ଖେଳ

IND vs PAK: ଭାରତ ବିପକ୍ଷ ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍‌କା? ଏହି ଷ୍ଟାର କ୍ରିକେଟରଙ୍କ ଖେଳିବା ନେଇ…

ଦୁବାଇ,୨୩।୨: ଭାରତୀୟ ଟିମ୍‌ ଚାମ୍ପିଅନ୍ସ ଟ୍ରଫିରେ ନିଜର ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମୁକାବିଲାକୁ ନେଇ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି। ହେଲେ ଏହି ମ୍ୟାଚ୍‌ରେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ନ ଖେଳବା…

Ind vs Pak: ଆଜି ମ୍ୟାଚ ଖେଳିପାରିବେ ତ ବିରାଟ କୋହଲି, ପ୍ରାକ୍ଟିସ ସମୟରେ ଗୋଡ଼ରେ ଆଇସ୍‌ ପ୍ୟାକ ଦେଖି ଚିନ୍ତାରେ ପ୍ରଶଂସକ

ନୂଆଦିଲ୍ଲୀ,୨୩।୨: ଆଜି ଇଣ୍ଡିଆ ଟିମ୍‌ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲଟେଜ ମ୍ୟାଚ ଖେଳିବାକୁ ଯାଉଛି। ଏହି ମ୍ୟାଚ ପୂର୍ବରୁ ଏପରି ଏକ ଖବର ଆସିଛି ଯାହା ଟିମ ଇଣ୍ଡିଆ ସହିତ ସମସ୍ତ ପ୍ରଶଂସକଙ୍କ ଟେନସନ ବଢ଼ାଇ ଦେଇଛି।…

IND vs PAK: ପାକିସ୍ତାନକୁ ହରାଇଲେ ସେମିଫାଇନାଲ ଟିକେଟ ପକ୍କା, ଦୁବାଇରେ ଭାରତ କରିପାରେ ବଡ଼ କାରନାମା

ନୂଆଦିଲ୍ଲୀ,୨୩।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଭଲ ଆରମ୍ଭ କରିଥିଲା। ଟିମ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଥିଲା। ଏବେ ଭାରତ ରବିବାର ପାକିସ୍ତାନକୁ ଭେଟିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ। ଯଦି…

ସଚିନ, ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ବେନ ଡକେଟ: ଭାଙ୍ଗିଲା ଚାମ୍ପିୟନ୍ସ ଟ୍ରଫିର ୨୧ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୨୩।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡର ବେନ୍ ଡକେଟ ଶନିବାର ଲାହୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନ୍ ର ଚମତ୍କାର ଇନିଂସ ଖେଳି ବଡ ରେକର୍ଡ ନିଜ ନାମ ଲିପିବଦ୍ଧ କରିଛନ୍ତି। ତାଙ୍କର ଐତିହାସିକ ଇନିଂସ…

IND vs PAK: ଆଜି ଦୁବାଇରେ ଭାରତ-ପାକିସ୍ତାନ ଲଢେଇ, ଭାରତର ବିଜୟ ପାଇଁ ବାରାଣସୀରେ ଯଜ୍ଞ କଲେ ପ୍ରଶଂସକ

ନୂଆଦିଲ୍ଲୀ,୨୩।୨: ରବିବାର ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ବିଜୟ ସହିତ ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ ପାଇଁ ଟିକେଟ ପକ୍କା କରିବ। ଯଦି…

ଭାରତ-ପାକିସ୍ତାନ ମୁକାବିଲା ଆଜି

ଦୁବାଇ, ୨୩।୧ (ପି.ଟି.): ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ହେଭିଓ୍ବେଟ ଲଢ଼େଇ ଭାରତ-ପାକିସ୍ତାନ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ…

Ind Vs Pak Match: କେଉଁଠି, କିଭଳି Freeରେ ଦେଖିବେ ଏହି ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ଭାରତ-ପାକିସ୍ତାନ ମ୍ୟାଚ୍‌ର କ୍ରେଜ୍‌ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର ରହିଥାଏ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର କୌଣସି ଭାରତ-ପାକିସ୍ତାନ ସିରିଜ ଆୟୋଜନ ଉପରେ ନିଷେଧାଦେଶ ରଖିଛନ୍ତି। ଏପରି ପରିସ୍ଥିତିରେ ଏହି ଦୁଇ ଦଳ ଏବେ କେବଳ ICC ଟୁର୍ନାମେଣ୍ଟରେ…

Ind Vs Pak ମହାମୁକାବିଲା ପୂର୍ବରୁ IIT ବାବାଙ୍କ ବଡ଼ ଭବିଷ୍ୟବାଣୀ, କିଏ ଜିତିବ ଶୁଣି ପ୍ରଶଂସକଙ୍କୁ ଲାଗିଲା ଝଟ୍‌କା,Video

ନୂଆଦିଲ୍ଲୀ,୨୨।୨: ମହାକୁମ୍ଭରୁ ପ୍ରସିଦ୍ଧ ହୋଇଥିବା ଆଇଆଇଟି ବାବା ଏବେ ଇଣ୍ଟରନେଟ ସେନସେଶନ ପାଲଟିଛନ୍ତି। ତାଙ୍କର ସାକ୍ଷାତକାର ଏବଂ ପଡ୍‌କାଷ୍ଟର ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେଉଛି। ହେଲେ ଏବେ ତାଙ୍କର ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଭାରତୀୟ…

ଐତିହାସିକ ବିଜୟ ଦେବା ହେଲମେଟକୁ କରାଯିବ ଫ୍ରେମ

ନୂଆଦିଲ୍ଲୀ,୨୨।୨: ୭୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, କେରଳ ଦଳ ରଣଜୀ ଟ୍ରଫିର ଫାଇନାଲରେ ପହଞ୍ଚିଲା। ଫାଇନାଲରେ କେରଳ ବିଦର୍ଭ ସହିତ ମୁକାବିଲା କରିବ। କେରଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହେଲମେଟକୁ କେରଳ କ୍ରିକେଟ ଆସୋସିଏସନ ଭବିଷ୍ୟତ…

ଡ୍ରାଭିଡ ଖେଳୁଛନ୍ତି ପୁଅଙ୍କ ସହ

ବେଙ୍ଗାଲୁରୁ,୨୨ା୨: ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍‌ ରାହୁଲ ଡ୍ରାଭିଡ ଶନିବାର ତାଙ୍କ ପୁଅ ଅନଭୟଙ୍କ ସହିତ ବିଜୟା କ୍ରିକେଟ କ୍ଲବ (ମାଲୁର) ପାଇଁ ତୃତୀୟସ୍ତରର ଟୁର୍ନାମେଣ୍ଟ ନାସୁର ମେମୋରିଆଲ ଶିଲ୍ଡର ଏକ ମ୍ୟାଚରେ ଖେଳିବାକୁ ଓହ୍ଲାଇଥିଲେ। ୟଙ୍ଗ୍‌ ଲାୟନ୍ସ କ୍ଲବ…

Champions Trophy 2025: ପାକିସ୍ତାନର ସ୍ବପ୍ନ ଭାଙ୍ଗିଦେବେ ୫ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୨୨।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟ ଦଳକ୬୦ ରନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନ ଦଳ ରବିବାର ଭାରତୀୟ କ୍ରିକେଟ ଦଳ ସହିତ ମୁକାବିଲା କରିବ। ଏହି ମୁକାବିଲା ୨୩ ଫେବୃଆରୀରେ ଦୁବାଇ ଅନ୍ତର୍ଜାତୀୟ…

ସ୍ପିନ୍‌ ଉପରେ କୋହଲିଙ୍କ ଫୋକସ

ଦୁବାଇ,୨୨ା୨: ଭାରତୀୟ ସୁପରଷ୍ଟାର ବିରାଟ କୋହଲି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଲାଗି ନେଟ୍ସରେ ଝାଳବୁହା ପରିଶ୍ରମ କରିଛନ୍ତି। ଦଳ ଲାଗି ଧାର୍ଯ୍ୟ ହୋଇଥିବା ସମୟର ଏକ ଘଣ୍ଟା ପୂର୍ବରୁ କୋହଲି ନେଟ୍ସରେ ପହଞ୍ଚିଥିଲେ। ତାଙ୍କ ସହିତ ବ୍ୟାଟିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri