ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?
ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ ପ୍ରସ୍ତୁତି କରୁଛନ୍ତି। ସେହି ସମୟରେ ଗୋଟିଏ ଦଳ ମଧ୍ୟ ଏହାର ଖେଳାଳିଙ୍କ ଆଘାତ ସମସ୍ୟା…
BCCI’ର ପରିବାର ପ୍ରତିବନ୍ଧକ ନିୟମ ଉପରେ ମୁହଁ ଖୋଲିଲେ ବିରାଟ କୋହଲି: କହିଲେ-ଏକା ବସି…
ନୂଆଦିଲ୍ଲୀ, ୧୬।୩: ଭାରତୀୟ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଖେଳାଳିମାନେ ଗସ୍ତରେ ଥିବା ସମୟରେ ପରିବାର ପ୍ରତିବନ୍ଧକ ଉପରେ ବିସିସିଆଇର ନୂତନ ନିୟମ ସମ୍ପର୍କରେ ମୁହଁ ଖୋଲିଛନ୍ତି। ୨୦୦୨ ଏବଂ ୨୦୧୩ ପରେ ଭାରତକୁ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି…
ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍ଫିଟ୍ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍
ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର ମୋହସିନ ଖାନ, ଆଭେଶ ଖାନ ଏବଂ ମୟଙ୍କ ଯାଦବଙ୍କୁ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ NCA…
ସନ୍ୟାସ ନେବାର ସଙ୍କେତ ଦେଲେ ବିରାଟ, Retirement ପରେ କ’ଣ କରିବେ କୋହଲି? ଖୋଲାଖୋଲି କହିଲେ…
ନୂଆଦିଲ୍ଲୀ,୧୫।୩: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି IPL ୨୦୨୫ ପୂର୍ବରୁ ଚମକାଇବା ଭଳି ବୟାନ ଦେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବିରାଟ ଟେଷ୍ଟ କ୍ରିକେଟରୁ ଅବସର ଏବଂ ଟି-୨୦ କ୍ରିକେଟରୁ ଅବସର ନେବା ଉପରେ ୟୁ-ଟର୍ଣ୍ଣ ନେବାର…
କାନ୍ଦିଲେ ରୋହିତ ଶର୍ମା! ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୫।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କାର ବହୁତ ପସନ୍ଦ କରନ୍ତି। ରୋହିତଙ୍କୁ ପ୍ରାୟତଃ ମୁମ୍ବାଇରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଏ, ପ୍ରଶଂସକମାନେ ତାଙ୍କ କାର କଲେକସନ ସହିତ ପରିଚିତ। ତଥାପି, ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ…
୨୦ ବର୍ଷ ପରେ…ଫେରିଲା ଜାହିର ଖାନଙ୍କ ପୁରୁଣା ପ୍ରେମ
ନୂଆଦିଲ୍ଲୀ,୧୫।୩: ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ଲକ୍ଷ୍ନୌ ସୁପରଜାଏଣ୍ଟସରେ ଯୋଗଦେବା ପାଇଁ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏହି ସମୟରେ, ଜାହିର ଖାନଙ୍କ ସହିତ ଏକ ରୋମାଞ୍ଚକର ଘଟଣା ଘଟିଗଲା। ଏଲଏସଜି ପରାମର୍ଶଦାତା ଜାହିର ୨୦ବର୍ଷ ପରେ ତାଙ୍କର ପୁରୁଣା ମହିଳା ପ୍ରଶଂସକଙ୍କୁ…
IPL 2025: କ୍ୟାପଟେନ ଅକ୍ଷର ପଟେଲ ଅବା କେଏଲ ରାହୁଲ ନୁହେଁ, ଏହି ଖେଳାଳି ହେଉଛନ୍ତି ଅସଲ ହିରୋ!
ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ପ୍ରସ୍ତୁତିରେ ଜୋରଦାର ଲାଗପଡିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କୁ ମାର୍ଗଦର୍ଶକ ଭାବରେ ନିଯୁକ୍ତ କରିବା ପରେ ଡିସି ମାର୍ଚ୍ଚ ୧୪ରେ ଅକ୍ଷର ପଟେଲଙ୍କୁ ସେମାନଙ୍କର ନୂଆ ଅଧିନାୟକ ଭାବରେ…
ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ରହିବେ କି ନାହିଁ? ଆସିଗଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୫।୩: ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ଏଠାରେ ତାଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା। ଖରାପ ପ୍ରଦର୍ଶନ ଯୋଗୁ ଅଧିନାୟକ ରୋହିତଙ୍କ ସମେତ…
‘ଭାରତରେ ପହଞ୍ଚିବା ପୂର୍ବରୁ ହିଁ ମୋତେ ଧମକପୂର୍ଣ୍ଣ ଫୋନ ଆସିବା ଆରମ୍ଭ ହୋଇଗଲା…’ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ବରୁଣ ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ,୧୫।୩: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଦଳକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ୨୦୨୧ ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଧମକପୂର୍ଣ୍ଣ…
ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି
ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି…
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ କମଲେଶ
ଭୁବନେଶ୍ୱର,୧୪ା୩: ଅର୍ଜୁନ ପୁରସ୍କାର ବିଜେତା ଓ ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ କମଲେଶ ମେହେତା ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମେହେତା ଓଡ଼ିଶାର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିର…
IPL 2025 ପାଇଁ ୧୦ ଦଳର ଅଧିନାୟକ ଫାଇନାଲ: ନୂଆ କ୍ୟାପଟେନ୍ ସହିତ ମଇଦାନକୁ ଓହ୍ଲାଇବେ ୫ ଦଳ
ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଗାମୀ ସିଜିନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜିନ ଅର୍ଥାତ୍ IPL ୨୦୨୫ରେ ମୋଟ ପାଞ୍ଚଟି ଦଳ ନୂତନ ଅଧିନାୟକଙ୍କ ସହିତ ମଇଦାନକୁ ଓହ୍ଲାଇବେ। ଏବେ ସମସ୍ତ…
Archives


