ଖେଳ

୧୨ ବର୍ଷ ପରେ ରଣଜୀ ଖେଳିବାକୁ ପଡ଼ିଆକୁ ଓହ୍ଲାଇଲେ ବିରାଟ କୋହଲି: ଦେଖିବାକୁ ଦର୍ଶକଙ୍କ ଭିଡ଼

ନୂଆଦିଲ୍ଲୀ,୩୦।୧: ଦୀର୍ଘ ୧୨ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କୁ ଦେଖିବା ପାଇଁ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ଭିଡ଼ ଜମିଛି। ଜାନୁଆରୀ ୩୦ରୁ ଏହି ଗ୍ରାଉଣ୍ଡରେ ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ…

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୩୦।୧: ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ବହୁତ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଏବେ ଖୁବ ଶୀଘ୍ର ଏହି ତାଙ୍କୁ ଟିମ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିବ। କୁଲଦୀପ ଫିଟନେସ ପରୀକ୍ଷାରେ ପାସ କରିଛନ୍ତି। ପୂର୍ବରୁ, ଜାନୁଆରୀ…

ରଣଜୀ ଖେଳିଲେ ବହୁତ କ୍ଷତି ସହିବେ ‘କିଙ୍ଗ୍‌’ କୋହଲି, କେବଳ ମିଳିବ…

ନୂଆଦିଲ୍ଲୀ,୨୯।୧: ଦୀର୍ଘ ୧୨ ବର୍ଷ ପରେ ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ରଣଜୀ ଟ୍ରଫିକୁ ଫେରୁଛନ୍ତି। ସେ ଘରୋଇ କ୍ରିକେଟ ମାଧ୍ୟମରେ ତାଙ୍କର ହଜିଯାଇଥିବା ଅନ୍ତର୍ଜାତୀୟ ଫର୍ମ ଫେରିପାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ସେ ଯଦି ରଣଜୀ ଖେଳନ୍ତି ତେବେ ତାଙ୍କୁ…

ଏକାସାଙ୍ଗରେ ୨୫ ଖେଳାଳିଙ୍କୁ ହରାଇ ଚମକିଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୯।୧: ଆଇସିସି ଟି-୨୦ ବୋଲରଙ୍କ ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ଏଥିରେ ବରୁଣ ଚକ୍ରବର୍ତ୍ତୀ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୨୫ ଖେଳାଳିଙ୍କୁ ହରାଇ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଆଇସିସିର…

ବଡ଼ ରେକର୍ଡ ହାସଲ କଲେ ଷ୍ଟିଭ ସ୍ମିଥ: କୋହଲିଙ୍କଠାରୁ କମ୍‌ ପାଳି ଖେଳି ରଚିଲେ ଇତିହାସ

ଗାଲେ,୨୯।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ ୧୦ ହଜାର ଟେଷ୍ଟ ରନ ଅତିକ୍ରମ କରିଛନ୍ତି। ଆଜିକାଲି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ…

ପାଣ୍ଡ୍ୟାଙ୍କ ଗୋଟିଏ ଭୁଲ୍‌ ଯୋଗୁ ଭାରତକୁ ଭୋଗିବାକୁ ପଡ଼ିଲା ଏମିତି ଦଶା

ରାଜକୋଟ,୨୯।୧: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଇଂଲଣ୍ଡ ଏହି ମ୍ୟାଚ ୨୬ ରନରେ ଜିତିଥିଲା। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତଥାପି ସେ ଦଳକୁ ବିଜୟ କରିପାରି ନ…

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ: ଏହି ଓ୍ବେବ୍‌ସାଇଟ ଜରିଆରେ କରିପାରିବେ ବୁକିଂ, ଜାଣନ୍ତୁ ଡିଟେଲ୍ସରେ ସବୁ କିଛି…

ନୂଆଦିଲ୍ଲୀ,୨୯।୧: ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ୫୦ ହଜାର ଭଳି ଲୋକଙ୍କ ସମାଙ୍ଗମ ହେବ। ତେଣୁ ଷ୍ଟାଡିୟମ ପରିସରରେ କିପରି ଶୃଙ୍ଖଳା ବଜାୟ ରହିବ ଏବଂ ଟିକେଟ ବିକ୍ରି…

ଜଣେ ଭାରତୀୟ କ୍ରିକେଟର ହେବା ପାଇଁ କ’ଣ କରିବାକୁ ପଡିବ? ଚମତ୍କାର ଜବାବ ଦେଲେ କୋହଲି

ନୂଆଦିଲ୍ଲୀ,୨୯।୧: ବିରାଟ କୋହଲି ଆଜିକାଲି ରଣଜୀ ଟ୍ରଫି ୨୦୨୪-୨୫ରେ ଖେଳିବା ପାଇଁ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୩୦ରୁ ରେଲୱେ ବିପକ୍ଷରେ ରଣଜୀ ମ୍ୟାଚରେ କୋହଲି ଦିଲ୍ଲୀ ପକ୍ଷରୁ ଖେଳିବେ। ମ୍ୟାଚ ପୂର୍ବରୁ ସେ ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମରେ ରଣଜୀ ଦଳ…

ଫାୟାର ଆର୍ମ କ୍ୟାମ୍ପରେ ୨୮ କୃତକାର୍ଯ୍ୟ

ଭୁବନେଶ୍ବର, ୨୯।୧ (ତପନ ସ୍ବାଇଁ): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ପିସ୍ତଲ ଓ ରାଇଫଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୨୮ ପ୍ରଶିକ୍ଷାର୍ଥୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି।…

ଅମିତ୍‌ ‘ମିଷ୍ଟର ଓଡ଼ିଶା ୨୦୨୫’

ଭୁବନେଶ୍ୱର, ୨୯।୧ (ତପନ ସ୍ବାଇଁ): ବାଲେଶ୍ୱର କୁରୁଡ଼ାଛକ ଏବିଏ କଲେଜ ପରିସରରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ୨ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୦ ଜିଲାରୁ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିସହିତ ପୁରୁଷ ଫିଜିକ୍‌ ସ୍ପୋଟର୍‌ସରେ ୨ଟି ବିଭାଗ…

ବାଙ୍କୁଆଳ ପ୍ରିମିୟର ଲିଗ୍‌: କେଶୁରା ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୯।୧ (ସୁବାସ ଚନ୍ଦ୍ର ପ୍ରଧାନ): ଜଗବନ୍ଧୁ ମେମୋରିଆଲ ବାଙ୍କୁଆଳ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଏହାର ଫାଇନାଲରେ ଯାଆଁଳା କ୍ରିକେଟ୍‌ କ୍ଲବକୁ ହରାଇ କେଶୁରା ଚାମ୍ପିୟନ ହୋଇଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଯାଆଁଳା ୧୭.୩ ଓଭରରେ ୧୩୩…

ଦେଶ ବିକାଶରେ କ୍ରୀଡ଼ା ଅପରିହାର୍ଯ୍ୟ: ପ୍ରଧାନମନ୍ତ୍ରୀ

ଡେରାଡୁନ, ୨୯ା୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ୩୮ତମ ଜାତୀୟ କ୍ରୀଡ଼ାର ଆନୁଷ୍ଠାନିକ ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଉପଲକ୍ଷେ ଉତ୍ତରାଖଣ୍ଡର ଧାର୍ମିକ ଐତିହ୍ୟ ଏବଂ ଜୈବବିବିଧତାକୁ ପ୍ରଦର୍ଶନ କରି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri