ଖେଳ

ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍‌ଡ ସୁପର କବାଡ଼ି ଲିଗ୍‌

ନୂଆଦିଲ୍ଲୀ, ୩୦ା୬: ଓ୍ବାଲର୍‌ଡ ସୁପର କବାଡ଼ି ଲିଗ୍‌ (ଡବ୍‌ଲ୍ୟୁଏସ୍‌କେଏଲ୍‌)ର ଉଦ୍‌ଘାଟନୀ ସଂସ୍କରଣ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଦୁବାଇରେ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଇଣ୍ଟରନ୍ୟାଶନାଲ କବାଡ଼ି ଫେଡେରେଶନ (ଆଇକେଏଫ୍‌) ସହଯୋଗରେ ଏହା ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସିଜନରେ ଫ୍ରାଞ୍ଚାଇଜ୍‌ଭିତ୍ତିକ ଏହି…

ମହିଳା କୋଚ୍‌ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ନାବାଳିକା ବକ୍ସର

ନୂଆଦିଲ୍ଲୀ,୩୦ା୬: ରୋହତକରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ର ନ୍ୟାଶନାଲ ବକ୍ସିଂ ଏକାଡେମୀରେ କାର୍ଯ୍ୟରତ ଥିବା ଜଣେ ମହିଳା କୋଚ୍‌ଙ୍କ ବିରୋଧରେ ଜଣେ ନାବାଳିକା ବକ୍ସର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବକ୍ସରଙ୍କ ବାପା ମା’ ମହିଳା କୋଚ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଇଛନ୍ତି।…

ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଲୋକପ୍ରିୟ ନାମ ‘କ୍ୟାପଟେନ କୁଲ’କୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି। ଟ୍ରେଡ ମାର୍କ୍ସ ରେଜିଷ୍ଟ୍ରୀ ପୋର୍ଟାଲ ଅନୁସାରେ, ଏହି ଆବେଦନ ଜୁନ ୫ ତାରିଖରେ ଦାଖଲ…

ଓ୍ବିଲିଅମ୍ସଙ୍କ ଶତକ: ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ବୁଲଓ୍ବାୟୋ,୨୯ା୬: ଜିମ୍ବାଓ୍ବେ ବିପକ୍ଷରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ଦକ୍ଷିଣ ଆଫ୍ରିକା ତା’ର ପୂର୍ବଦିନର ପ୍ରଥମ ଇନିଂସ ସ୍କୋର ୪୧୮/୯ରେ ପାଳି ସମାପ୍ତି ଘୋଷଣା କରିଥିଲା। ଜବାବରେ ସିନ…

୨୦୨୨ ଦୁର୍ଘଟଣା ପରେ ଋଷଭ ପନ୍ତ ପ୍ରଥମ ପ୍ରଶ୍ନରେ କ’ଣ ପଚାରିଥିଲେ ? ଖୁଲାସା କଲେ ଅପରେଶନ କରିଥିବା ଡାକ୍ତର

ନୂଆଦିଲ୍ଲୀ,୨୯ା୬: ଭାରତୀୟ କ୍ରିକେଟ ଦଳର ତାରକା ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ୨୦୨୨ ଡିସେମ୍ବରରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରିଥିବା ଖ୍ୟାତନାମା ଅର୍ଥୋପେଡିକ ସର୍ଜନ ଡକ୍ଟର ଦିନଶୌ ପର୍ଦିଓ୍ୱାଲା…

୪୮ ଘଣ୍ଟାରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଲାଗିଲା ଆଉ ଏକ ବଡ଼ ଝଟ୍‌କା, ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ… 

ନୂଆଦିଲ୍ଲୀ,୨୯।୬: ବାରବାଡୋସର ବ୍ରିଜଟାଉନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜକୁ ୧୫୯ ରନରେ ପରାସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ଏହି ଟେଷ୍ଟ ମ୍ୟାଚରେ ଅନେକ ବିବାଦୀୟ ନିଷ୍ପତ୍ତି ହୋଇଥିଲା, ଯାହା ୱେଷ୍ଟଇଣ୍ଡିଜ…

ଟିମ୍‌ ଇଣ୍ଡିଆର ଅଭ୍ୟାସ ସେଶନରେ WWE ଦୃଶ୍ୟ! କୋଚ୍‌ ସହ ଲଢ଼ିଲେ ୨ ଖେଳାଳି; Video ଦେଖିଲେ…

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ମ୍ୟାଚ ୨ ରୁ ୬ ଜୁଲାଇ ପର୍ଯ୍ୟନ୍ତ ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିଥିବା…

ପୁଣି ଭାରତ-ପାକିସ୍ତାନ ମ୍ୟାଚ

ଲାଉସାନେ(ସୁଇଜରଲାଣ୍ଡ),୨୮ା୬: ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରାଯାଇଛି। ଏଥିପାଇଁ ସ୍ଥାନୀୟ ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟାଳୟରେ ଡ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଗ୍ରୁପ୍‌ ‘ବି’ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ…

ଟିମ୍‌ ଇଣ୍ଡିଆର ଲାଗି ଶୁଭ ସଙ୍କେତ: ନେଟ୍ସକୁ ଫେରିଲେ ବୁମରା

ବର୍ମିଂହାମ,୨୮ା୬: ଷ୍ଟାର ପେସର ଯଶପ୍ରୀତ ବୁମରା ଶନିବାର ଭାରତୀୟ ଦଳର ଟ୍ରେନିଂକୁ ଫେରିଛନ୍ତି। ଏଜ୍‌ବାଷ୍ଟନରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଲାଗି ଟିମ ଇଣ୍ଡିଆର ପ୍ରସ୍ତୁତିର ପ୍ରଥମ ଦିନରେ ବୁମରାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟି ଥିଲା। କିନ୍ତୁ…

ବଦଳିବେ ଟିମ ଇଣ୍ଡିଆର କ୍ୟାପଟେନ? ହେଲେ କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଟିମ୍‌ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ ଖେଳୁଛି, ଯାହାର ଅଧିନାୟକତ୍ୱ ଶୁବମନ ଗିଲଙ୍କ ହାତରେ ଅଛି। ଏହି ଗସ୍ତ ପରେ, ଟିମ ଇଣ୍ଡିଆ ଧଳା ବଲ କ୍ରିକେଟ ଖେଳିବ, ଯାହା ପାଇଁ ଦଳରେ ଏକ ବଡ଼…

ଭାରତର ୨୦୩୬ ଅଲିମ୍ପିକ୍ସ ଆଶା ସ୍ଥଗିତ: ନୂତନ ଆଇଓସି ଅଧ୍ୟକ୍ଷ ନିଲାମ ପ୍ରକ୍ରିୟାକୁ ବନ୍ଦ କଲେ

ନୂଆଦିଲ୍ଲୀ, ୨୭ା୬: ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ସ୍ୱପ୍ନକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ନୂତନ ଅଧ୍ୟକ୍ଷ କିର୍ଷ୍ଟି କୋଭେଣ୍ଟ୍ରି ଅଲିମ୍ପିକ୍ସ ଆୟୋଜକ ସହର ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଏବଂ ଏହାର ସମୀକ୍ଷା…

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତକୁ ‘ଜସପ୍ରିତ ବୁମରା ଝଟକା’, ଏହି ବୋଲରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ, ୨୭ା୬: ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରା ଏଡଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?