର୍ମା

ଚେନ୍ନାଇ,୨୫।୧: ଜବରଦସ୍ତ ଫର୍ମରେ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌। ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି। ଶନିବାର ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ କ୍ରିକେଟ ପ୍ରଶଂସକଙ୍କ…

ଇତିହାସ ରଚିଲେ ଅର୍ଶଦୀପ: ବାବରଙ୍କୁ ପଛରେ ପକାଇ ଜିତିଲେ ଟି୨୦ର ସବୁଠାରୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୪ ମସିହା ପାଇଁ ପୁରୁଷ ଟି-୨୦ କ୍ରିକେଟରଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତର ଅର୍ଶଦୀପ ସିଂ, ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ…

୨ ପରିବର୍ତ୍ତନ ସହ ମଇଦାନରେ ଟିମ୍‌ ଇଣ୍ଡିଆ

ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ…

ଆଇସିସି ଟି-୨୦ ଦଳ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, କୋହଲି ବିଦା

ନୂଆଦିଲ୍ଲୀ,୨୫।୧: ଆଇସିସି ପୁରୁଷ ଟି-୨୦ ଦଳ ଅଫ ଦି ଇୟର ଘୋଷଣା କରିଛି। ଆଇସିସି ୨୦୨୪ ବର୍ଷର ଶ୍ରେଷ୍ଠ ଦଳ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। ତାଙ୍କ ସହିତ, ମୋଟ ଚାରି ଜଣ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ…

ସଚିନଙ୍କ ପୁଅ ସହ ପାତରଅନ୍ତର: ୪ ମ୍ୟାଚ୍‌ ୧୬ ଉଇକେଟ୍‌ ନେଇ ମଧ୍ୟ ରଣଜୀ ଫାଇନାଲ୍‌ରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ,୨୫।୧: ଜାନୁଆରୀ ୨୩ ତାରିଖରୁ ଦିମାପୁରର ନାଗାଲାଣ୍ଡ କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ପ୍ଲେଟ ଲିଗର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ଫାଇନାଲ ମ୍ୟାଚରେ ଗୋଆ ଏବଂ ନାଗାଲାଣ୍ଡ ଦଳ ମୁହାଁମୁହିଁ ହେବେ। ଉଭୟ ଦଳ ପରସ୍ପରକୁ କଡ଼ା ପ୍ରତିଯୋଗିତା ଦେଉଛନ୍ତି।…

୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୫।୧:ଟିମ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫିରେ ଖେଳୁଛନ୍ତି। ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା, ଶୁଭମନ ଗିଲ, ରିଷଭ ପନ୍ତ, ଯଶସ୍ବୀ ଜୟସ୍ବାଲ ଏବଂ ରବିନ୍ଦ୍ର ଜାଡେଜା ଅଂଶଗ୍ରହଣ କରିଥିଲେ। କିନ୍ତୁ…

ରଣଜୀ ଟ୍ରଫି ମ୍ୟାଚ୍‌ବେଳେ ଏମିତି କାମ କରି ପ୍ରଶଂସକଙ୍କ ହୃଦୟ ଜିତିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ରିଷଭ ପନ୍ତଙ୍କୁ ପ୍ରାୟତଃ ପଡ଼ିଆରେ ପ୍ରତିପକ୍ଷ ଖେଳାଳିଙ୍କୁ ସ୍ଲେଜିଂ କରୁଥିବାର ଦେଖାଯାଏ। କିନ୍ତୁ ପଡ଼ିଆ ବାହାରେ ତାଙ୍କର ବ୍ୟକ୍ତିତ୍ୱ ବହୁତ ଭିନ୍ନ, କାରଣ ସେ ସର୍ବଦା ତାଙ୍କ ପ୍ରଶଂସକମାନଙ୍କ ସହିତ ବହୁତ ନମ୍ର ବ୍ୟବହାର କରନ୍ତି। ସେ ସମ୍ପ୍ରତି ରଣଜୀ…

ଖୁସି ଖବର: ବିନା ଟିକେଟ ବୁକିଂରେ ଏହି ଷ୍ଟାଡିୟମରେ ମାଗଣାରେ ଦେଖିପାରିବେ ବିରାଟଙ୍କ ଦମଦାର ଖେଳ

ନୂଆଦିଲ୍ଲୀ,୨୫।୧: ବିରାଟ କୋହଲି ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ଇଂଲଣ୍ଡ ସହିତ ଖେଳାଯିବାକୁ ଥିବା ଏକଦିବସୀୟ ସିରିଜ ପୂର୍ବରୁ, କୋହଲି ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳିବାର ଦେଖାଯିବେ। ଏବେ କ୍ରିକେଟ…

ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟ୍‌କା

ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଭାରତର ବିସ୍ଫୋରକ ଯୁବ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି୨୦ ଆଜି:ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଚେନ୍ନାଇ, ୨୫।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଆହତ ସମସ୍ୟାରୁ ମୁକୁଳିବାପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ମ୍ୟାଚରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri