ଖେଳ

କ୍ୟାରିୟରର ଅନ୍ତିମ ସିରିଜ ଖେଳିବେ ରୋହିତ ଶର୍ମା, ଐତିହାସିକ ମୂହୁର୍ତ୍ତର ମୁକସାକ୍ଷୀ ପାଲଟିବେ ୧,୩୨,୦୦୦ ଦର୍ଶକ!

ନୂଆଦିଲ୍ଲୀ,୬।୨: ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଖେଳିବାକୁ ଯାଉଥିବା ଦିନିକିଆ ସିରିଜ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଲାଗି ଅଭ୍ୟାସ ହୋଇଯିବ। ସେହିଭଳି ଅଧିନାୟକ ଭାବେ ରୋହିତ ଶର୍ମାଙ୍କର ଏହା ଅନ୍ତିମ ସିରିଜ ହୋଇପାରେ। ନାଗପୁର ଦିନିକିଆର ଦିନକ…

India Vs England ODI: ଟିକେଟ ପାଇଁ ଧସ୍ତାଧସ୍ତି

କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଆସନ୍ତା ୯ତାରିଖରେ ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏକ ଦିବସୀୟ କ୍ରିକେଟ୍‌ ମ୍ୟାଚ। ଏଥିଲାଗି ବୁଧବାର ଅଫଲାଇନ୍‌ ଟିକେଟ୍‌ ବିକ୍ରିବେଳେ ଅସମ୍ଭାଳ ଭିଡ଼ ହେବାରୁ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ରାତିରୁ…

ସନ୍ନ୍ୟାସ ନେଇ ପ୍ରଶ୍ନ କରିବାରୁ ରାଗରେ ନିଆଁବାଣ ହୋଇଗଲେ ରୋହିତ ଶର୍ମା, ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ଏହି ସିରିଜରେ ସମସ୍ତଙ୍କ ନଜର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ…

କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ…

ହଠାତ ବଦଳିଗଲା RCB ଜର୍ସି, ଏଣିକି…

ନୂଆଦିଲ୍ଲୀ,୫।୨: ଆଉ ଦେଢ଼ ମାସ ପରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସିଜନ୍‌। ହେଲେ ମହିଳା ପ୍ରିମିୟର ଲିଗ (WPL) ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି।  ଆଉ ଦଶ ଦିନ ପରେ ଏହା ଆରମ୍ଭ ହୋଇଯିବାକୁ ଥିବା ବେଳେ…

ରୋହିତ ଶର୍ମାଙ୍କୁ BCCIର ନିର୍ଦ୍ଦେଶ: ଚାମ୍ପିଅନ୍ସ ଟ୍ରଫି ପରେ ଭବିଷ୍ୟତ ଯୋଜନା ସ୍ପଷ୍ଟ କର

ମୁମ୍ବାଇ,୫ା୨: ଭାରତର ଏକଦିବସୀୟ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ତାଙ୍କର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ ବିସିସିଆଇ ପାକିସ୍ତାନ ଏବଂ…

Video Viral: ରାହୁଲ ଦ୍ରାବିଡଙ୍କ କାର୍‌କୁ ଧକ୍କା ଦେଲା ଅଟୋ, ମଝି ରାସ୍ତାରେ ଯାହା ଘଟିଲା…

ନୂଆଦିଲ୍ଲୀ,୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ବହୁତ ଶାନ୍ତ ସ୍ବଭାବର ବୋଲି ବିବେଚନା କରାଯାଏ। ଏହି ଦକ୍ଷ ବ୍ୟକ୍ତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବିଶ୍ୱାସ କରିବେ ନାହିଁ। ମଙ୍ଗଳବାର…

ଇତିହାସ ରଚିଲେ ରଶିଦ ଖାନ: ଟି-୨୦ରେ କଲେ ବଡ଼ କାରନାମା

କାବୁଲ,୫।୨: ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି। ସେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି। ରଶିଦ ବର୍ତ୍ତମାନ ଏସଏ୨୦ରେ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ: ଏବେ ହେବ କ’ଣ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ପାଇଁ ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ବିସିସିଆଇ ଘୋଷଣା କରିବା ପରେ…

ଭାରତୀୟ ଦିନିକିଆ ଦଳରେ ବରୁଣ ଚକ୍ରବର୍ତ୍ତୀ

ନାଗପୁର, ୫ା୨ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି। କୋଲକାତା ନାଇଟ ରାଇଡର୍ସ…

ଆଜିଠାରୁ କାଉଣ୍ଟରରେ ଟିକେଟ ବିକ୍ରି: ରାତିରୁ ଲମ୍ବା ଲାଇନ୍‌

କଟକ,୫ା୨(କାର୍ତ୍ତିକ ସାହୁ): ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଆଉ ମାତ୍ର ୪ଦିନ ପରେ। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚତ୍ଲାଣି। ଅନଲାଇନ୍‌ରେ ଟିକଟ ବୁକିଂରୁ ନିରାଶ କ୍ରିକେଟପ୍ରେମୀ କାଉଣ୍ଟରରେ ଟିକେଟ କରିବାକୁ ଷ୍ଟାଡିୟମ ପାଖରେ…

କ୍ରିକେଟରେ ଭାଗନେବାକୁ ତରଣୀଙ୍କ ଗ୍ବାଲିୟର ଗସ୍ତ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ):ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ବୁଧବାରରୁ ଆରମ୍ଭ ହେବାକୁ ଥିବା ଜାତୀୟ ହୁଇଲ ଚେୟାର କ୍ରିକେଟ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଭାଗ ନେବ। କେନ୍ଦୁଝରର ଦିବ୍ୟାଙ୍ଗ ଖେଳାଳି ଅଭୟ କୁମାର ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୧୪ଜଣିଆ ଦଳ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri